ଶି ଜିନପିଙ୍ଗ

ଚାଇନା ଦେଶର ରାଷ୍ଟ୍ରପତି
ଶି ଜିନପିଙ୍ଗ
习近平
କମ୍ୟୁନିଷ୍ଟ ପାର୍ଟି ଅଫ ଚାଇନାର ସାଧାରଣ ସଚିବ
Incumbent
Assumed office
15 November 2012
ପୂର୍ବ ଅଧିକାରୀହୁ ଜିନ୍ତାଓ
7th President of the People's Republic of China
Incumbent
Assumed office
14 March 2013
PremierLi Keqiang
Vice PresidentLi Yuanchao
Wang Qishan
ପୂର୍ବ ଅଧିକାରୀHu Jintao
Chairman of the Central Military Commission
Incumbent
Assumed office
15 November 2012 (Party Commission)
14 March 2013 (State Commission)
DeputyFan Changlong
Xu Qiliang
Zhang Youxia
ପୂର୍ବ ଅଧିକାରୀHu Jintao
Additional positions
ବ୍ୟକ୍ତିଗତ ସବିଶେଷ
ଜନ୍ମ (1953-06-15) ୧୫ ଜୁନ ୧୯୫୩ (ବୟସ ୭୦)
Beijing
ରାଜନୀତିକ ଦଳCommunist Party of China
ଜୀବନ ସାଥୀ
Ke Lingling
(m. ୧୯୭୯; div. ପ୍ରକାଶନରେ ଅସୁବିଧା: ଅଜଣା ଚିହ୍ନ "୨" ।)

Peng Liyuan
(m. ୧୯୮୭)
ସନ୍ତାନXi Mingze (daughter)
ବାପା/ବୋଉXi Zhongxun (father)
Qi Xin (mother)
ଘରZhongnanhai
ଶିକ୍ଷାନୁଷ୍ଠାନTsinghua University
Military service
ଆନୁଗତ୍ୟ Communist Party of China
Branch/service ଚୀନ Armed Forces
Years of service1979–1982
ୟୁନିଟGeneral Office of the Central Military Commission (1979–1982, as a secretary of Defense Minister Geng Biao)
Central institution membership
  • 2007–: 17th, 18th, 19th Politburo Standing Committee
  • 2007–: 17th, 18th, 19th Politburo
  • 2007–2012: Secretary (first-ranked), 17th Central Secretariat
  • 2002–: Full member, 16th, 17th, 18th, 19th Central Committee
  • 1997–2002: Alternate member, 15th Central Committee
  • 1998–: Delegate, 9th, 10th, 11th, 12th National People's Congress

Leading Groups and Commissions
  • 2018–: Leader, Central Financial and Economic Affairs Commission
  • 2018–: Chairman, Central Commission on Foreign Affairs
  • 2018–: Chairman, Central Commission on Internet Affairs
  • 2018–: Chairman, Commission on Comprehensively Deepening Reforms
  • 2014–: Leader, Leading Group for Defence and Military Reform
  • 2014–2018: Leader, Leading Group for Internet Security and Informatization
  • 2013–: Chairman, National Security Commission
  • 2013–2018: Leader, Leading Group for Financial and Economic Affairs
  • 2013–2018: Leader, Central Leading Group for Comprehensively Deepening Reforms
  • 2012–: Leader, Central Leading Group for Taiwan Affairs
  • 2012–2018: Leader, Foreign Affairs Leading Group
  • 2007–2012: Leader Group for Party Building
  • c. 2007–2012: Leader, Leading Group for Activities of Deepening the Study and Practice of the Outlook of Scientific Development
  • 2007–2012: Leader, Central Coordination Group for Hong Kong and Macau Affairs

Other offices held
  • 2016–: Commander-in-chief, Joint Battle Command of the People's Liberation Army
  • 2010–2013: Vice Chairman, State Central Military Commission
  • 2010–2012: Vice Chairman, Party Central Military Commission
  • 2008–2013: Vice President of the People's Republic of China
  • 2007–2012: President, Central Party School
  • 2007: Party Secretary, Shanghai municipality
  • 2002–2007: Party Secretary, Zhejiang province
  • 2002: Deputy Party Secretary & acting governor, Zhejiang province
  • 1999–2002: Governor, Fujian province
  • 1995–2002: Deputy Party Secretary, Fujian province
  • 1990–1996: Party Secretary, Fuzhou
  • 1990–1996: Chairman, Standing Committee of the People's Congress of Fuzhou
  • 1988–1990: Party Secretary, Ningde
  • 1985–1988: Deputy Mayor, Xiamen
  • 1983–1985: Party Secretary, Zhengding County

Paramount Leader of
the People's Republic of China

  • Hu Jintao
  • (Current holder)
ଶି ଜିନପିଙ୍ଗ (/ʃ/;[୧][୨] Chinese: 习近平; ଜନ୍ମ ୧୫ ଜୁନ ୧୯୫୩) ହେଉଛନ୍ତି କମ୍ୟୁନିଷ୍ଟ ପାର୍ଟି ଅଫ ଚାଇନାର ସାଧାରଣ ସଚିବ, ସେଣ୍ଟ୍ରାଲ ମିଲିଟାରୀ କମିଶନର ଅଧ୍ୟକ୍ଷ ତଥା ଚୀନ ଦେଶର ରାଷ୍ଟ୍ରପତି । [୩][୪][୫][୬][୭]

ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ଜନ୍ମ ଗ୍ରହଣ କରିଥିବା ସାଧାରଣ ସଚିବ ହିସାବରେ ଶି ହେଉଛନ୍ତି ଚୀନରେ ପ୍ରଥମ । ସାଂସ୍କୃତିକ ସଂଗ୍ରାମ ପରେ ସେ ନିଜ ପିତାଙ୍କ ସହ ଏକ ଗ୍ରାମ ଯାନଚୁଁଆନ କାଉଣ୍ଟିରେ ରହୁଥିଲେ ।[୮] ସିଂହୱା ବିଶ୍ୱବିଦ୍ୟାଳୟରେ ପଢ଼ି ସାରିବା ପରେ ସେ ଚୀନର ଉପକୂଳୀୟ ରାଜ୍ୟଗୁଡ଼ିକରେ ରାଜନୈତିକ ଭାବେ କ୍ଷମତା ବଢାଇବାରେ ଲାଗିଲେ ।[୯] ଶି ୧୯୯୯ରୁ ୨୦୦୨ ମସିହା ପର୍ଯ୍ୟନ୍ତ ଫ୍ୟୁଜିଆନ ରାଜ୍ୟର ରାଜ୍ୟପାଳ ଥିଲେ । ୨୦୦୨ରୁ ୨୦୦୭ ପର୍ଯ୍ୟନ୍ତ ଶି ଜଜିଆଙ୍ଗ ରାଜ୍ୟର ଦଳ ସଚିବ ଭାବେ କାର୍ଯ୍ୟ କଲେ । ୨୦୦୭ରେ କିଛି ସମୟ ପାଇଁ ସେ ସାଂଘାଇ ରାଜ୍ୟର ଦଳୀୟ ସଚିବ ହୋଇ ଯାଇଥିଲେ । ସେହି ବର୍ଷ ୨୦୦୭ରେ ସେ ମୁଖ୍ୟ ସଚିବ ଭାବେ, ତତ୍କାଳୀନ ରାଷ୍ଟ୍ରପତି ହୁ ଜିନ୍ତାଓ ଙ୍କର ଉତ୍ତରାଧିକାରୀ ଭାବେ ପାଞ୍ଚ ବର୍ଷ କାଳ ରହିଥିଲେ । ୨୦୦୮ରୁ ୨୦୧୩ ପର୍ଯ୍ୟନ୍ତ ସେ ଉପ-ରାଷ୍ଟ୍ରପତି ଭାବେ କାର୍ଯ୍ୟ କରିଥିଲେ । ୨୦୧୦ରୁ ୨୦୧୨ ପର୍ଯ୍ୟନ୍ତ ସେ ସେଣ୍ଟ୍ରାଲ ମିଲିଟାରୀ କମିଶନର ଉପାଧ୍ୟାକ୍ଷ ଥିଲେ ।

ରାଷ୍ଟ୍ରପତି ଭାବେ କାର୍ଯ୍ୟଭାର ସମ୍ଭାଳିବା ଦିନଠୁ ଶି ଦଳରେ ଶୃଙ୍ଖଳା ଏବଂ ଦୁର୍ନୀତି ରୋକିବାକୁ ଅନେକ ଦୂରଦର୍ଶୀ ପଦକ୍ଷେପ ନେଇଥିଲେ ।[୧୦] ସେ ନିଜକୁ ଜଣେ ଚୀନ ରାଷ୍ଟ୍ରବାଦୀ[୧୧] ବୋଲି ଘୋଷଣା କରି ସାଧାରଣ ସମାଜରେ ଇଣ୍ଟରନେଟ ଉପରେ ଏହୁ ବାଛନ୍ଦ ଲାଗୁ କରିଥିଲେ ।[୧୨][୧୩] 'ଚାଇନିଜ ଡ୍ରିମ' ନାମକ ଏକ ସ୍ଲୋଗାନ ଦେଇ ସେ ଚୀନର ଅର୍ଥନୀତି ସୁଧାରିବାକୁ ଚେଷ୍ଟା କରିଥିଲେ ।[୧୪] ଚୀନର ମୁକ୍ତ ବାଣିଜ୍ୟ, ଗ୍ଳୋବାଲାଇଜେସନ, ଚୀନ-ଜାପାନ ସମ୍ପର୍କ, ଦକ୍ଷିଣ ଚୀନ ସମୁଦ୍ରରେ ଚୀନର ଆଧିପତ୍ୟ ଆଦିରେ ତାଙ୍କର ଭୂମିକା ଗୁରୁତ୍ୱପୂର୍ଣ୍ଣ ଅଟେ ।[୧୫] 'ୱାନ ବେଲ୍ଟ ୱାନ ରୋଡ'ଦ୍ୱାରା ସେ ୟୁରୋପ ଏବଂ ଏସିଆରେ ଚୀନର ଆଧିପତ୍ୟ ମଧ୍ୟ ବିସ୍ତାର କରିଚାଲିଛନ୍ତି । [୧୦]

ପଞ୍ଚମ ପୀଢ଼ିର ରାଜନେତା ଭାବେ ସେ ପ୍ରାୟ ଅଧିକାଂଶ ରାଜନୈତିକ ଶକ୍ତି ଏକତ୍ରିତ କରି ନିଜ ପାଖରେ ରଖିଛନ୍ତି ।[୧୬] ସେ ନୂତନ ଭାବେ ଗଠିତ ନ୍ୟାସନାଲ ସିକ୍ୟୋରିଟି କମିଶନ ତଥା ଅର୍ଥନୈତିକ ଏବଂ ସାମାଜିକ ପରିବର୍ତ୍ତନ ପାଇଁ ଗଠିତ କମିଟିରେ ନିଜକୁ ଅଧ୍ୟକ୍ଷ କରିଛନ୍ତି । ଏହା ଛଡ଼ା ସାମରିକ ଉନ୍ନତିକରଣ, ଇଣ୍ଟରନେଟ ମଧ୍ୟ ସେ ମୁଖ୍ୟ ନିଷ୍ପତି ନିଅନ୍ତି । ନିଜର ରାଷ୍ଟ୍ରପତି କାଳରେ ସେ ରାଷ୍ଟ୍ରପତିମାନଙ୍କର କ୍ଷମତାରେ ରହିବାର ଆଗରୁ ଥିବା ସୀମିତ ସମୟସୀମାକୁ ରଦ୍ଧ କରିଛନ୍ତି । [୧୭] ୨୦୧୮ ମସିହାରେ ଫୋର୍ବସ ପତ୍ରିକା ତାଙ୍କୁ ବିଶ୍ୱର ସର୍ବ ପ୍ରସିଦ୍ଧ ଶକ୍ତିଶାଳୀ ନେତା ଭାବେ ପ୍ରକାଶ କରିଛି । ଆଗରୁ ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏହି ପଦବୀରେ ଲଗାତାର ପାଞ୍ଚ ବର୍ଷ ରହିଆସୁଥିଲେ ।[୧୮][୧୯][୨୦]


ପ୍ରାରମ୍ଭିକ ଜୀବନ ଏବଂ ପାଠପଢ଼ା

ଶି ଜିନପିଙ୍ଗ ୧୯୫୩ ମସିହାରେ ଚୀନର ରାଜଧାନୀ ବେଜିଂରେ ଜନ୍ମ ଗ୍ରହଣ କରିଥିଲେ ।[୨୧] [୨୨] ସେ ହେଉଛନ୍ତି ଶି ଯୋଙ୍ଗୁଶୁଁ ଏବଂ କି ଶିନ ଙ୍କର ଦ୍ୱିତୀୟ ସନ୍ତାନ ।[୨୩]

ସମ୍ମାନ

ବୈଦେଶିକ ସମ୍ମାନ
  • ଛାଞ୍ଚ:IOC: The Golden Olympic order (19 November 2013)[୨୪]
  •  Belgium: Grand Cordon of the Order of Leopold (30 March 2014)[୨୫]
  •  Venezuela: Grand Cordon of the Order of the Liberator (20 July 2014)[୨୬]
  •  Cuba: Order of José Martí (22 July 2014)[୨୭]
  •  Pakistan: Nishan-e-Pakistan (21 April 2015)[୨୮]
  •  Saudi Arabia: Order of Abdulaziz al Saud (19 January 2016)[୨୯]
  •  Serbia: Grand Collar of the Order of the Republic of Serbia (18 June 2016)[୩୦]
  •  Belarus: Order for Promotion of Peace and Friendship (29 Sep 2016)[୩୧]
  •  Palestine: Grand Collar of the Star of Palestine (18 June 2017)[୩୨]
  •  Russia: Knight of the Order of Saint Andrew (3 July 2017)[୩୩]
  •  United Arab Emirates: Order of Zayed (20 July 2018)[୩୪]
ସହର ହିସାବରେ ସମ୍ମାନ
  • ଛାଞ୍ଚ:Country data Iowa Muscatine, Iowa, U.S. (26 April 1985)[୩୫][୩୬]
  • ଛାଞ୍ଚ:Country data Iowa Muscatine, Iowa, U.S. (14 February 2012)[୩୫]
  • Montego Bay, Jamaica (13 February 2009)[୩୭]
  • ଛାଞ୍ଚ:Country data CRIଛାଞ୍ଚ:Country data San José, Costa Rica (3 June 2013)[୩୮]
  • ଛାଞ୍ଚ:Country data Mexico City, Mexico (5 June 2013)[୩୯]
  • ଛାଞ୍ଚ:Country data Buenos Aires, Argentina (19 July 2014)[୪୦]

ଆଧାର