ପ୍ରାକୃତିକ ବିଜ୍ଞାନ

ବିଜ୍ଞାନର ଯେଉଁ ବିଭାଗରେ ପ୍ରକୃତି ଏବଂ ତାହା ସମ୍ବନ୍ଧିତ ଅନ୍ୟାନ୍ୟ ପଦାର୍ଥ ଓ ବସ୍ତୁମାନଙ୍କ ବିଷୟରେ ଆଲୋଚନା କରାଯାଇଥାଏ ତାହାକୁ ପ୍ରକୃତିକବିଜ୍ଞାନ କୁହାଯାଏ ।[୧]

ବିଭାଗ

The natural sciences seek to understand how the world and universe around us works. There are five major branches (top left to bottom right): Chemistry, astronomy, earth science, physics, and biology.

ଏଥିରେ ଥିବା ବିଭାଗଗୁଡ଼ିକ ହେଲା ଭୌତିକ ବିଜ୍ଞାନ, ରସାୟନ ବିଜ୍ଞାନ, ଜୀବ ବିଜ୍ଞାନ, ପ୍ରାଣୀ ବିଜ୍ଞାନ , ଅନ୍ତରୀକ୍ଷ ବିଜ୍ଞାନ ଇତ୍ଯାଦି ।

ଇତିହାସ

ଆଧାର