ନାଇଟ୍ରୋଫୁରାଣ୍ଟଏନ

ନାଇଟ୍ରୋଫୁରାଣ୍ଟଏନ, (ଯାହାର ଏକ ବ୍ୟବସାୟୀକ ନାମ ମାକ୍ରୋବିଡ) ଏକ ଆଣ୍ଟିବାୟୋଟିକ ଯାହା ମୂତ୍ରାଶୟ ସଂକ୍ରମଣରେ ବ୍ୟବ‌ହାର କରାଯାଏ । [୧] ଏହା ବୃକ୍‌କ ସଂକ୍ରମଣରେ କାମ କରେନି । ପାଟିରେ ଏହା ଖାଇବାକୁ ଦିଆଯାଏ । [୧]

ନାଇଟ୍ରୋଫୁରାଣ୍ଟଏନ
Structural formula of nitrofurantoin
Ball-and-stick model of the nitrofurantoin molecule
Clinical data
Trade namesMacrobid, Macrodantin and others
AHFS/Drugs.commonograph
MedlinePlusa682291
Pregnancy
category
  • AU: A
  • US: B (No risk in non-human studies)
Routes of
administration
by mouth
ATC code
Legal status
Legal status
  • AU: S4 (Prescription only)
  • CA: ℞-only
  • UK: POM (Prescription only)
  • US: ℞-only
Pharmacokinetic data
Bioavailability40%
Metabolismliver (75%)
Elimination half-life20 minutes
Excretionurine and bile
Identifiers
IUPAC name
  • (E)-1-[(5-nitro-2-furyl)methylideneamino]imidazolidine-2,4-dione
CAS Number
PubChem CID
DrugBank
ChemSpider
UNII
KEGG
ChEBI
ChEMBL
ECHA InfoCard100.000.587 Edit this at Wikidata
Chemical and physical data
FormulaC8H6N4O5
Molar mass238.16
3D model (JSmol)
Melting point270 to 272 °C (518 to 522 °F) (decomp.)
SMILES
  • O=[N+]([O-])c2oc(/C=N/N1C(=O)NC(=O)C1)cc2
InChI
  • InChI=1S/C8H6N4O5/c13-6-4-11(8(14)10-6)9-3-5-1-2-7(17-5)12(15)16/h1-3H,4H2,(H,10,13,14)/b9-3+ checkY
  • Key:NXFQHRVNIOXGAQ-YCRREMRBSA-N checkY
 ☒NcheckY (what is this?)  (verify)

ଏହି ଔଷଧର ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟା ମଧ୍ୟରେ ଅଇ, ଅରୁଚି, ତରଳ ଝାଡ଼ାମୁଣ୍ଡବଥା ଅଧିକ ଦେଖାଯାଏ । କାଲୁଆ ଲାଗିବା, ଫୁସ୍‌ଫୁସ୍ ସମସ୍ୟା ଓ ଯକୃତ ସମସ୍ୟା ଇତ୍ୟାଦି କ୍ୱଚିତ ଦେଖାଯାଏ । ବୃକ୍‌କ ରୋଗ ଥିବା ଲୋକ‌କୁ ଏହା ଦେବା ଉଚିତ ନୁହେଁ ।[୧] ଗର୍ଭାବସ୍ଥାରେ ଏହା ନିରାପଦ ଲାଗୁଥିଲେ ମଧ୍ୟ ପ୍ରସବ ସମୟ ପାଖେଇ ଆସିଲେ ଦିଆଯାଏ ନାହିଁ । [୧][୨] ଏହା ଜୀବାଣୁର ମୃତ୍ୟୁ ନ କରି ତାହାର ବୃଦ୍ଧି କମେଇ ଦିଏ । [୧]

ନାଇଟ୍ରୋଫୁରାଣ୍ଟଏନ ସନ ୧୯୩୫ରେ ପ୍ରଥମେ ବିକ୍ରୟ ହେଲା ।[୩] ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ ।[୪] ଏହା ଜେନେରିକ ଔଷଧ ନାମରେ ଉପଲବ୍‌ଧ ହୁଏ । [୧] ଗୋଟିଏ ଡୋଜ ପିଛା ଏହାର ହୋଲସେଲ ମୂଲ୍ୟ ପ୍ରାୟ 0.00୫ରୁ 0.୪୬ ଆମେରିକୀୟ ଡଲାର । [୫] ଆମେରିକାରେ ଏହାର ଦଶ ଦିନ ବ୍ୟବ‌ହାରର ଖର୍ଚ୍ଚ ୬୦ ଆମେରିକୀୟ ଡଲାର । [୧]

ଆଧାର

🔥 Top keywords: ପ୍ରଧାନ ପୃଷ୍ଠାମିଡ଼ିଆଉଇକି:Interwiki-links.jsଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ, ଓଡ଼ିଶାବିଶେଷ:ଖୋଜନ୍ତୁଓଡ଼ିଆ ଭାଷାଦ୍ୱିତୀୟ ବିଶ୍ୱଯୁଦ୍ଧଫକୀର ମୋହନ ସେନାପତିଜଗନ୍ନାଥ ମନ୍ଦିରଜଗନ୍ନାଥ ଦାସବନ୍ଦେ ଉତ୍କଳ ଜନନୀଲକ୍ଷ୍ମୀକାନ୍ତ ମହାପାତ୍ରଗୋପବନ୍ଧୁ ଦାସମଧୁସୂଦନ ଦାସମନମୋହନ ସାମଲଗୋପୀନାଥ ମହାନ୍ତିଉଇକିପିଡ଼ିଆ:ଆମେ ଦାୟୀ ନୋହୁଁମହାତ୍ମା ଗାନ୍ଧୀସୀତା ନବମୀସହଯୋଗ:ବିଷୟବସ୍ତୁବିଶେଷ:ନଗଦବଦଳକାଳିନ୍ଦୀ ଚରଣ ପାଣିଗ୍ରାହୀଗଙ୍ଗାଧର ମେହେରସାରଳା ଦାସଜଗନ୍ନାଥଉଇକିପିଡ଼ିଆ:ଉଇକିପିଡ଼ିଆ ବାବଦରେସଚ୍ଚିଦାନନ୍ଦ ରାଉତରାୟମଧୁସୂଦନ ରାଓପୁନମ ମିଶ୍ରଓଡ଼ିଶାଉଇକିପିଡ଼ିଆ:ଆମ ସହ ଯୋଗାଯୋଗଓଡ଼ିଆ ସାହିତ୍ୟଫାଇଲ:Namita Agrawal (Odia Singer).jpgଗୋଦାବରୀଶ ମିଶ୍ରଶାନ୍ତନୁ କୁମାର ଆଚାର୍ଯ୍ୟଉଇକିପିଡ଼ିଆ:ସଙ୍ଘ ସୂଚନା ଫଳକରାଧାନାଥ ରାୟମାଧ୍ୟମିକ ଶିକ୍ଷା ପରିଷଦ, ଓଡ଼ିଶାwiki.phtmlପ୍ରତିଭା ରାୟ