ବାକ୍ଲୋଫେନ

ଏହା ଏକାଧିକ ସ୍କ୍ଲେରୋସିସ ଓ ମେରୁଦଣ୍ଡରେ ଜାତ ହେଉଥିବା ମାଂସପେଶୀର ସ୍ପାଷ୍ଟିସିଟିର ଚିକିତ୍ସା କରିବା ପାଇଁ ବ
(Baclofenରୁ ଲେଉଟି ଆସିଛି)

ବାକ୍ଲୋଫେନ, ଅନ୍ୟମାନଙ୍କ ମଧ୍ୟରେ ଏକ ବିକ୍ରୟ ନାମ ଲିଓରେସାଲ, ଏକ ଔଷଧ ଯାହା ଏକାଧିକ ସ୍କ୍ଲେରୋସିସ ଓ ମେରୁଦଣ୍ଡରେ ଜାତ ହେଉଥିବା ମାଂସପେଶୀର ସ୍ପାଷ୍ଟିସିଟିର ଚିକିତ୍ସା କରିବା ପାଇଁ ବ୍ୟବହୃତ ହୁଏ ।[୬] [୭] ଏହା ଜୀବନର ଆନ୍ତିମ ଭାଗରେ ହେଉଥିବା ହିକ୍କା ଓ ମାଂସପେଶୀର ସ୍ପାଜ୍ମ ନିମନ୍ତେ ବ୍ୟବହୃତ ହୋଇପାରେ | [୮] ଏହା ପାଟିରେ କିମ୍ବା ସ୍ପାଇନାଲ କେନାଲ ଭିତରେ ଦିଆଯାଏ ।[୯]

ବାକ୍ଲୋଫେନ
Clinical data
Trade namesLioresal, Liofen, Gablofen, others
Synonymsβ-(4-chlorophenyl)-γ-aminobutyric acid (β-(4-chlorophenyl)-GABA)
AHFS/Drugs.commonograph
MedlinePlusa682530
data
Pregnancy
category
  • AU: B3
Routes of
administration
By mouth, intrathecal
ATC code
Legal status
Legal status
Pharmacokinetic data
BioavailabilityWell-absorbed
Protein binding30%
Metabolism85% excreted in urine/faeces unchanged. 15% metabolised by deamination
Elimination half-life1.5 to 4 hours
ExcretionKidney (70–80%)
Identifiers
IUPAC name
  • (RS)-4-Amino-3-(4-chlorophenyl)butanoic acid
CAS Number
PubChem CID
IUPHAR/BPS
DrugBank
ChemSpider
UNII
KEGG
ChEBI
ChEMBL
ECHA InfoCard100.013.170 Edit this at Wikidata
Chemical and physical data
FormulaC10H12ClNO2
Molar mass୨୧୩.୬୬ g·mol−1
3D model (JSmol)
ChiralityRacemic mixture
SMILES
  • NCC(CC(=O)O)c1ccc(Cl)cc1
InChI
  • InChI=1S/C10H12ClNO2/c11-9-3-1-7(2-4-9)8(6-12)5-10(13)14/h1-4,8H,5-6,12H2,(H,13,14) checkY
  • Key:KPYSYYIEGFHWSV-UHFFFAOYSA-N checkY
  (verify)

ପାର୍ଶ୍ୱ ପ୍ରତିକ୍ରିୟାରେ ନିଦ୍ରାଳୁ ଭାବ, ଦୁର୍ବଳତା ଓ ମୁଣ୍ଡ ବୁଲା ହୋଇପାରେ ।.[୬] ହଠାତ ଔଷଧ ସେବନ ବନ୍ଦ କରିଦେଲେ ଗମ୍ଭୀର ପ୍ରତିକ୍ରିୟାରେ ବାତରାବଡୋମାୟୋଲାଇସିସ ହୋଇପାରେ । ଗର୍ଭାବସ୍ଥାରେ ଏହାର ବିପଦ ଅସ୍ପଷ୍ଟ ରହିଛି କିନ୍ତୁ ସ୍ତନ୍ୟପାନ ନିମନ୍ତେ ବୋଧହୁଏ ବିପଦମୁକ୍ତ ଅଛି । [୧୦] ନିଉରୋଟ୍ରାନ୍ସମିଟ କମେଇ ଦେଇ କାର୍ଯ୍ୟକ୍ଷମ ହୁଏ ।

୧୯୭୭ ମସିହାରେ ଯୁକ୍ତରାଷ୍ଟ୍ରରେ ଡାକ୍ତରୀ ବ୍ୟବହାର ପାଇଁ ବ୍ୟାକ୍ଲୋଫେନ ଅନୁମୋଦିତ ହୋଇଥିଲା । [୬] ଏହା ଏକ ସାଧାରଣ ଔଷଧ ଭାବରେ ଉପଲବ୍ଧ | [୭] ଦିନକୁ ୫୦ ମିଗ୍ରା ମାତ୍ରାରେ ଯୁକ୍ତରାଜ୍ୟରେ ଏକ ମାସ ଯୋଗାଣ ପାଇଁ ୨୦୧୦ ସୁଦ୍ଧା ୫.୫୦ ପାଉଣ୍ଡ ଖର୍ଚ୍ଚ କରିଥାଏ। [୮] ଯୁକ୍ତରାଷ୍ଟ୍ରରେ ଏହି ପରିମାଣର ହୋଲସେଲ ମୂଲ୍ୟ ପ୍ରାୟ ୮.୪୦ ଆମେରିକୀୟ ଡଲାର ଅଟେ। [୧୧] ୨୦୧୭ ରେ, ଏହା ଯୁକ୍ତରାଷ୍ଟ୍ରରେ ୧୪୦ ତମ ସାଧାରଣ ପ୍ରେସକ୍ରିପସନ ଔଷଧ ଥିଲା, ଯେଉଁଥିରେ ଚାରି ନିୟୁତରୁ ଅଧିକ ପ୍ରେସକ୍ରିପସନ୍ ରହିଥିଲା | [୧୨] [୧୩]

ଆଧାର