Jump to content

ଅଘରିଆ ଜାତି

ଉଇକିପିଡ଼ିଆ‌ରୁ

ଅଘରିଆ ଜାତି ଏକ ଭାରତୀୟ ହିନ୍ଦୁ ଜାତି । 

ଅଘରିଆମାନେ ମୁଖ୍ଯତଃ ମଧ୍ୟପ୍ରଦେଶ, ଛତିଶଗଡ଼, ଓଡ଼ିଶା ଓ ଛୋଟନାଗପୁର ଅଞ୍ଚଳରେ ବସବାସ କରିଥାନ୍ତି । ସେମାନେ ମୁଖ୍ଯତଃ କୃଷିଜୀବୀ ଥିଲେ କିନ୍ତୁ ଏବେ ଅନ୍ୟ ଜୀବିକା ମଧ୍ୟ କରିଥାନ୍ତି ।[୧]

ଓଡ଼ିଶାର ଅଘରିଆମାନେ ତାଙ୍କ ପୂର୍ବଜ ରାଜପୁତ ହେଇଥିବା କଥା ଦାବୀକରନ୍ତି । ଓଡ଼ିଶାର ଅଘରିଆମାନଙ୍କ ନାମରେ ସାଧାରଣତଃ ପଟେଲ, ଚୌଧୁରୀ ବା ନାୟକ ସାଙ୍ଗିଆ ଲାଗିଥାଏ । ତାଙ୍କ ମଧ୍ୟରେ ୮୪ଟି ଗଟର ଥାଏ । ଓଡ଼ିଶା ବାହାରେ ରାୟଗଡ଼, ବିଳାସପୁର, ମହାସମୁନ୍ଦ ଅଞ୍ଚଳରେ ତଥା ଛତିଶଗଡ଼ର ଚମ୍ପା-ଜାଙ୍ଗିର ଜିଲ୍ଲା ଅଧିକ ସଂଖ୍ୟାରେ ବସବାସ କରିଥାନ୍ତି ।[୧]

ଆଧାର 

🔥 Top keywords: ପ୍ରଧାନ ପୃଷ୍ଠାମିଡ଼ିଆଉଇକି:Interwiki-links.jsଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ, ଓଡ଼ିଶାବିଶେଷ:ଖୋଜନ୍ତୁଓଡ଼ିଆ ଭାଷାଦ୍ୱିତୀୟ ବିଶ୍ୱଯୁଦ୍ଧଫକୀର ମୋହନ ସେନାପତିଜଗନ୍ନାଥ ମନ୍ଦିରଜଗନ୍ନାଥ ଦାସବନ୍ଦେ ଉତ୍କଳ ଜନନୀଲକ୍ଷ୍ମୀକାନ୍ତ ମହାପାତ୍ରଗୋପବନ୍ଧୁ ଦାସମଧୁସୂଦନ ଦାସମନମୋହନ ସାମଲଗୋପୀନାଥ ମହାନ୍ତିଉଇକିପିଡ଼ିଆ:ଆମେ ଦାୟୀ ନୋହୁଁମହାତ୍ମା ଗାନ୍ଧୀସୀତା ନବମୀସହଯୋଗ:ବିଷୟବସ୍ତୁବିଶେଷ:ନଗଦବଦଳକାଳିନ୍ଦୀ ଚରଣ ପାଣିଗ୍ରାହୀଗଙ୍ଗାଧର ମେହେରସାରଳା ଦାସଜଗନ୍ନାଥଉଇକିପିଡ଼ିଆ:ଉଇକିପିଡ଼ିଆ ବାବଦରେସଚ୍ଚିଦାନନ୍ଦ ରାଉତରାୟମଧୁସୂଦନ ରାଓପୁନମ ମିଶ୍ରଓଡ଼ିଶାଉଇକିପିଡ଼ିଆ:ଆମ ସହ ଯୋଗାଯୋଗଓଡ଼ିଆ ସାହିତ୍ୟଫାଇଲ:Namita Agrawal (Odia Singer).jpgଗୋଦାବରୀଶ ମିଶ୍ରଶାନ୍ତନୁ କୁମାର ଆଚାର୍ଯ୍ୟଉଇକିପିଡ଼ିଆ:ସଙ୍ଘ ସୂଚନା ଫଳକରାଧାନାଥ ରାୟମାଧ୍ୟମିକ ଶିକ୍ଷା ପରିଷଦ, ଓଡ଼ିଶାwiki.phtmlପ୍ରତିଭା ରାୟ