ଢେଙ୍କାନାଳ ଜିଲ୍ଲା

ଓଡ଼ିଶାର ଜିଲ୍ଲା, ଭାରତ

[[Category:Lua error in package.lua at line 80: module 'Module:Pagetype/setindex' not found. with short description]]

ଢେଙ୍କାନାଳ
ଜିଲ୍ଲା
ଓଡ଼ିଶାରେ ଅବସ୍ଥାନ
ଓଡ଼ିଶାରେ ଅବସ୍ଥାନ
ଦେଶଭାରତ
ରାଜ୍ୟଓଡ଼ିଶା
ଲୋକ ସଭାଢେଙ୍କାନାଳ
ଭାଷାଓଡ଼ିଆ, ଇଂରାଜୀ,ହୋ
ବିଧାନ ସଭା୪ଟି ଆସନ
Area
 • ଜିଲ୍ଲା4452 km2 (1,719 sq mi)
Population
 (୨୦୧୧)
 • ଜିଲ୍ଲା୧୧୯୨୯୪୮
 • Density268/km2 (690/sq mi)
 • Urban
୧୧୭୨୩୪
 • Rural
୧୦୭୫୭୧୪
Time zoneIST (+୫.୩୦)
ଡାକ କୋଡ଼ (ପିନ୍)
୭୫୯ xxx
ତାର (ଏସ୍.ଟି.ଡ଼ି)୦୬୭୬୨
ଯାନବାହାନ ପଞ୍ଚୀକରଣOD-06
ଜିଲ୍ଲାପାଳରୁପା ରୋଶନ ସାହୁ
WebsiteOfficial website

ଢେଙ୍କାନାଳ ଓଡ଼ିଶାର ଏକ ପ୍ରଶାସନିକ ଜିଲ୍ଲା । ଢେଙ୍କାନାଳ ସହର ଏହି ଜିଲାର ପ୍ରଶାସନିକ ମୁଖ୍ୟସ୍ଥଳ ଯେଉଁଠି ସବୁ ସରକାରୀ କାର୍ଯ୍ୟାଳୟ ଆଉ ବେସରକାରୀ କମ୍ପାନୀର ମୁଖ୍ୟ କାର୍ଯ୍ୟାଳୟସବୁ ଅଛି ।

ଇତିହାସ

ଏହା ଗଡ଼ଜାତ ରାଜା ଢେ଼ଙ୍କ ଶବରଦ୍ୱାରା ସ୍ଥାପିତ ହୋଇଥିଲା

ଭୂଗୋଳ

ଢେଙ୍କାନାଳ ଜିଲ୍ଲାର ଉତ୍ତାର-ପୂର୍ବାଂଶରେ ପର୍ବତଶ୍ରେଣୀ ରହିଛି । ମାଲ୍ୟଗିରି ପର୍ବତ ଏହି ଅଂଶରେ ଅବସ୍ତିତ ।

ଜନଗଣନା

୨୦୧୧ ଜନଗଣନା [୧] ଅନୁସାରେ ଢେଙ୍କାନାଳ ଜିଲ୍ଲାର ଲୋକସଂଖ୍ୟା ୧୧,୯୨,୯୪୮ । ଏଥିମଧ୍ୟରୁ ଗ୍ରାମାଞ୍ଚଳରେ ୧୦,୭୫,୭୧୪ ଓ ସହରାଞ୍ଚଳରେ ୧,୧୭,୨୩୪ ଲୋକ ବାସ କରନ୍ତି [୨]

  • ପୁରୁଷ: ୬,୧୨,୫୯୭
  • ମହିଳା: ୫,୮୦,୩୫୧
    • ଛ ବର୍ଷରୁ କମ: ୧,୩୨,୬୪୭
  • ସାକ୍ଷରତା ହାର ୭୯.୪୧%
    • ପୁରୁଷ: ୮୭.୦୮%
    • ମହିଳା: ୭୧.୪୦%

ବିଭାଗ

  • ଢେଙ୍କାନାଳ ଜିଲ୍ଲା, ୮ଟି ପ୍ରଶାସନିକ ବ୍ଳକ (୧୯୯ଟି ପଞ୍ଚାୟତ ଓ ୨୭ଟି ଜିଲ୍ଲା ପରିଷଦ ଆସନ)ରେ ବିସ୍ତ୍ରୃତ ।
  1. ଓଡ଼ାପଡ଼ା: ୨୫ ପଞ୍ଚାୟତ ଓ ୩ଟି ଜିଲ୍ଲା ପରିଷଦ ଜୋନ
  2. କଙ୍କଡ଼ାହାଡ଼: ୨୧ଟି ପଞ୍ଚାୟତ
  3. କାମାକ୍ଷାନଗର: ୨୦ଟି ପଞ୍ଚାୟତ
  4. ଗଁଦିଆ: ୨୭ଟି ପଞ୍ଚାୟତ
  5. ଢେଙ୍କାନାଳ:୨୭ଟି ପଞ୍ଚାୟତ(୩୮୩ ୱାର୍ଡ଼) ଓ ୪ଟି ଜିଲ୍ଲା ପରିଷଦ
  6. ପରଜଙ୍ଗ: ୨୬ ପଞ୍ଚାୟତ ଓ ୩ଟି ଜିଲ୍ଲା ପରିଷଦ ଜୋନ
  7. ଭୁବନ: ୧୭ ପଞ୍ଚାୟତ (୨୫୪ୱାର୍ଡ଼) ଓ ୩ଟି ଜିଲ୍ଲା ପରିଷଦ ଆସନ
  8. ହିନ୍ଦୋଳ: ୩୬ଟି ପଞ୍ଚାୟତ ଓ ୪ଟି ଜିଲ୍ଲାପରିଷଦ ଜୋନ

ପର୍ଯ୍ୟଟନ ସ୍ଥଳୀ

  • କପିଳାସ ଶିବ ମନ୍ଦିର
  • ଅନନ୍ତଶୟନ, ସରାଙ୍ଗ
  • କପିଳାସ ଚିଡ଼ିଆଖାନା: କପିଳାସର ପାଦଦେଶରେ ୧୯୭୯ ମସିହା ଜାନୁଆରୀ ୨୬ ତାରିଖରେ ଉଦଘାଟିତ ହୋଇଥିବା ମୃଗବିହାର ବର୍ତ୍ତମାନ ଏକ କ୍ଷୁଦ୍ର ଚିଡ଼ିଆଖାନାରେ ପରିଣତ ହୋଇଛି । ଏଠାରେ ବିଭିନ୍ନ କିସମର ହରିଣ ସାଙ୍ଗକୁ ହାତୀ, କୁମ୍ଭୀର ଆଦି ୧୮ ପ୍ରକାରର ୧୮୮ଟି ପଶୁପକ୍ଷୀ ରହୁଛନ୍ତି । ଚିଡ଼ିଆଖାନା ପରିସରରେ ବିଭିନ୍ନ କିସମର ଦୋଳି ସାଙ୍ଗକୁ ସୁନ୍ଦର ବଗିଚା ମଧ୍ୟ ରହିଛି ।
  • କପିଳାସ ଅଭୟାରଣ୍ୟ: ଢେଙ୍କାନାଳ ଜିଲ୍ଲାର କପିଳାସ ସଂରକ୍ଷିତ ଜଙ୍ଗଲକୁ ୨୦୧୧ ଅପ୍ରେଲ ୨ତାରିଖରେ ଅଭୟାରଣ୍ୟ ଭାବେ ୱାଇଲ୍ଡ ଲାଇଫ ପକ୍ଷରୁ ଘୋଷଣା କରାଯାଇଛି । ୧୨,୫୫୯ ହେକ୍ଟର ପରିଧି ମଧ୍ୟରେ କପିଳାସ ଅଭୟାରଣ୍ୟ ରହିଛି । ଜଙ୍ଗଲରେ ହାତୀ, ସମ୍ବର, ବାରହା, ଝିଙ୍କ, ହେଟାବାଘ, ଭାଲୁ, କୁଟୁରା, ଠେକୁଆ, ଅଜଗର, କିଙ୍ଗ କୋବ୍ରା, କୋବ୍ରା, ଉଡ଼ନ୍ତା ମୂଷା, ସାରିଆପତନି, ଗୋଧି ଆଦି ଜୀବ ଜନ୍ତୁ ବହୁ ପରିମାଣରେ ଦେଖିବାକୁ ମିଳନ୍ତି ।
  • ଯୋରନ୍ଦା
  • ସପ୍ତସଜ୍ୟା
  • ରାମଚଣ୍ଡୀ ମନ୍ଦିର, ନାଧରା
  • କୁଆଲୋ
  • କନେକେଶ୍ୱର ମନ୍ଦିର
  • ଦଣ୍ତଧର
  • ବିଷ୍ଣୁ ମନ୍ଦିର

ରାଜନୀତି

ସୂଚନା:
ବି: ବିଜ୍ଞାପିତ ଅଞ୍ଚଳ ପରିଷଦ, ପୌ: ପୌର ପରିଷଦ, ମ: ମହାନଗର ନିଗମ
* ଚିହ୍ନିତ ସଭ୍ୟମାନେ ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି ଦଳ ତରଫରୁ ନିର୍ବାଚନ ଜିତିଥିଲେ ।

#!ନିର୍ବାଚନ ମଣ୍ଡଳୀଆରକ୍ଷଣପରିସୀମା ଅଧୀନସ୍ଥ ଅଞ୍ଚଳ (ପୌରାଞ୍ଚଳ ଓ ପଞ୍ଚାୟତ ସମିତି )୧୪ଶ ବିଧାନ ସଭା ସଦସ୍ୟରାଜନୈତିକ ଦଳ
୫୫ଢେଙ୍କାନାଳଅଣ ସଂରକ୍ଷିତଢେଙ୍କାନାଳ (ପୌ), ଗନ୍ଦିଆ, ଢେଙ୍କାନାଳ (ଅଂଶ)ନବୀନ ନନ୍ଦବିଜଦ*
୫୬ହିନ୍ଦୋଳଅନୁସୂଚିତ ଜାତିହିନ୍ଦୋଳ, ଓଡ଼ାପଡ଼ାସୀମାରାଣୀ ନାଏକବିଜଦ
୫୭କାମାକ୍ଷାନଗରଅଣ ସଂରକ୍ଷିତକାମାକ୍ଷାନଗର (ବି), ଭୁବନ (ବି), ଭୁବନ, କାମାକ୍ଷାନଗର (ଅଂଶ), ଢେଙ୍କାନାଳ (ଅଂଶ)ପ୍ରଫୁଲ୍ଲ କୁମାର ମଲିକବିଜଦ
୫୮ପର୍ଜଙ୍ଗଅଣ ସଂରକ୍ଷିତପର୍ଜଙ୍ଗ, କଙ୍କଡ଼ାହାଡ଼, କାମାକ୍ଷାନଗର (ଅଂଶ)ନୃସିଂହ ସାହୁବିଜଡି

ଆଧାର

ଅଧିକ ତଥ୍ୟ