ଡୋରଏମୋନ
ଏକ ଆନିମେ କାର୍ଟୁନ୍
ଡୋରେମନ (Japanese: ドラえもん) ଜାପାନୀ ମାଙ୍ଗା ଲେଖାର ଏକ କାଲ୍ପନିକ ଲେଖା, ଏହା ଫୁଜିକୋ ଫୁଜୋଙ୍କଦ୍ୱାରା ରଚିତ କରାଯାଇଛି। ଏହି ଚରିତ୍ର ବିଭିନ୍ନ ଜାପନୀ ଆନିମେ ଚିତ୍ର ଓ ବିଭିନ୍ନ ପ୍ରଚାର ନିମନ୍ତେ ବ୍ୟବହାର କରାଯାଇଛି।"[୧] କାହାଣିଟି ଏକ ରୋବୋଟ ବିଲେଇ ଉପରେ ଆଧାରିତ, ଯିଏ ୨୨ଶ ଶତାବ୍ଦିରୁ ଅତିତକୁ ଆସିଥିଲା ନୋବିତା ନୋବି ନାମକ ଗୋଟେ ଛୁଆର ସାହାୟତା ପାଇଁ।
ଡୋରେମନ ମାଙ୍ଗା ଶ୍ରେଣୀ ପ୍ରଥମ ଥର ପାଇଁ ୧୯୬୯ ମସିହାରେ ୬ଟି ପତ୍ରିକାରେ ବାହାରି ଥିଲା। ଏହା ବିଶ୍ୱ ଶ୍ରେଷ୍ଟ ମାଙ୍ଗା କମିକ ମଧ୍ୟରୁ ଏକ ଓ ୧୦ କୋଟି ଉପରେ ବିକ୍ରି ହେଇଥିବା ପତ୍ରିକା ମଧ୍ୟ।
ଚରିତ୍ର
- ଡୋରେମନ୍
- ନୋବିତା
- ଜିଆନ
- ଡ଼େକିସୁକି
- ସିଜୁକା
- ସୁନିୟୋ
- ମି-ଚ୍ୟାନ
- ଡୋରେମି
ଆଧାର
🔥 Top keywords: ପ୍ରଧାନ ପୃଷ୍ଠାରାମ ନବମୀଓଡ଼ିଆ ଭାଷାବିଶେଷ:ଖୋଜନ୍ତୁସୁଦଶା ବ୍ରତମିଡ଼ିଆଉଇକି:Interwiki-links.jsଜଗନ୍ନାଥ ଦାସଅମୃତାୟନଉଇକିପିଡ଼ିଆ:ଉଇକିପିଡ଼ିଆ ବାବଦରେଦ୍ୱିତୀୟ ବିଶ୍ୱଯୁଦ୍ଧଉଇକିପିଡ଼ିଆ:ସଙ୍ଘ ସୂଚନା ଫଳକବିଜୁ ପଟ୍ଟନାୟକରାଧାନାଥ ରାୟଜଗନ୍ନାଥ ମନ୍ଦିରରାମଫକୀର ମୋହନ ସେନାପତିସହଯୋଗ:ବିଷୟବସ୍ତୁଜଗନ୍ନାଥଉଇକିପିଡ଼ିଆ:ଆମ ସହ ଯୋଗାଯୋଗରାମାୟଣଓଡ଼ିଆ ସାହିତ୍ୟସାରଳା ଦାସମଧୁସୂଦନ ଦାସଉଇକିପିଡ଼ିଆଗୋପବନ୍ଧୁ ଦାସଗଙ୍ଗାଧର ମେହେରwiki.phtmlଗୋପୀନାଥ ମହାନ୍ତିଲିଙ୍ଗରାଜ ମନ୍ଦିରଗୋଦାବରୀଶ ମିଶ୍ରମଧୁସୂଦନ ରାଓଉଇକିପିଡ଼ିଆ:ଆମେ ଦାୟୀ ନୋହୁଁନମିତା ଅଗ୍ରୱାଲଶାନ୍ତନୁ କୁମାର ଆଚାର୍ଯ୍ୟଛାଞ୍ଚ:Key press/docପଣା ସଂକ୍ରାନ୍ତିଲକ୍ଷ୍ମୀକାନ୍ତ ମହାପାତ୍ରମନୋଜ ଦାସଅଂଶୁଘାତ