ଶ୍ରାବଣ

ଶ୍ରବଣା ନକ୍ଷତ୍ର ଯୁକ୍ତ ପୂର୍ଣ୍ଣିମା ପଡ଼ୁଥିବା ଚାନ୍ଦ୍ରମାସକୁ ଶ୍ରାବଣ ମାସ (ଶିରାବଣଶାବଣ ନାମରେ ମଧ୍ୟ ଜଣା) କୁହାଯାଏ । ଏହାର ପୂର୍ବବର୍ତ୍ତୀ ମାସ ଆଷାଢ଼ ଓ ପରବର୍ତ୍ତୀ ମାସ ଭାଦ୍ରବ । ଏହି ମାସ ଓ ଏହାର ପୂର୍ବବର୍ତ୍ତୀ ମାସ ବର୍ଷା ଋତୁ । ଏହା ଓଡ଼ିଆ ହିନ୍ଦୁମାନଙ୍କର ଚତୁର୍ଥ ଚାନ୍ଦ୍ରମାନ ମାସ।

ପର୍ବପର୍ବାଣି

ଆଧାର