ମେକ୍ସିକୀୟ ପେସୋ
ମେକ୍ସିକୀୟ ପେସୋ (ଚିହ୍ନ: $, ISO 4217 କୋଡ଼: MXN) ହେଉଛି ମେକ୍ସିକୋର ମୁଦ୍ରା । ମେକ୍ସିକୀୟ ପେସୋ ଓ ଡଲାର ମୁଦ୍ରା ଉଭୟର ଉତ୍ପତ୍ତି ୧୫ଶ-୧୯ଶ ଶତାବ୍ଦୀ ବେଳେ ବ୍ୟବହୃତ ସ୍ପେନୀୟ ପେସୋ (ଯାହାକୁ ସ୍ପେନୀୟ ଡଲାର ମଧ୍ୟ କୁହାଯାଉଥିଲା)ରୁ ଏବଂ ଉଭୟ ମୁଦ୍ରା ସମାନ ଚିହ୍ନ ବ୍ୟବହାର କରନ୍ତି । [୧] ମେକ୍ସିକୀୟ ପେସୋ ପୃଥିବୀର ଅଷ୍ଟମ ସର୍ବାଧିକ ବିପଣିତ ମୁଦ୍ରା ଓ ଦକ୍ଷିଣ ଆମେରିକାର ସର୍ବାଧିକ । [୨]
ମେକ୍ସିକୀୟ ପେସୋ | |
---|---|
ISO 4217 କୋଡ଼ | MXN |
କେନ୍ଦ୍ରୀୟ ବ୍ୟାଙ୍କ୍ | ବ୍ୟାଙ୍କ୍ ଅଫ୍ ମେକ୍ସିକୋ |
ୱେବସାଇଟ୍ | www |
User(s) | ମେକ୍ସିକୋ |
ମୁଦ୍ରାସ୍ଫୀତି | 2.74% (ଜୁଲାଇ 2015) |
ଆଧାର | Banco de Mexico, ଡିସେମ୍ବର 2008 |
ବିଭାଜନ | |
1/100 | ସେଣ୍ଟାଭୋ |
ଚିହ୍ନ | $ କିମ୍ବା Mex$ |
ସେଣ୍ଟାଭୋ | ¢ |
ଧାତବ ମୁଦ୍ରା | |
Freq. used | 50¢, $1, $2, $5, $10 |
Rarely used | 5¢, 10¢, 20¢, $20 |
ବ୍ୟାଙ୍କ୍ ନୋଟ | |
Freq. used | $20, $50, $100, $200, $500 |
Rarely used | $1000 |
ମୁଦ୍ରକ | ବ୍ୟାଙ୍କ୍ ଅଫ୍ ମେକ୍ସିକୋ |
ୱେବସାଇଟ୍ | www |
ମୁଦ୍ରାଶାଳା | Casa de Moneda de México |
ୱେବସାଇଟ୍ | www |
ପ୍ରତି ପେସୋ ୧୦୦ ସେଣ୍ଟାଭୋସ୍ରେ ବିଭକ୍ତ ଯାହାର ଚିହ୍ନ "¢" ।
ବ୍ୟୁତ୍ପତ୍ତି
ପେସୋର ଆକ୍ଷରିକ ଅର୍ଥ ଓଜନ । ପ୍ରାରମ୍ଭତଃ ଏହା "ପେସୋସ୍ ଓରୋ" (ସୁନା ଓଜନ) ବା ପେସୋସ୍ ପ୍ଲାଟା (ରୂପା ଓଜନ) ହିସାବରେ ବ୍ୟବହୃତ ହେଉଥିଲା ।
ଇତିହାସ
🔥 Top keywords: ପ୍ରଧାନ ପୃଷ୍ଠାରାମ ନବମୀଓଡ଼ିଆ ଭାଷାବିଶେଷ:ଖୋଜନ୍ତୁସୁଦଶା ବ୍ରତମିଡ଼ିଆଉଇକି:Interwiki-links.jsଜଗନ୍ନାଥ ଦାସଅମୃତାୟନଉଇକିପିଡ଼ିଆ:ଉଇକିପିଡ଼ିଆ ବାବଦରେଦ୍ୱିତୀୟ ବିଶ୍ୱଯୁଦ୍ଧଉଇକିପିଡ଼ିଆ:ସଙ୍ଘ ସୂଚନା ଫଳକବିଜୁ ପଟ୍ଟନାୟକରାଧାନାଥ ରାୟଜଗନ୍ନାଥ ମନ୍ଦିରରାମଫକୀର ମୋହନ ସେନାପତିସହଯୋଗ:ବିଷୟବସ୍ତୁଜଗନ୍ନାଥଉଇକିପିଡ଼ିଆ:ଆମ ସହ ଯୋଗାଯୋଗରାମାୟଣଓଡ଼ିଆ ସାହିତ୍ୟସାରଳା ଦାସମଧୁସୂଦନ ଦାସଉଇକିପିଡ଼ିଆଗୋପବନ୍ଧୁ ଦାସଗଙ୍ଗାଧର ମେହେରwiki.phtmlଗୋପୀନାଥ ମହାନ୍ତିଲିଙ୍ଗରାଜ ମନ୍ଦିରଗୋଦାବରୀଶ ମିଶ୍ରମଧୁସୂଦନ ରାଓଉଇକିପିଡ଼ିଆ:ଆମେ ଦାୟୀ ନୋହୁଁନମିତା ଅଗ୍ରୱାଲଶାନ୍ତନୁ କୁମାର ଆଚାର୍ଯ୍ୟଛାଞ୍ଚ:Key press/docପଣା ସଂକ୍ରାନ୍ତିଲକ୍ଷ୍ମୀକାନ୍ତ ମହାପାତ୍ରମନୋଜ ଦାସଅଂଶୁଘାତ