ଅକ୍ସାଜେପାମ

ଏହା ଏକ ପ୍ରକାର ବେଞ୍ଜୋଡାଏଜେପିନ ଔଷଧ ଯାହା ଉଦ୍‌ବେଗ, ଶୋଇବାରେ ଅସୁବିଧା ଏବଂ ମଦ୍ୟପାନ ପ୍ରତ୍ୟାହାର ରୋଗମାନଙ
(Oxazepamରୁ ଲେଉଟି ଆସିଛି)

ଅକ୍ସାଜେପାମ ହେଉଛି ଏକ ପ୍ରକାର ବେଞ୍ଜୋଡାଏଜେପିନ ଔଷଧ ଯାହା ଉଦ୍‌ବେଗ, ଶୋଇବାରେ ଅସୁବିଧା ଏବଂ ମଦ୍ୟପାନ ପ୍ରତ୍ୟାହାର ରୋଗମାନଙ୍କର ଚିକିତ୍ସା ପାଇଁ ବ୍ୟବହୃତ ହୁଏ ।[୫] [୬] ଏହା ପାଟିରେ ଦିଆଯାଏ ।[୬] ଏହାର ପ୍ରଭାବ ଅପେକ୍ଷାକୃତ ଧୀରେ ଆରମ୍ଭ ହୁଏ କିନ୍ତୁ ଦୀର୍ଘସ୍ଥାୟୀ ପ୍ରଭାବ ରହେ ।[୭]

ଅକ୍ସାଜେପାମ
Clinical data
Trade namesSerax, Alepam, others
AHFS/Drugs.commonograph
Routes of
administration
By mouth
Legal status
Legal status
  • AU: S4 (Prescription only)
  • CA: Schedule IV
  • DE: Rx-only/Anlage III
  • US: Schedule IV
Pharmacokinetic data
Bioavailability92.8%
MetabolismLiver (glucuronidation)
Elimination half-life6–9 h[୧][୨][୩]
ExcretionKidney
Identifiers
IUPAC name
  • 7-Chloro-3-hydroxy-5-phenyl-1,3-dihydro-1,4-benzodiazepin-2-one[୪]
ECHA InfoCard100.009.161 Edit this at Wikidata
Chemical and physical data
FormulaC15H11ClN2O2
Molar mass୨୮୬.୭୧ g·mol−1
3D model (JSmol)
Melting point205 to 206 °C (401 to 403 °F)
SMILES
  • OC1N=C(C2=C(NC1=O)C=CC(Cl)=C2)C3=CC=CC=C3
InChI
  • InChI=1S/C15H11ClN2O2/c16-10-6-7-12-11(8-10)13(9-4-2-1-3-5-9)18-15(20)14(19)17-12/h1-8,15,18,20H ☒N
  • Key:IMAUTQQURLXUGJ-UHFFFAOYSA-N ☒N
  (verify)

ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ନିଦ୍ରାଳୁ, ମୁଣ୍ଡ ବୁଲାଇବା ଏବଂ ମୁଣ୍ଡବିନ୍ଧା ହୋଇପାରେ ।[୬] ଅନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ଅପବ୍ୟବହାର, ଉତ୍ତେଜନା, ସ୍ମୃତି ଶକ୍ତି ହ୍ରାସ, ଆତ୍ମହତ୍ୟା ପ୍ରବଣତା ଏବଂ ଅସ୍ପଷ୍ଟ କଥାବାର୍ତ୍ତା ହୋଇପାରେ ।[୫] ପ୍ରାରମ୍ଭିକ ଗର୍ଭଧାରଣ ସମୟରେ ବ୍ୟବହାର କରିବାକୁ ସୁପାରିଶ କରାଯାଏ ନାହିଁ ।[୬] ଓପିଓଏଡ୍ ସହିତ ବ୍ୟବହାର କରିବାକୁ ସାଧାରଣତଃ ସୁପାରିଶ କରାଯାଏ ନାହିଁ ।[୬] ଏହା ଜିଏବିଏ (GABA) ନ୍ୟୁରୋଟ୍ରାନ୍ସମିଟର ମାଧ୍ୟମରେ କାମ କରେ ବୋଲି ବିଶ୍ୱାସ କରାଯାଏ ।[୬]

ଅକ୍ସାଜେପାମ ୧୯୬୨ ମସିହାରେ ପେଟେଣ୍ଟ ହୋଇଥିଲା ଏବଂ ୧୯୬୪ରେ ଚିକିତ୍ସା କ୍ଷେତ୍ରରେ ବ୍ୟବହାର ପାଇଁ ଅନୁମୋଦିତ ହୋଇଥିଲା ।[୮] ଏହା ଏକ ସାଧାରଣ ଔଷଧ ଭାବରେ ଉପଲବ୍ଧ ।[୫] ଯୁକ୍ତରାଜ୍ୟରେ ୧୫ମିଗ୍ରାର ୨୮ଟି ବଟିକାର ମୂଲ୍ୟ ୨୦୨୧ ମସିହାରେ ପ୍ରାୟ £୬ ଥିଲା ।[୫] ଯୁକ୍ତରାଷ୍ଟ୍ରରେ ଏହି ପରିମାଣ ଔଷଧର ମୂଲ୍ୟ ପ୍ରାୟ ୩୦ ଡଲାର ଅଟେ। ।[୯]

ଆଧାର