ଡ୍ରୋପେରିଡୋଲ

ଏହା ଏକ ଔଷଧ ଯାହା ଅଇ, ବାନ୍ତି ଏବଂ ରୋକିବା ତ‌ଥା କେମୋଥେରାପି କାରଣରୁ ହେଉଥିଲେ ଚିକିତ୍ସା କରିବା ପାଇଁ ବ୍ୟବ‌ହ

ଡ୍ରୋପେରିଡୋଲ ହେଉଛି ଏକ ଔଷଧ ଯାହା ଅଇ, ବାନ୍ତି ଏବଂ ରୋକିବା ତ‌ଥା କେମୋଥେରାପି କାରଣରୁ ହେଉଥିଲେ ଚିକିତ୍ସା କରିବା ପାଇଁ ବ୍ୟବ‌ହାର କରାଯାଏ ।[୧] ଉତ୍ତେଜିତ ଲୋକଙ୍କର ଚିକିତ୍ସା ଏବଂ ନିଶ୍ଚେତକ ଦେବା ସମୟରେ ଓ ମାଇଗ୍ରେନ ପାଇଁ ମଧ୍ୟ ବ୍ୟବହୃତ ହୋଇଥିଲା ।[୧] [୨] ଏହା ଶିରା କିମ୍ବା ମାଂସପେଶୀରେ ଇଞ୍ଜେକସନ ଆକାରରେ ଦିଆଯାଏ ।[୧] ଏହାର ପ୍ରଭାବ ୧୦ ମିନିଟ୍ ମଧ୍ୟରେ ଆରମ୍ଭ ହୁଏ ଏବଂ ସର୍ବାଧିକ ପ୍ରଭାବ ୩୦ ମିନିଟ୍ ପର୍ଯ୍ୟନ୍ତ ରହେ ।[୧] ପ୍ରଭାବ ୧୨ ଘଣ୍ଟା ପର୍ଯ୍ୟନ୍ତ ରହିପାରେ ।[୧]

ଡ୍ରୋପେରିଡୋଲ
Skeletal formula of droperidol
Ball-and-stick model of droperidol
Clinical data
Pronunciation/droʊˈpɛrIdɔːl/
Trade namesInapsine, Droleptan, Dridol, others
AHFS/Drugs.commonograph
Pregnancy
category
  • AU: C
  • US: C (Risk not ruled out)
Routes of
administration
Intravenous, intramuscular[୧]
Legal status
Legal status
  • AU: S4 (Prescription only)
  • UK: POM (Prescription only)
  • US: ℞-only
Pharmacokinetic data
MetabolismLiver
Onset of action< 10 min[୧]
Elimination half-life2.3 hours
Duration of actionUp to 12 hrs[୧]
Identifiers
IUPAC name
  • 3-[1-[4-(4-fluorophenyl)-4-oxobutyl]-3,6-dihydro-2H-pyridin-4-yl]-1H-benzimidazol-2-one
ECHA InfoCard100.008.144 Edit this at Wikidata
Chemical and physical data
FormulaC22H22FN3O2
Molar mass୩୭୯.୪୪ g·mol−1
3D model (JSmol)
SMILES
  • c1ccc2c(c1)nc(n2C3=CCN(CC3)CCCC(=O)c4ccc(cc4)F)O
InChI
  • InChI=1S/C22H22FN3O2/c23-17-9-7-16(8-10-17)21(27)6-3-13-25-14-11-18(12-15-25)26-20-5-2-1-4-19(20)24-22(26)28/h1-2,4-5,7-11H,3,6,12-15H2,(H,24,28)
  • Key:RMEDXOLNCUSCGS-UHFFFAOYSA-N

ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ନିମ୍ନ ରକ୍ତଚାପ, ଗତିବିଧି ବ୍ୟାଧି, ଦ୍ରୁତ ହୃତ୍‌ସ୍ପନ୍ଦନ ଏବଂ ନିଦ୍ରାଳୁ ଭାବ ହୋଇପାରେ । [୧] ଅନ୍ୟାନ୍ୟ ପ୍ରତିକ୍ରିୟା ମଧ୍ୟରେ କ୍ୟୁଟି (QT) ବିସ୍ତାର, ଏବଂ ନ୍ୟୁରୋଲେପ୍ଟିକ୍ ମାଲିଗନାଣ୍ଟ ସିଣ୍ଡ୍ରୋମ ହୋଇପାରେ | [୧] ଗର୍ଭଧାରଣ ଏବଂ ସ୍ତନ୍ୟପାନ ସମୟରେ ସୁରକ୍ଷା ଅସ୍ପଷ୍ଟ ଅଟେ।[୩] ଏହା ବୁଟିରୋଫେନୋନ ପରିବାରର ଏକ ଔଷଧ ଏବଂ ଡୋପାମାଇନ୍ ରିସେପ୍ଟରଗୁଡିକୁ ଅବରୋଧ କରି କାର୍ଯ୍ୟକ୍ଷମ ହୁଏ ।[୪]

ଡ୍ରୋପେରିଡୋଲ ୧୯୬୭ ମସିହାରେ ଚିକିତ୍ସା ବ୍ୟବହାରରେ ଆସିଥିଲା ।[୫] ଏହା ଏକ ସାଧାରଣ ଔଷଧ ଭାବରେ ଉପଲବ୍ଧ ।[୪] ୨୦୦୧ରେ କମ୍ପାନୀ ଏହାକୁ ବନ୍ଦ କରିଦେଲା।[୫] ଏହା ଐତିହାସିକ ଭାବରେ ଶସ୍ତା ହୋଇଛି । [୫] ଏକ ନୂତନ ଉନ୍ନତ ଉତ୍ପାଦ ୨୦୧୯ରେ ବଜାରରେ ଉପଲବ୍ଧ ହେଲା ।[୬] ଯୁକ୍ତରାଜ୍ୟରେ ୨.୫ ମିଗ୍ରାର ଏକ ଇଞ୍ଜେକ୍ସନ ଦ୍ରବଣର ମୂଲ୍ୟ ୨୦୨୦ରେ ପ୍ରାୟ ୪ ପାଉଣ୍ଡ ଥିଲା ।[୪]

ଆଧାର

🔥 Top keywords: ପ୍ରଧାନ ପୃଷ୍ଠାମିଡ଼ିଆଉଇକି:Interwiki-links.jsଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ, ଓଡ଼ିଶାବିଶେଷ:ଖୋଜନ୍ତୁଓଡ଼ିଆ ଭାଷାଦ୍ୱିତୀୟ ବିଶ୍ୱଯୁଦ୍ଧଫକୀର ମୋହନ ସେନାପତିଜଗନ୍ନାଥ ମନ୍ଦିରଜଗନ୍ନାଥ ଦାସବନ୍ଦେ ଉତ୍କଳ ଜନନୀଲକ୍ଷ୍ମୀକାନ୍ତ ମହାପାତ୍ରଗୋପବନ୍ଧୁ ଦାସମଧୁସୂଦନ ଦାସମନମୋହନ ସାମଲଗୋପୀନାଥ ମହାନ୍ତିଉଇକିପିଡ଼ିଆ:ଆମେ ଦାୟୀ ନୋହୁଁମହାତ୍ମା ଗାନ୍ଧୀସୀତା ନବମୀସହଯୋଗ:ବିଷୟବସ୍ତୁବିଶେଷ:ନଗଦବଦଳକାଳିନ୍ଦୀ ଚରଣ ପାଣିଗ୍ରାହୀଗଙ୍ଗାଧର ମେହେରସାରଳା ଦାସଜଗନ୍ନାଥଉଇକିପିଡ଼ିଆ:ଉଇକିପିଡ଼ିଆ ବାବଦରେସଚ୍ଚିଦାନନ୍ଦ ରାଉତରାୟମଧୁସୂଦନ ରାଓପୁନମ ମିଶ୍ରଓଡ଼ିଶାଉଇକିପିଡ଼ିଆ:ଆମ ସହ ଯୋଗାଯୋଗଓଡ଼ିଆ ସାହିତ୍ୟଫାଇଲ:Namita Agrawal (Odia Singer).jpgଗୋଦାବରୀଶ ମିଶ୍ରଶାନ୍ତନୁ କୁମାର ଆଚାର୍ଯ୍ୟଉଇକିପିଡ଼ିଆ:ସଙ୍ଘ ସୂଚନା ଫଳକରାଧାନାଥ ରାୟମାଧ୍ୟମିକ ଶିକ୍ଷା ପରିଷଦ, ଓଡ଼ିଶାwiki.phtmlପ୍ରତିଭା ରାୟ