ଜନ ଗଣ ମନ
ଭାରତର ଜାତୀୟ ସଙ୍ଗୀତ
ଜନ ଗଣ ମନ' ଭାରତର ଜାତୀୟ ସଙ୍ଗୀତ ଅଟେ । ଏହା ୨୪ ଜାନୁଆରୀ ୧୯୫୦ରେ ସମ୍ବିଧାନ ସଭାଦ୍ୱାରା ସରକାରୀ ଭାବେ ଗ୍ରହଣ କରାଯାଇଥିଲା । ୨୭ ଡିସେମ୍ବର ୨୦୧୧ରେ ଏହାର ପ୍ରଥମ ଗାନର ଶତବର୍ଷ ପାଳନ କରାଯାଇଥିଲା ।[୧][୨]
English: Jana Gana Mana (for Piano) | |
---|---|
Jôno Gôno Mono | |
National anthem of ଭାରତ | |
Lyrics | Rabindranath Tagore, 1911 |
Music | Rabindranath Tagore, 1919 |
Adopted | January 24, 1950 |
Music sample | |
ଆମର ଜାତୀୟ ସଙ୍ଗୀତକୁ ଗାନ କରିବା ପାଇଁ ମୋଟ ୫୨ସେକେଣ୍ଡ ସମୟ ଲାଗିଥାଏ ତେବେ କେତେକ ସ୍ଥାନରେ ଏହାର ପ୍ରଥମ ଓ ଶେଷ ପଦ ଗାନ କରାଯାଏ ଏଥିଲାଗି ୨୦ ସେକେଣ୍ଡ ସମୟ ଲାଗିଥାଏ [୩] ଦେଶର ପ୍ରଟୋକଲ ଅନୁଯାୟୀ ରାଷ୍ଟ୍ରପତି ଓ ରାଜ୍ୟପାଳମାନେ ଯୋଗଦେଉଥିବା ପ୍ରତ୍ୟେକ କାର୍ଯ୍ୟକ୍ରମରେ ସେମାନେ ଆସନ ଗ୍ରହଣ କରିବା ଓ ଆସନ ଛାଡ଼ିବା ପୂର୍ବରୁ ଜନଗଣମନ ଗାନ କରାଯିବା ପାଇଁ ନିୟମ ରହିଛି
ଗୀତ
ଜନଗଣମନ-ଅଧିନାୟକ ଜୟ ହେ ଭାରତଭାଗ୍ୟବିଧାତା!
ପଞ୍ଜାବ ସିନ୍ଧୁ ଗୁଜରାଟ ମରାଠା ଦ୍ରାବିଡ଼ ଉତ୍କଳ ବଙ୍ଗ
ବିନ୍ଧ୍ୟ ହିମାଚଳ ଯମୁନା ଗଙ୍ଗା ଉଚ୍ଛଳଜଳଧିତରଙ୍ଗ
ତବ ଶୁଭ ନାମେ ଜାଗେ, ତବ ଶୁଭ ଆଶିଷ ମାଗେ,
ଗାହେ ତବ ଜୟଗାଥା।
ଜନଗଣମଙ୍ଗଳଦାୟକ ଜୟ ହେ ଭାରତଭାଗ୍ୟବିଧାତା!
ଜୟ ହେ, ଜୟ ହେ, ଜୟ ହେ, ଜୟ ଜୟ ଜୟ ଜୟ ହେ॥
ଆଧାର
ବାହାର ତଥ୍ୟ
ଉଇକିମିଡ଼ିଆ କମନ୍ସରେ ଜନ ଗଣ ମନବାବଦରେ ମାଧ୍ୟମ ରହିଛି ।
ଉଇକିପାଠାଗାରରେ ଏହି ବିଷୟ ଉପରେ ତଥ୍ୟ ରହିଛି -
- India: Jana Gana Mana - Audio of the national anthem of India, with information and lyrics
- My India My Pride - Know India. National Portal of India. Government of India. (Also contains the official version of the Indian National Anthem in audio format as well as in video format
- Indian Anthem in MIDI Format.
- A rendition of Indian Anthem in MP3 format Archived 2007-07-01 at the Wayback Machine. from the Indian embassy in Lisbon, Portugal Archived 2010-05-12 at the Wayback Machine..
- Genesis of Jana Gana Mana Archived 2007-08-10 at the Wayback Machine.
- Jana Gana Mana (India's National Anthem) - An Inferential Linguistic Analysis from The Hamilton Institute with The Complete English Translation
- 100 years since 'Jana Gana Mana' was born detail history.
🔥 Top keywords: ପ୍ରଧାନ ପୃଷ୍ଠାରାମ ନବମୀଓଡ଼ିଆ ଭାଷାବିଶେଷ:ଖୋଜନ୍ତୁସୁଦଶା ବ୍ରତମିଡ଼ିଆଉଇକି:Interwiki-links.jsଜଗନ୍ନାଥ ଦାସଅମୃତାୟନଉଇକିପିଡ଼ିଆ:ଉଇକିପିଡ଼ିଆ ବାବଦରେଦ୍ୱିତୀୟ ବିଶ୍ୱଯୁଦ୍ଧଉଇକିପିଡ଼ିଆ:ସଙ୍ଘ ସୂଚନା ଫଳକବିଜୁ ପଟ୍ଟନାୟକରାଧାନାଥ ରାୟଜଗନ୍ନାଥ ମନ୍ଦିରରାମଫକୀର ମୋହନ ସେନାପତିସହଯୋଗ:ବିଷୟବସ୍ତୁଜଗନ୍ନାଥଉଇକିପିଡ଼ିଆ:ଆମ ସହ ଯୋଗାଯୋଗରାମାୟଣଓଡ଼ିଆ ସାହିତ୍ୟସାରଳା ଦାସମଧୁସୂଦନ ଦାସଉଇକିପିଡ଼ିଆଗୋପବନ୍ଧୁ ଦାସଗଙ୍ଗାଧର ମେହେରwiki.phtmlଗୋପୀନାଥ ମହାନ୍ତିଲିଙ୍ଗରାଜ ମନ୍ଦିରଗୋଦାବରୀଶ ମିଶ୍ରମଧୁସୂଦନ ରାଓଉଇକିପିଡ଼ିଆ:ଆମେ ଦାୟୀ ନୋହୁଁନମିତା ଅଗ୍ରୱାଲଶାନ୍ତନୁ କୁମାର ଆଚାର୍ଯ୍ୟଛାଞ୍ଚ:Key press/docପଣା ସଂକ୍ରାନ୍ତିଲକ୍ଷ୍ମୀକାନ୍ତ ମହାପାତ୍ରମନୋଜ ଦାସଅଂଶୁଘାତ