ସୀତାକାନ୍ତ ମହାପାତ୍ର

କବି ଓ ସାହିତ୍ୟ ସମାଲୋଚକ

ସୀତାକାନ୍ତ ମହାପାତ୍ର (ଜନ୍ମ ୧୭ ସେପ୍ଟେମ୍ବର ୧୯୩୭) ଓଡ଼ିଆଇଂରାଜୀ ଭାଷାର ଜଣେ କବି ଓ ସାହିତ୍ୟ ସମାଲୋଚକ ।[୧]ସେ ଭାରତୀୟ ପ୍ରଶାସନିକ ସେବା (ଆଇ.ଏ.ଏସ.)ରେ ୧୯୬୧ରୁ ଦୀର୍ଘକାଳ ଧରି କାମ କରିବା ପରେ ୧୯୯୫ରେ ଅବସର ନେଇ ଦିଲ୍ଲୀର ନ୍ୟାସନାଲ ବୁକ ଟ୍ରଷ୍ଟର ସଭାପତି ଭାବରେ କାମ କରିଆସୁଛନ୍ତି । ଜ୍ଞାନପୀଠ ପୁରସ୍କାର ପାଇବାରେ ସେ ହେଉଛନ୍ତି ୩ୟ ଓଡ଼ିଆ

ସୀତାକାନ୍ତ ମହାପାତ୍ର
ଜନ୍ମ (1937-09-17) ୧୭ ସେପ୍ଟେମ୍ବର ୧୯୩୭ (ବୟସ ୮୬)
ମାହାଙ୍ଗା, କଟକ ଜିଲ୍ଲା
ବୃତ୍ତିପ୍ରଶାସନିକ ଅଧିକାରୀ
ପ୍ରସିଦ୍ଧିକବି, ସାହିତ୍ୟ ସମାଲୋଚକ
ଉଲ୍ଲେଖନୀୟ କୃତିଶବଦର ଆକାଶ (୧୯୭୧)
ସମୁଦ୍ର (୧୯୭୭)

ରଚନାବଳୀ

କବିତା

ପ୍ରବନ୍ଧ

ଇଂରାଜୀ

ପଦ, ପୁରସ୍କାର ଓ ସମ୍ମାନ

ପଦ

  • ସେକ୍ରେଟେରି, ସଂସ୍କୃତି, ଭାରତ ସରକାର
  • ପ୍ରେସିଡେଣ୍ଟ, ଇଉନେସ୍କୋର ଶତକ ବ୍ୟାପୀ ସଂସ୍କୃତିକ ବିକାଶ (୧୯୯୪-୧୯୯୬)
  • ହାରଭାର୍ଡ଼ ବିଶ୍ୱବିଦ୍ୟାଳୟର ବୟୋଜ୍ୟଷ୍ଠ କର୍ତ୍ତା
  • ଇଣ୍ଟରନ୍ୟାସନାଲ ଏକାଡେମି ଅଫ ପଏଟସ, କ୍ୟାମ୍ବ୍ରିଜ ବିଶ୍ୱବିଦ୍ୟାଳୟର ସମ୍ମାନନୀୟ କର୍ତ୍ତା
  • ନ୍ୟାସନାଲ ବୁକ ଟ୍ରଷ୍ଟ, ଦିଲ୍ଲୀର ସଭାପତି

ପୁରସ୍କାର ଓ ସମ୍ମାନ

ଆଧାର

ଅଧିକ ତଥ୍ୟ