ପ୍ରିଲୋକେନ

ପ୍ରିଲୋକେନ, ଅନ୍ୟମାନଙ୍କ ମଧ୍ୟରେ ଏକ ବେପାର ନାମ ସାଇଟାନେଷ୍ଟର, ହେଉଛି ଏକ ସ୍ଥାନୀୟ ନିଶ୍ଚେତକ ଯାହା ଏକ ନିର୍ଦ୍ଦିଷ୍ଟ କ୍ଷେତ୍ର ଯେପରିକି ସ୍ନାୟୁ ଅବରୋଧ କିମ୍ବା ମେରୁଦଣ୍ଡର ଏକ ଅଂଶ ଉପରେ ନିଶ୍ଚେତକ ଭାବରେ ବ୍ୟବହୃତ ହୁଏ ।[୨] [୩] ଏହା ଇଞ୍ଜେକସନ ଆକାରରେ ଦିଆଯାଏ ।[୪] ଏହା ଏକ ଲିଡୋକାଇନ/ପ୍ରିଲୋକାଇନ କ୍ରିମ୍ ଭାବରେ ମଧ୍ୟ ଉପଲବ୍ଧ ହେଉଛି ।[୩]

ପ୍ରିଲୋକେନ
Clinical data
Pronunciation/ˈprləˌkn/[୧]
Trade namesCitanest, Prilotekal, others
AHFS/Drugs.commonograph
MedlinePlusa603026
data
Pregnancy
category
  • AU: A
  • US: B (No risk in non-human studies)
Routes of
administration
Subcutaneous
Legal status
Legal status
  • AU: S4 (Prescription only)
  • US: ℞-only
Pharmacokinetic data
Protein binding55%
MetabolismLiver and kidney
Elimination half-life10-150 minutes, longer with impaired liver or kidney function
Identifiers
IUPAC name
  • (RS)-N-(2-methylphenyl)-N2-propylalaninamide
ECHA InfoCard100.010.871 Edit this at Wikidata
Chemical and physical data
FormulaC13H20N2O
Molar mass୨୨୦.୩୨ g·mol−1
3D model (JSmol)
Melting point37 to 38 °C (99 to 100 °F)
SMILES
  • O=C(Nc1ccccc1C)C(NCCC)C
InChI
  • InChI=1S/C13H20N2O/c1-4-9-14-11(3)13(16)15-12-8-6-5-7-10(12)2/h5-8,11,14H,4,9H2,1-3H3,(H,15,16) checkY
  • Key:MVFGUOIZUNYYSO-UHFFFAOYSA-N checkY
  (verify)

ପାର୍ଶ୍ୱ ପ୍ରତିକ୍ରିୟାରେ ମୁଣ୍ଡ ବୁଲାଇବା, ଉଚ୍ଚ ରକ୍ତଚାପ, ନିମ୍ନ ରକ୍ତଚାପ, ବାନ୍ତି, ଏବଂ ଅନିୟମିତ ହୃତ୍ ସ୍ପନ୍ଦନ ହୋଇପାରେ ।[୩] ଅନ୍ୟାନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ମେଥେମୋଗ୍ଲୋବିନେମିଆ ଏବଂ ହୃଦ୍‌ରୋଧ ହୋଇପାରେ ।[୩] ଗର୍ଭାବସ୍ଥାରେ ବ୍ୟବହାର ଅପେକ୍ଷାକୃତ ସୁରକ୍ଷିତ ଥିବା ପରି ଜଣାଯାଏ ।[୫] ଏହା ଏକ ଆମିଡପ୍ରକାରର ସ୍ଥାନୀୟ ନିଶ୍ଚେତକ ।[୩]

୧୯୬୫ ମସିହାରେ ଯୁକ୍ତରାଷ୍ଟ୍ରରେ ଚିକିତ୍ସା କ୍ଷେତ୍ରରେ ବ୍ୟବହାର ପାଇଁ ପ୍ରିଲୋକେନ ଅନୁମୋଦିତ ହୋଇଥିଲା ।[୪] ଯୁକ୍ତରାଜ୍ୟରେ ୧% ଦ୍ରବଣ ବିଶିଷ୍ଟ ୫୦ ମିଲି ପ୍ରିଲୋକେନର ମୂଲ୍ୟ ପ୍ରାୟ ୫ ପାଉଣ୍ଡ ।[୩] ୨୦୧୨ ସୁଦ୍ଧା ଯୁକ୍ତରାଷ୍ଟ୍ରରେ ଉତ୍ପାଦନ ବନ୍ଦ ହୋଇଯାଇଛି; [୬] ଯଦିଓ ଏହା ପୂର୍ବରୁ ୪% ଦ୍ରବଣ ଥିବା ୧.୮ ମିଲି ପ୍ରିଲୋକେନ ପାଇଁ ପ୍ରାୟ ୧ ଡଲାର ଖର୍ଚ୍ଚ ହୋଇଥାଏ ।[୭]

ଆଧାର

🔥 Top keywords: ପ୍ରଧାନ ପୃଷ୍ଠାମିଡ଼ିଆଉଇକି:Interwiki-links.jsଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ, ଓଡ଼ିଶାବିଶେଷ:ଖୋଜନ୍ତୁଓଡ଼ିଆ ଭାଷାଦ୍ୱିତୀୟ ବିଶ୍ୱଯୁଦ୍ଧଫକୀର ମୋହନ ସେନାପତିଜଗନ୍ନାଥ ମନ୍ଦିରଜଗନ୍ନାଥ ଦାସବନ୍ଦେ ଉତ୍କଳ ଜନନୀଲକ୍ଷ୍ମୀକାନ୍ତ ମହାପାତ୍ରଗୋପବନ୍ଧୁ ଦାସମଧୁସୂଦନ ଦାସମନମୋହନ ସାମଲଗୋପୀନାଥ ମହାନ୍ତିଉଇକିପିଡ଼ିଆ:ଆମେ ଦାୟୀ ନୋହୁଁମହାତ୍ମା ଗାନ୍ଧୀସୀତା ନବମୀସହଯୋଗ:ବିଷୟବସ୍ତୁବିଶେଷ:ନଗଦବଦଳକାଳିନ୍ଦୀ ଚରଣ ପାଣିଗ୍ରାହୀଗଙ୍ଗାଧର ମେହେରସାରଳା ଦାସଜଗନ୍ନାଥଉଇକିପିଡ଼ିଆ:ଉଇକିପିଡ଼ିଆ ବାବଦରେସଚ୍ଚିଦାନନ୍ଦ ରାଉତରାୟମଧୁସୂଦନ ରାଓପୁନମ ମିଶ୍ରଓଡ଼ିଶାଉଇକିପିଡ଼ିଆ:ଆମ ସହ ଯୋଗାଯୋଗଓଡ଼ିଆ ସାହିତ୍ୟଫାଇଲ:Namita Agrawal (Odia Singer).jpgଗୋଦାବରୀଶ ମିଶ୍ରଶାନ୍ତନୁ କୁମାର ଆଚାର୍ଯ୍ୟଉଇକିପିଡ଼ିଆ:ସଙ୍ଘ ସୂଚନା ଫଳକରାଧାନାଥ ରାୟମାଧ୍ୟମିକ ଶିକ୍ଷା ପରିଷଦ, ଓଡ଼ିଶାwiki.phtmlପ୍ରତିଭା ରାୟ