ସୌରଭ ଗାଙ୍ଗୁଲି

ଭାରତୀୟ କ୍ରିକେଟ ଖେଳାଳି

ସୌରଭ ଚଣ୍ଡୀଦାସ ଗାଙ୍ଗୁଲି (ହିନ୍ଦୀ : सौरव गांगुली ବଙ୍ଗଳା: [সৌরভ গাঙ্গুলী Shourob Ganguli] Error: {{Lang}}: text has italic markup (help); pronunciation ; (ଜନ୍ମ ୧୯୭୨ ଜୁଲାଇ ୮) ଜଣେ ପୂର୍ବତନ ଭାରତୀୟ କ୍ରିକେଟ ଦଳର ଅଧିନାୟକ ଓ ଖେଳାଳୀ।ତଙ୍କୁ ତାଙ୍କ ଭାଇ ସ୍ନେହାସିସ ଗାଙ୍ଗୁଲି କ୍ରିକେଟ ଖେଳିବାକୁ ପ୍ରୋସ୍ଚାହିତ କରିଥିଲେ।ସୌରଭ ଗାଙ୍ଗୁଲିଙ୍କୁ ଆଧୁନିକ ଯୁଗର ଅନ୍ୟତମ ମହାନ ଅଧିନାୟକ ଭବେ ଗଣାଯାଏ। [୧] ସେ ବର୍ତ୍ତମାନ ଦିନିକିଆ କ୍ରିକେଟରେ ଅଧିକ ରନ କରିବାରେ ୫ମ ସ୍ଥାନରେ ଅଛନ୍ତି।ସୌରଭ ଗାଙ୍ଗୁଲି ଉଇସଡେନର ସର୍ବକାଳୀନ ଦିନିକିଆ ଶ୍ରେଷ୍ଠ ଖେଳାଳୀ ତାଲିକାରେ ଷଷ୍ଠ ସ୍ଥାନ ମିଲିଛି ଅନ୍ୟମାନେ ହେଲେ ଭି.ଭି.ଆନ ରିଚାର୍ଡସ, ସଚିନ ତେନ୍ଦୁଲକର, ବ୍ରାଏନ ଲାରା, ଡିନ ଜୋନସ ଓ ମାଇକେଲ ବେଭାନ.[୨]

ସୌରଭ ଗାଙ୍ଗୁଲି
Clean-shaven man wearing glasses stares directly at the camera. He is wearing a black suit and a gold tie. The man's right arm is facing the camera. The arm has a small picture of a helmet engulfed with fire.
ବ୍ୟକ୍ତିଗତ ତଥ୍ୟ
ନାମସୌରଭ ଚଣ୍ଡୀଦାସ ଗାଙ୍ଗୁଲି
ଡାକ ନାମପ୍ରିନ୍ସ ଅଫ କୋଲକାତା, ମହାରାଜା, ଦ ଗଡ୍ ଅଫ ଅଫ ସାଇଡ, ଦାଦା
ଉଚ୍ଚତା5 ft 11 in (1.80 m)
ବ୍ୟାଟିଂ ପ୍ରକାରବାମ ହାତୀ
ବୋଲିଂ ପ୍ରକାରଡାହାଣ ହାତୀ ମିଡିଅମ ପେସ
ଭୂମିକାବ୍ୟାଟସମ୍ୟାନ
ସମ୍ପର୍କୀୟସ୍ନେହାସିସ ଗାଙ୍ଗୁଲି (ଭାଇଅ), ଡୋନା ଗାଙ୍ଗୁଲି (ପତ୍ନୀ)
ଅନ୍ତର୍ଜାତୀୟ ତଥ୍ୟ
National side
  • ଭାରତ
ପ୍ରଥମ ଟେଷ୍ଟ (cap ୨୦୦୭)୨୦ ଜୁନ ୧୯୯୬ v [[ଇଂଲଣ୍ଡ national cricket team|ଇଂଲଣ୍ଡ]]
ଶେଷ ଟେଷ୍ଟ୬ ନଭେମ୍ବର ୨୦୦୮ v [[ଅଷ୍ଟ୍ରେଲିଆ national cricket team|ଅଷ୍ଟ୍ରେଲିଆ]]
ପ୍ରଥମ ଦିନିକିଆ (cap ୮୪)୧୧ ଜାନୁୟାରୀ ୧୯୯୨ v ବେଷ୍ଟେଣ୍ଦିଜ
ଶେଷ ଦିନିକିଆ୧୫ ନଭେମ୍ବର ୨୦୦୭ v ପାକିସ୍ତାନ
ଘରୋଇ ଦଳ ତଥ୍ୟ
YearsTeam
୧୯୦-୨୦୧୦ବଙ୍ଗଳା
୨୦୦୦ଲାଙ୍କସାୟାର
୨୦୦୫ଗ୍ଲାମରଗନ
୨୦୦୬Northamptonshire
୨୦୦୮-୨୦୧୦କୋଲକାତା ନାଇଟରାଇଡରସ
୨୦୧୧ପୁନେ ବାରିଅରସ
Career statistics
ପ୍ରତିଯୋଗିତା ଟେଷ୍ଟଦିନିକିଆପ୍ରଥମ ଶ୍ରେଣୀ କ୍ରିକେଟଲିଷ୍ଟ ଏ
ମ୍ୟାଚ ସଂଖ୍ୟା ୧୧୩୩୧୧୨୪୨୪୨୬
ମୋଟ ରନ ୭,୨୧୨୧୧,୩୬୩୧୪,୯୩୩୧୫,୨୭୮
ବ୍ୟାଟିଂ ହାର ୪୨.୧୭୪୧.୦୨୪୩.୯୨୪୧.୫୧
ଶତକ/ଅର୍ଦ୍ଧଶତକ ୧୬/୩୫୨୨/୭୨୩୧/୮୫୩୧/୯୪
ସର୍ବାଧିକ ରନ ୨୩୯୧୮୩୨୩୯୧୮୩
ବଲ ସଂଖ୍ୟା ୩,୧୧୭୪,୫୬୧୧୦,୯୬୮୭,୯୪୯
ଉଇକେଟ ୩୨୧୦୦୧୬୪୧୬୮
ବୋଲିଂ ହାର ୫୨,୫୩୩୮,୪୯୩୬.୮୨୩୮.୪୧
ଇନିଙ୍ଗସରେ ୫ଟି ଉଇକେଟ
ମ୍ୟାଚରେ ୧୦ଟି ଉଇକେଟ --
ସବୁଠୁ ଭଲ ବୋଲିଂ ୩/୨୮୫/୧୬୬/୪୬୫/୧୬
କ୍ୟାଚ/ଷ୍ଟମ୍ପିଙ୍ଗ ୭୧/-୧୦୦/-୧୬୬/-୧୨୯/-
Source: CricketInfo, ୨୮ ଫେବୃୟାରୀ ୨୦୦୯

ଜୀବନୀ

ଘରୋଇ କ୍ରିକେଟ

ଆନ୍ତର୍ଜାତୀୟ କ୍ୟାରିଅର

ଅଧିନାୟକ ଦାୟିତ୍ୱ

ବିବାଦ

ରେକର୍ଡ ଓ ପୁରସ୍କାର

ଗ୍ୟାଲେରି


ଆଧାର

ବାହାର ଲିଙ୍କ