ଜନି ସିନ୍ସ

ଷ୍ଟିଭେନ ୱଲ୍ଫ (ଜନ୍ମ ୩୧ ଡିସେମ୍ବର, ୧୯୭୮), ପେଶାରେ ଜନି ସିନ୍ସ ବୋଲି ଜଣାଶୁଣା । ସେ ଜଣେ ପ୍ରାପ୍ତ ବୟସ୍କ ଚଳଚ୍ଚିତ୍ର ନାୟକ, ନିର୍ଦ୍ଦେଶକ ଏବଂ ଇଣ୍ଟରନେଟରେ ଥିବା ବ୍ୟକ୍ତି ଅଟନ୍ତି ।[୬] ସେ ବୟସ୍କ ଚଳଚ୍ଚିତ୍ର ଜଗତରେ ଅନେକ ପୁରସ୍କାର ଜିତିଛନ୍ତି ଏବଂ ମନୋନୀତ ମଧ୍ୟ ହୋଇଛନ୍ତି । ଶ୍ରେଷ୍ଠ ପୁରୁଷ ଅଭିନୟ ପ୍ରଦର୍ଶନ ଯୋଗୁଁ ତାଙ୍କୁ ଦୁଇଥର ଏଭିଏନ ପୁରସ୍କାର ମଧ୍ୟ ମିଳିଛି ।[୭][୮] ସେ ସବୁଠାରୁ ଅଧିକ ଖୋଜାଯାଉଥିବା ବୟସ୍କ ଚଳଚ୍ଚିତ୍ର ନାୟକଙ୍କ ମଧ୍ୟରୁ ଅନ୍ୟତମ ଅଟନ୍ତି ।[୯][୧୦][୧୧][୧୨]

ଜନି ସିନ୍ସ
ଜନ୍ମ
ଷ୍ଟିଭେନ ୱଲ୍ଫ [୧]

(1978-12-31) ୩୧ ଡିସେମ୍ବର ୧୯୭୮ (ବୟସ ୪୫)[୨]
Pittsburgh, Pennsylvania[୩]
ଜାତୀୟତାଆମେରିକୀୟ
ଅନ୍ୟ ନାମLochlan McArthur[୪]
ବୃତ୍ତିବୟସ୍କ ଚଳଚ୍ଚିତ୍ର ନାୟକ
ସକ୍ରିୟ ବର୍ଷ୨୦୦୬–ଏବେ ଯାଏଁ
ଉଚ୍ଚତା୬' (୧.୮୨ ମି)
ବୈବାହିକ-ସାଥୀକିସ୍ସା ସିନ୍ସ [୧]
ପୁରସ୍କାରAVN (Male Actor of the Year)
YouTube information
Years active2017[୫]–present
GenreLifestyle[୫]
Subscribers925K
Total views44 million
Play buttons
100,000 subscribers2017
Subscriber and view counts updated as of January 17, 2019.
ୱେବସାଇଟsinslife.com

ପେଶା

ମହାବିଦ୍ୟାଳୟରୁ ସ୍ନାତକ ଲାଭ ପରେ ଷ୍ଟିଭେନଙ୍କୁ ଏକ ନିର୍ମାଣ କମ୍ପାନୀରେ ସପ୍ତାହକୁ ଛଅ ଦିନ କାମ କରୁଥିଲେ ।[୧୩] ୨୦୦୬ ମସିହାରେ ସେ ସେହି ଚାକିରୀ ଛାଡ଼ିଦେଇ କାଲିଫର୍ଣ୍ଣିଆର ଲସ ଆଞ୍ଜେଲେସକୁ ବୟସ୍କ ଚଳଚ୍ଚିତ୍ର ଜଗତରେ କାମ କରିବାକୁ ଚାଲି ଆସିଥିଲେ ।[୧୩] କ୍ରେଗଲିଷ୍ଟରେ ବାହାରୁଥିବା ବିଜ୍ଞାପନ ଜରିଆରେ ସେ କାମ ପାଇଥିଲେ ।[୧୩] ବ୍ରାଜର୍ସପ୍ରକାଶନ ସଂସ୍ଥାର ଷ୍ଟିଭେନ ଡାହାଣ ହାତ ଥିଲେ ।[୭] ୨୬ ଜାନୁୟାରୀ ୨୦୧୯ ସୁଦ୍ଧା ସେ ଏହି କମ୍ପାନୀ ପାଇଁ ୧,୦୫୫ଟି ଭିଡିଓରେ କାମ କରିସାରିଛନ୍ତି । ତାଙ୍କର ପେଶାରେ ସେ ପାଖାପାଖି ୨,୩୦୦ରୁ ଅଧିକ ଭିଡିଓରେ କାମ କରିସାରିଛନ୍ତି ।

ଷ୍ଟିଭେନଙ୍କର ପ୍ରଡକ୍ସନ କମ୍ପାନୀ ଲୋଗୋ


୨୦୧୭ ମସିହା ପ୍ରାରମ୍ଭରେ ସେ ପତ୍ନୀ କିସ୍ସା ସିନ୍ସନଙ୍କ ସହ ୟୁଟ୍ୟୁବ ଚ୍ୟାନେଲ ସିନ୍ସ ଟିଭି ଆରମ୍ଭ କରିଥିଲେ । ଯେଉଁଥିରେ ସେ ଦୈନନ୍ଦିନ ଜୀବନରେ ହେଉଥିବା ଯୌନ ସମସ୍ୟା ବିଷୟରେ ଉପଦେଶ ଦିଅନ୍ତି ।[୫][୧୪]

ଜୁଲାଇ ମାସ ୨୦୧୮ରେ ମହାବିଦ୍ୟାଳୟ ପରିଭ୍ରମଣ ପ୍ରଚାର ଏବଂ ପ୍ରସାର ପାଇଁ ଷ୍ଟିଭେନଙ୍କର ଛବି କେରଳର ବସଗୁଡ଼ିକର କଡ଼ରେ ଅଙ୍କା ଯାଇଥିଲା ।[୧୫][୧୬]

ମହିଳା ମାନଙ୍କଦ୍ୱାରା ବଛାଯାଇଥିବା ସେ ସବୁଠାରୁ ପ୍ରସିଦ୍ଧ ପର୍ନହବ୍ ବୟସ୍କ ଚଳଚ୍ଚିତ୍ର ଅଭିନେତା ପୁରସ୍କାର ଲାଭ କରିଥିଲେ । [୧୭][୧୮]

ବ୍ୟକ୍ତିଗତ ଜୀବନ

ଷ୍ଟିଭେନ ପେନସିଲଭାନିଆର ପିଟସବର୍ଗଠାରେ ଜନ୍ମ ନେଇଥିଲେ ଏବଂ ପାଠପଢ଼ା କରିଥିଲେ ।[୩] ସେ ନିଜକୁ ପିଲାବିଲେ ବହୁତ ଲାଜକୁଳା ଥିବାର କୁହନ୍ତି ।[୧୩] ତାଙ୍କର ପତ୍ନୀ କିସ୍ସା ସିନ୍ସ ଅଟନ୍ତି ।[୧] ସିନ୍ସ ବର୍ତ୍ତମାନ ଲସ ଭେଗାସରେ ରହୁଛନ୍ତି ।

ପୁରସ୍କାର ଏବଂ ମନୋନୟନ

ଜନି ସିନ୍ସଙ୍କୁ ମିଳିଥିବା ପୁରସ୍କାର ଏବଂ ସମ୍ମାନ ତାଲିକା
Total numbers of wins and nominations
Totals233
AwardYearNominated workCategoryResultRef.
AVN Award2008Fuck ClubBest Couples Sex Scene - Videoମନୋନୀତ[୧୯]
2009CheerleadersBest Group Sex Sceneମନୋନୀତ[୨୦]
Johnny SinsBest Male Newcomerମନୋନୀତ
CheerleadersBest Three-Way Sex Sceneମନୋନୀତ
2010Cum-Spoiled SlutsBest Three-Way Sex Sceneମନୋନୀତ[୨୧]
2011Big Butts Like It Big 6Best Anal Sex Sceneମନୋନୀତ[୨୨]
Performers of the Year 2010Best Couples Sex Sceneମନୋନୀତ
Johnny SinsUnsung Male Performer of the Yearମନୋନୀତ
2012Introducing the Russo TwinsMost Outrageous Sex Sceneମନୋନୀତ[୨୩]
Johnny SinsUnsung Male Performer of the Yearମନୋନୀତ
2013Brazzers Presents: The Parodies 2Best Three-Way Sex Sceneମନୋନୀତ[୨୪]
Johnny SinsUnsung Male Performer of the Yearମନୋନୀତ
2014BridesmaidsBest Group Sex Sceneମନୋନୀତ[୨୫]
2015Johnny SinsFavorite Male Porn Starମନୋନୀତ[୨୬]
Male Performer of the Yearମନୋନୀତ[୮]
2016Sins Life Part 2Best Boy/Girl Sex Sceneମନୋନୀତ[୨୭]
2017Johnny SinsFavorite Male Porn Starବିଜୟୀ[୨୮]
2018Young and Beautiful 3Best Boy/Girl Sex Sceneମନୋନୀତ[୨୯]
Sins Life: Sex TourBest Three-Way Sex Sceneମନୋନୀତ
Johnny SinsMale Performer of the Yearମନୋନୀତ[୭]
Favorite Male Porn Starବିଜୟୀ[୩୦]
Pornhub Award2018Most Popular Male Performer by Womenବିଜୟୀ[୧୭]
XBIZ Award2010Male Performer of the Yearମନୋନୀତ[୩୧]
2014BridesmaidsBest Scene – Feature Movieମନୋନୀତ[୩୨]
Big Tits at Work 17Best Scene – Vignette Releaseମନୋନୀତ
My Dad's Hot Girlfriend 17ମନୋନୀତ
Johnny SinsMale Performer of the Yearମନୋନୀତ
2015Doctor's OrdersBest Scene – Vignette Releaseମନୋନୀତ[୩୩]
2016Let's Play Doctorବିଜୟୀ[୩୪]
Johnny SinsMale Performer of the Yearମନୋନୀତ[୩୫]
2017I Have a Wife 36Best Scene – Vignette Releaseମନୋନୀତ[୩୬]
Johnny SinsMale Performer of the Yearମନୋନୀତ
2018Natural Beauties 2Best Sex Scene – Vignette Releaseମନୋନୀତ[୩୭]
XRCO Award2009Johnny SinsNew Studମନୋନୀତ[୩୮]
2014Male Performer of the Yearମନୋନୀତ[୩୯]
2015Unsung Swordsman of the Yearମନୋନୀତ[୪୦]
2017ମନୋନୀତ[୪୧]

ଆଧାର

ବାହାର ଆଧାର