ବିଶ୍ୱ ଖୁସି ଦିବସ

ବିଶ୍ୱ ଖୁସି ଦିବସ ପ୍ରତିବର୍ଷ ମାର୍ଚ୍ଚ ୨୦ ତାରିଖରେ ପାଳିତ ହୁଏ ।[୧]

ବିଶ୍ୱ ଖୁସି ଦିବସ
ପାଳନବିଶ୍ୱବ୍ୟାପୀ
ତାରିଖମାର୍ଚ୍ଚ ମାସ ୨୦ ତାରିଖ
ପୁନଃପୌନିକତାବାର୍ଷିକ

ଉଦ୍ଦେଶ୍ୟ

ୟୁନେସ୍କୋର ଘୋଷଣାନାମା ଅନୁସାରେ ଆମ ଜୀବନରେ ଖୁସିର ଗୁରୁତ୍ବକୁ ବୁଝିବା ପାଇଁ ତଥା ଆମ ଚାରିପଟେ ଥିବା ଲୋକମାନଙ୍କର ଖୁସି ପାଇଁ ଯତ୍ନଶୀଳ ହେବା ଏହି ଦିବସର ପ୍ରମୁଖ ଉଦ୍ଦେଶ୍ୟ।[୨]

ଇତିହାସ

ଜେମି ଇଲିୟାନ

ବିଶ୍ୱ ଖୁସି ଅନୁଷ୍ଠାନର ଅଧ୍ୟକ୍ଷ ଜେମି ଇଲିୟାନ ୨୦୧୧ ମସିହାରେ ଏହି ଦିବସ ପାଳନ ନିମନ୍ତେ ୟୁନେସ୍କୋରେ ଆବେଦନ କରିଥିଲେ । ୨୦୧୨ ମସିହା ଜୁନ ୨୮ ତାରିଖରେ ୟୁନେସ୍କୋଦ୍ୱାରା ମାର୍ଚ୍ଚ ୨୦ ତାରିଖକୁ ବିଶ୍ୱ ଖୁସି ଦିବସ ଭାବେ ପାଳନ କରିବା ନିଷ୍ପତ୍ତି ନିଆଯାଇଥିଲା ଓ ୨୦୧୩ ମସିହାରୁ ଏହି ଦିବସ ବିଶ୍ୱବ୍ୟାପୀ ପାଳିତ ହେଉଛି ।[୩] [୪]

ଆଧାର

ବାହାର ଆଧାର