ରୋଫ୍ଲୁମିଲାଷ୍ଟ

(Roflumilastରୁ ଲେଉଟି ଆସିଛି)

ରୋଫ୍ଲୁମିଲାଷ୍ଟ, ଅନ୍ୟମାନଙ୍କ ମଧ୍ୟରେ ଏକ ବିକ୍ରୟ ନାମ ଡାକ୍ସାସ, ଏକ ଔଷଧ ଯାହା ଏକ କ୍ରୋନିକ୍ ଅବସ୍ଟ୍ର‌କ୍ଟିଭ୍ ଫୁସଫୁସ ରୋଗର (COPD) ଦୀର୍ଘକାଳୀନ ପରିଚାଳନା ପାଇଁ ବ୍ୟବହୃତ ହୁଏ ।[୬] ଏହା ଗୁରୁତର ରୋଗରେ ବ୍ୟବହୃତ ହୁଏ [୬] ଏହା ପାଟିରେ ଦିଆଯାଏ ।[୬]

ରୋଫ୍ଲୁମିଲାଷ୍ଟ
drugb
Clinical data
Trade namesDaxas, Daliresp, others
AHFS/Drugs.commonograph
MedlinePlusa611034
data
Pregnancy
category
  • AU: B3
  • US: N (Not classified yet)
Routes of
administration
By mouth
Legal status
Legal status
  • AU: S4 (Prescription only)
  • CA: ℞-only
  • UK: POM (Prescription only) [୨]
  • US: ℞-only [୩]
  • EU: Rx-only [୧]
Pharmacokinetic data
Bioavailability79%[୩][୨][୪][୫]
Protein binding99%[୩][୨][୪][୫]
MetabolismLiver via CYP1A2 & CYP3A4[୩][୨][୪][୫]
Elimination half-life17 hours (30 hours [active metabolite])[୩][୨][୪][୫]
ExcretionUrine (70%)[୩][୨][୪][୫]
Identifiers
IUPAC name
  • 3-(Cyclopropylmethoxy)-N-(3,5-dichloropyridin-4-yl)-4-(difluoromethoxy)benzamide
ECHA InfoCard100.210.960 Edit this at Wikidata
Chemical and physical data
FormulaC17H14Cl2F2N2O3
Molar mass୪୦୩.୨୧ g·mol−1
3D model (JSmol)
SMILES
  • C1CC1COC2=C(C=CC(=C2)C(=O)NC3=C(C=NC=C3Cl)Cl)OC(F)F
InChI
  • InChI=1S/C17H14Cl2F2N2O3/c18-11-6-22-7-12(19)15(11)23-16(24)10-3-4-13(26-17(20)21)14(5-10)25-8-9-1-2-9/h3-7,9,17H,1-2,8H2,(H,22,23,24) ☒N
  • Key:MNDBXUUTURYVHR-UHFFFAOYSA-N ☒N
  (verify)

ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ତରଳ ତରଳ ଝାଡ଼ା, ଅଇ, ମୁଣ୍ଡବିନ୍ଧା, ପିଠି ଯନ୍ତ୍ରଣା, ଶୋଇବାରେ ଅସୁବିଧା ଏବଂ ମୁଣ୍ଡ ବୁଲେଇବା ହୋଇପାରେ ।[୭] ଅନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ଆତ୍ମହତ୍ୟା ପ୍ରବଣ ଅନ୍ତର୍ଭୁକ୍ତ ହୋଇପାରେ ।[୭] ଏହା ଏନଜାଇମ୍ ଫସଫୋଡାଇଇଷ୍ଟେରେଜ୍-୪ର (PDE-4) ଚୟନ‌କାରୀ ବାଧା ପ୍ରଦାନ‌କାରୀ ଏବଂ ଫୁସଫୁସ ପ୍ରଦାହକୁ ହ୍ରାସ କରି କାର୍ଯ୍ୟକ୍ଷମ ହୁଏ ।[୬][୧]

‌୨୦୧୦ ମସିହାରେ ୟୁରୋପରେ ଏବଂ ୨୦୧୧ରେ ଯୁକ୍ତରାଷ୍ଟ୍ରରେ ଡାକ୍ତରୀ ବ୍ୟବହାର ପାଇଁ ରୋଫ୍ଲୁମିଲାଷ୍ଟ ଅନୁମୋଦିତ ହୋଇଥିଲା ।[୧] [୮] [୭] ଯୁକ୍ତରାଜ୍ୟରେ ୨୦୨୧ ସୁଦ୍ଧା ପ୍ରତି ମାସରେ ୩୮ ପାଉଣ୍ଡ ଖର୍ଚ୍ଚ ହୋଇଥାଏ ।[୯] ଯୁକ୍ତରାଷ୍ଟ୍ରରେ ଏହି ରାଶିର ମୂଲ୍ୟ ପ୍ରାୟ ୪୩୦ ଡଲାର ଅଟେ ।[୧୦]

ଆଧାର