ମାର୍ଗଶିର
ମୃଗଶିରା ନକ୍ଷତ୍ର ଯୁକ୍ତ ପୂର୍ଣ୍ଣିମା ପଡ଼ୁଥିବା ଚାନ୍ଦ୍ରମାନ ମାସକୁ ମାର୍ଗଶିର ବା ମଗୁଶିର କୁହାଯାଏ । ଏହାର ପୂର୍ବବର୍ତ୍ତୀ ମାସ କାର୍ତ୍ତିକ ଓ ପରବର୍ତ୍ତୀ ମାସ ପୌଷ । ମାର୍ଗଶିର ଓ ଏହାର ପୂର୍ବବର୍ତ୍ତୀ ମାସ କାର୍ତ୍ତିକ ହେମନ୍ତ ଋତୁ । ଏହା ଓଡ଼ିଆ ହିନ୍ଦୁମାନଙ୍କର ଅଷ୍ଟମ ଚାନ୍ଦ୍ରମାନ ମାସ ଅଟେ।
ପର୍ବପର୍ବାଣି
- ପ୍ରତ୍ୟେକ ଗୁରୁବାର: ମାଣବସା ଗୁରୁବାର ଓଷା
- କୃଷ୍ଣ ଅଷ୍ଟମୀ: ପ୍ରଥମାଷ୍ଟମୀ
- କୃଷ୍ଣ ନବମୀ: କାଞ୍ଜିଅଅଁଳା ଓଷା
- ଶୁକ୍ଳ ଦ୍ୱାଦଶୀ: ବ୍ୟଞ୍ଜନ ଦ୍ୱାଦଶୀ
- ପୂର୍ଣ୍ଣିମା: ପଣ୍ଡୁ ଓଷା
- ସଂକ୍ରାନ୍ତି: ଧନୁ ସଂକ୍ରାନ୍ତି
ଆଧାର
🔥 Top keywords: ପ୍ରଧାନ ପୃଷ୍ଠାରାମ ନବମୀଓଡ଼ିଆ ଭାଷାବିଶେଷ:ଖୋଜନ୍ତୁସୁଦଶା ବ୍ରତମିଡ଼ିଆଉଇକି:Interwiki-links.jsଜଗନ୍ନାଥ ଦାସଅମୃତାୟନଉଇକିପିଡ଼ିଆ:ଉଇକିପିଡ଼ିଆ ବାବଦରେଦ୍ୱିତୀୟ ବିଶ୍ୱଯୁଦ୍ଧଉଇକିପିଡ଼ିଆ:ସଙ୍ଘ ସୂଚନା ଫଳକବିଜୁ ପଟ୍ଟନାୟକରାଧାନାଥ ରାୟଜଗନ୍ନାଥ ମନ୍ଦିରରାମଫକୀର ମୋହନ ସେନାପତିସହଯୋଗ:ବିଷୟବସ୍ତୁଜଗନ୍ନାଥଉଇକିପିଡ଼ିଆ:ଆମ ସହ ଯୋଗାଯୋଗରାମାୟଣଓଡ଼ିଆ ସାହିତ୍ୟସାରଳା ଦାସମଧୁସୂଦନ ଦାସଉଇକିପିଡ଼ିଆଗୋପବନ୍ଧୁ ଦାସଗଙ୍ଗାଧର ମେହେରwiki.phtmlଗୋପୀନାଥ ମହାନ୍ତିଲିଙ୍ଗରାଜ ମନ୍ଦିରଗୋଦାବରୀଶ ମିଶ୍ରମଧୁସୂଦନ ରାଓଉଇକିପିଡ଼ିଆ:ଆମେ ଦାୟୀ ନୋହୁଁନମିତା ଅଗ୍ରୱାଲଶାନ୍ତନୁ କୁମାର ଆଚାର୍ଯ୍ୟଛାଞ୍ଚ:Key press/docପଣା ସଂକ୍ରାନ୍ତିଲକ୍ଷ୍ମୀକାନ୍ତ ମହାପାତ୍ରମନୋଜ ଦାସଅଂଶୁଘାତ