ଯୌନ ସମ୍ଭୋଗ

ସେକ୍ସ, ଶାରୀରିକ ସମ୍ବନ୍ଧ

ଶାରୀରିକ ସଂଭୋଗ (ସହବାସ, ମୈଥୁନ, ଯୌନ କ୍ରିୟା, କାମ କ୍ରୀଡ଼ାସମ୍ଭୋଗ ଆଦି ନାମରେ ଜଣା) ସାଧାରଣତଃ ଭାବେ ଯୌନସୁଖ କିମ୍ବା ପ୍ରଜନନ ଓ ଉଭୟ କାରଣ ସକାଶେ ପାଇଁ ପୁରୁଷର ଲିଙ୍ଗକୁ ସ୍ତ୍ରୀର ଯୋନି ମଧ୍ୟରେ ପଶାଇବାକୁ ବୁଝାଇଥାଏ।ଏହା ବହୁତ ପ୍ରକାର ର।ଏହାକୁ ଅନେକ ଶ୍ରେଣୀରେ ବିଭକ୍ତ କରାଯାଇଛି। ।[୧][୨][୩][୪]


ଏଡବାର୍ଡ ହେନେରି ଆବ୍ରିଲlଙ୍କ ଦେଇ ପୁରୁଷ ଏବଂ ନାରୀ ମଧ୍ୟରେ ଏକ ସଂଭୋଗ କ୍ରିୟା ଭଙ୍ଗୀର ବର୍ଣ୍ଣନ

ଆଧାର