ମୁଣ୍ଡପିଛା ଆୟ

ମୁଣ୍ଡପିଛା ଆୟ ମୁଣ୍ଡପିଛା ଆୟ (PCI) କିମ୍ବା ହାରାହାରି ଆୟ ଏକ ନିର୍ଦ୍ଦିଷ୍ଟ ବର୍ଷରେ ନିର୍ଦ୍ଦିଷ୍ଟ ଅଞ୍ଚଳରେ ପ୍ରତ

ଏକ ନିର୍ଦିଷ୍ଟ ଅଞ୍ଚଳରେ ବାସ କରୁଥିବା ଜଣେ ବ୍ୟକ୍ତିର ବାର୍ଷିକ ହାରାହାରି ଆୟକୁ ମୁଣ୍ଡପିଛା ଆୟ କୁହାଯାଏ। ଏହାକୁ ଗଣନା କରିବାକୁ ହେଲେ ଉକ୍ତ ଅଞ୍ଚଳର ମୋଟ ଆୟକୁ ତାର ଲୋକସଂଖ୍ୟାଦ୍ୱାରା ଭାଗ କରାଯାଏ। ଏହା କୌଣସି ଅଞ୍ଚଳର ଉନ୍ନତିର ମାପକାଠି ଅଟେ।[୧]

2018

ଭାରତର ମୁଣ୍ଡପିଛା ଆୟ

୨୦୧୩ ମସିହାରେ ଭାରତର ମୁଣ୍ଡପିଛା ଆୟ $ ୧,୫୭୦ ଥିଲା, ଯାହାକି ବିଶ୍ୱବ୍ୟାଙ୍କର ଆକଳନ ଅନୁଯାୟୀ ୧୬୪ଟି ଦେଶ ମଧ୍ୟରେ ଭାରତକୁ ୧୧୩ତମ ସ୍ଥାନ ପ୍ରଦାନ କରିଛି ।[୨]

ଆଧାର