ଉଇକିପିଡ଼ିଆ:ଉଇକିପ୍ରକଳ୍ପ

ଉଇକିପ୍ରକଳ୍ପ ଉଇକିପିଡ଼ିଆର ବିକାଶ ନିମନ୍ତେ ଏକାଠି ଏକ ସଙ୍ଘ ଭାବରେ କାମ କରିବା ନିମନ୍ତେ ଉଇକି-ଲେଖକ ମାନଙ୍କର ଏକ ମେଳି । ଏହି ସଙ୍ଘ ସାଧାରଣତ ନିର୍ଦିଷ୍ଟ ବିଷୟକୁ ନେଇ ଗଢ଼ାଯାଇଥାଏ (ଯଥା; ନାରୀମାନଙ୍କର ଇତିହାସ କିମ୍ବା କୌଣସି ନିର୍ଦ୍ଦିଷ୍ଟ ଧରଣର କାମ (ଯଥା: ନୂଆ ନୂଆ ତିଆରି ହୋଇଥିବା ପୃଷ୍ଠାର ବିକାଶ)।

ଏକ ଉଇକିପ୍ରକଳ୍ପ ପୃଷ୍ଠାରେ ସିଧା ଏକ ଜ୍ଞାନକୋଷ ଭିତ୍ତିକ ପ୍ରସଙ୍ଗକୁ ସିଧା ସଳଖ ଲେଖାଯାଏ ନାହିଁ, କିନ୍ତୁ ଏହା ସେହିପରି ପ୍ରସଙ୍ଗମାନଙ୍କର ଲେଖା ଓ ସମ୍ପାଦନାର ପରିଚାଳନା କରିଥାଏ । ଉଇକିପ୍ରକଳ୍ପମାନଙ୍କରେ ଲେଖକ-ସମ୍ପାଦକ ମାନଙ୍କ ପାଇଁ ଉପଦେଶ ଥାଏ, ଆପେଆପେ ଚାଳିତ ସଭ୍ୟ (bot) ବ୍ୟବହାର କରି ସଙ୍ଘର ବିଚାରରେ ଥିବା ପ୍ରସଙ୍ଗର କି କି ବଦଳ ହେଉଛି ତାହା ଲକ୍ଷ କରାଯାଇଥାଏ ଓ ସଭ୍ୟମାନେ ବ୍ୟବହାର କରୁଥିବା ଉପକରଣ ଓ ଛାଞ୍ଚର ସୁବିଧାଜନକ ତାଲିକାମାନ ତିଆରି କରାଯାଇଥାଏ । ଏକ ପ୍ରକଳ୍ପ ପୃଷ୍ଠାର ଆଲୋଚନା ପୃଷ୍ଠା ଉକ୍ତ ପ୍ରକଳ୍ପର ସଭ୍ୟମାନଙ୍କ ଭିତରେ ଆଲୋଚନା ପାଇଁ ଏକ ଉପଯୁକ୍ତ ସ୍ଥାନ, ସେଠାରେ ସେମାନେ କଣ କରୁଛନ୍ତି ତାହା ଆଲୋଚନା କରନ୍ତି, ପ୍ରଶ୍ନ ପଚାରନ୍ତି ଓ ସେହି ଗୋଠର କାମରେ ଇଛୁକଥିବା ଆଉ ଲୋକଙ୍କଠାରୁ ଉପଦେଶ ଗ୍ରହଣ କରିଥାନ୍ତି ।

ଓଡ଼ିଆ ଉଇକିପିଡ଼ିଆରେ ଏଯାବତ ୪ଟି ଉଇକିପ୍ରକଳ୍ପ ଅଛି ।

ପ୍ରକଳ୍ପଟିଏ ଖୋଜିବା

Directory of WikiProjects

 

WikiProject Council

 

Guide to WikiProjects

ଉଇକିପ୍ରକଳ୍ପ ନୂଆ ଯୋଗଦାନକାରୀଙ୍କୁ ଆମନ୍ତ୍ରଣ କରିଥାଏ; ଦୟାକରି ଏଥିମଧ୍ୟରୁ କୌଣସିଥିରେ ବା ଆପଣ ଇଛୁକ ଥିବା ପ୍ରକଳ୍ପରେ ଯୋଗ ଦିଅନ୍ତୁ ।

ପ୍ରକଳ୍ପ ଗଠନ ଓ ପରିଚାଳନା

ଏକ ଉଇକିପ୍ରକଳ୍ପ ଗଠନ ଏକାଠି କାମ କରିବାକୁ ଇଛୁକଥିବା ଲୋକମାନଙ୍କୁ ନେଇ ସଙ୍ଘଗଠନକୁ ବୁଝାଇଥାଏ ।

ଆରମ୍ଭ କରିବା ଆଗରୁ ଉଇକିପ୍ରକଳ୍ପ ପରିଚାଳନା ସହାୟକ ପୁସ୍ତିକା ପଢ଼ିନିଅନ୍ତୁ ଓ ସେସବୁ କିପରି "ଏକ ବିଶାଳ ପରିବେଶ" ଭିତରେ କାମ କରିଥାନ୍ତି ଜାଣିବା ନିମନ୍ତେ ଆଗରୁଥିବା କେତେକ ଉଇକିପ୍ରକଳ୍ପରୁ, ସାହାଯ୍ୟ ନିଅନ୍ତୁ । ଯଦି ଆପଣ ଏକ ନୂଆ ପ୍ରକଳ୍ପ କିପରି ତିଆରି କରାଯାଏ ବା ସେହି ପ୍ରକଳ୍ପରେ ଆଉ କେହି ଇଛୁକ କି ନୁହଁନ୍ତି ସେ ବାବଦରେ ସ୍ଥିର ନୁହଁନ୍ତି ତେବେ ଆପଣ ଏକ ଉଇକିପ୍ରକଳ୍ପ ପ୍ରସ୍ତାବ ଦେଇ ପାରିବେ । ସଙ୍ଘସମୂହର ଏକମନ ସମ୍ପାଦକଗଣ କେବେ ବି ଏକ ଉଇକପ୍ରକଳ୍ପ ଆରମ୍ଭ କରିପାରନ୍ତି ଓ କମକରିବା ନିମନ୍ତେ ଉତ୍ସାହିତ ହୋଇଥାନ୍ତି, କିନ୍ତୁ ସେମାନେ ବେଳେ ବେଳେ ନୂଆ ପ୍ରକଳ୍ପ ପାଇଁ ପ୍ରସ୍ତାବ ଦେବାକୁ ପଚାଇଥାନ୍ତି । ସୌଜନ୍ୟମୂଳକ ପ୍ରସ୍ତାବମାନଙ୍କରେ ଅନେକ ସୁବିଧାମାନ ଥାଏ, ସେଥିରେ ଉପଯୋଗୀ ମତ ଥାଏ ଯାହା ଅନେକ କାମ ତୁଟାଇଦେଇଥାଏ ଓ ଇଛୁକ ସଭ୍ୟମାନଙ୍କୁ ପ୍ରକଳ୍ପ ସହ ଯୋଡ଼ିଥାଏ ।

ଅନ୍ୟାନ୍ୟ

ଅଧିକ ତଥ୍ୟ ବା ପ୍ରଶ୍ନ ପଚାରିବା ନିମନ୍ତେ ଦୟାକରି ଉଇକିପ୍ରକଳ୍ପ ସଙ୍ଘ ଯାନ୍ତୁ କିମ୍ବା ସବିଶେଷ ଜାଣିବା ନିମନ୍ତେ ଉଇକିମିଡ଼ିଆ ପ୍ରକଳ୍ପ ତାଲିକା ଦେଖନ୍ତୁ ।

ଉଇକିପ୍ରକଳ୍ପ ଓଡ଼ିଆ ଉଇକିପିଡ଼ିଆ ଭିତରେ ନୂଆ ନୂଆ ପ୍ରକଳ୍ପ ମାଧ୍ୟମରେ ଏକ ନିର୍ଦ୍ଦିଷ୍ଟ ବିଭାଗରେ ଲେଖା, ଛବି ତଥା ଅନ୍ୟାନ୍ୟ ମାଧ୍ୟମକୁ ଆଣିବାର ଏକ ପ୍ରଚେଷ୍ଟା । ପ୍ରଥମ ଓଡ଼ିଆ ଉଇକିପ୍ରକଳ୍ପ ୨୩ ମେ ୨୦୧୧ ରେ ଆରମ୍ଭ କରାଯାଇଥିଲା । ଏହାର ଲକ୍ଷ ଥିଲା ଓଡ଼ିଆ ଉଇକିପିଡ଼ିଆକୁ ଜୁନ ୧ ଆଗରୁ ୧୦୦୦ଟି ଲେଖାରେ ଭରିବା । ଏବେ ଓଡ଼ିଆରେ ୧୮,୦୦୫ଟି ଲେଖା ଅଛି ।

ପୁରୁଣା ଉଇକିପ୍ରକଳ୍ପ

  1. ଓଡ଼ିଆ ଉଇକିପିଡ଼ିଆରେ ୧୦୦୦ଟି ଲେଖାର ମେଳା
  2. ଉଇକିପିଡ଼ିଆକୁ ଭଲପାଏ ଭୁବନେଶ୍ଵର

ଚଳିତ ଉଇକିପ୍ରକଳ୍ପ ଓ ଇଚ୍ଛୁକ ଉଇକିଆଳି

ଏହି ପ୍ରକଳ୍ପମାନ ଏବେ ଚାଲିଛି, ଯଦି ଆପଣ ଏକ ପ୍ରକଳ୍ପରେ ଭାଗ ନେବାକୁ ଚାହାଁନ୍ତି ତେବେ ସେହି ପ୍ରକଳ୍ପ ପାଖରେ ନିଜ ନାମ ଲେଖନ୍ତୁ ।ଯଦି ଆପଣ ତଳେ ଥିବା ଏବେକାର କିଛି ପ୍ରକଳ୍ପରେ ଭାଗନେବାକୁ ଚାହାନ୍ତି ତେବେ ଏଠାରେ ନିଜର ନାମ ଲେଖାନ୍ତୁ ।

କ୍ର.ନ.ପ୍ରକଳ୍ପ ନାମଆଗ୍ରହୀ ଉଇକିଆଳିଙ୍କ ନାମକାମଉଇକିଆଳିଙ୍କ ନାମକାମଉଇକିଆଳିଙ୍କ ନାମକାମଉଇକିଆଳିଙ୍କ ନାମକାମଉଇକିଆଳିଙ୍କ ନାମକାମଉଇକିଆଳିଙ୍କ ନାମକାମ
ଓଡ଼ିଆ ସାହିତ୍ୟ ପାଇଁ ଉଇକିପିଡ଼ିଆ‎ବିଶୁଦ୍ଧାକ୍ଷ ପୁହାଣକାମଶିତିକଣ୍ଠ ଦାଶପୁସ୍ତକ ସମୀକ୍ଷା ଓ ଲେଖକ ପରିଚୟପ୍ରତୀକ ପଟ୍ଟନାୟକଓଡ଼ିଶୀ ସଙ୍ଗୀତ ସାହିତ୍ୟନାମକାମନାମକାମନାମକାମ
ଉଇକିପିଡ଼ିଆକୁ ଭଲପାଏ ଓଡ଼ିଆନାମକାମନାମକାମନାମକାମନାମକାମନାମକାମନାମକାମ
ଉଇକିପ୍ରକଳ୍ପ ଓଡ଼ିଶାର ସ୍ଥାନମୃତ୍ୟୁଞ୍ଜୟ କରକାମନାମକାମନାମକାମନାମକାମନାମକାମନାମକାମ
ଉଇକିପ୍ରକଳ୍ପ ଚିକିତ୍ସାବିଜ୍ଞାନସୁବାସ ଚନ୍ଦ୍ର ରାଉତକାମଗାୟତ୍ରୀ ତ୍ରିପାଠୀକାମନାମକାମନାମକାମନାମକାମନାମକାମ
ଉଇକିପ୍ରକଳ୍ପ କମ୍ପ୍ୟୁଟର ବିଜ୍ଞାନମୁନା ମହାନ୍ତକାମଶିତିକଣ୍ଠ ଦାଶକାମସ୍ନେହାଶିଷ ନାୟକୱେବ୍ ଡେଭେଲପରଜଗନ୍ନାଥ ଦୋରାକମ୍ପୁଟର ବିଜ୍ଞାନ ଛାତ୍ରନାମକାମରାଜଲକ୍ଷ୍ମୀ ମିଶ୍ରକମ୍ପ୍ୟୁଟର୍ ବିଜ୍ଞାନ ଛାତ୍ରୀ
ଉଇକିପ୍ରକଳ୍ପ ବିଜ୍ଞାନଶିଶିର କୁମାର ନାୟକକାମବିଶୁଦ୍ଧାକ୍ଷ ପୁହାଣକାମଶିତିକଣ୍ଠ ଦାଶକାମନାମକାମନାମକାମନାମକାମ
ଉଇକିପ୍ରକଳ୍ପ ଓଡ଼ିଆ କଥାଚିତ୍ରସଂଗ୍ରାମ କେଶରୀ ସେନାପତିକାମନାମକାମନାମକାମନାମକାମନାମକାମନାମକାମ
ଉଇକିପ୍ରକଳ୍ପ ଓଡ଼ିଶାର ବିଦ୍ୟାଳୟକମଳାକାନ୍ତ ନାୟକକାମଆଶୁତୋଷ କରକାମନାମକାମନାମକାମନାମକାମନାମକାମ
ଉଇକିପ୍ରକଳ୍ପ ମହିଳାଆଭା ପ୍ରଧାନକାମନାମକାମନାମକାମନାମକାମନାମକାମନାମକାମ
୧୦ଉଇକିପ୍ରକଳ୍ପ ପ୍ରଯୁକ୍ତି ବିଦ୍ୟାଚିନ୍ମୟୀ ମିଶ୍ରକମ୍ପ୍ୟୁଟର୍ ବିଜ୍ଞାନ ଛାତ୍ରୀନାମକାମନାମକାମନାମକାମନାମକାମନାମକାମ
୧୧ଉଇକିପ୍ରକଳ୍ପ ପ୍ରତ୍ନତତ୍ତ୍ୱପ୍ରତୀକ ପଟ୍ଟନାୟକକାମନାମକାମନାମକାମନାମକାମନାମକାମନାମକାମ
୧୨ଉଇକିପ୍ରକଳ୍ପ ଖାଦ୍ୟଅଲିଭା ସାହୁକାମଦିବ୍ୟଦର୍ଶୀ ନାୟକକାମନାମକାମନାମକାମନାମକାମନାମକାମ
୧୩ଉଇକିପ୍ରକଳ୍ପ ଖେଳଆଭା ପ୍ରଧାନକାମନାମକାମନାମକାମନାମକାମନାମକାମନାମକାମ
୧୪ଉଇକିପ୍ରକଳ୍ପ ଭାରତୀୟ ଆଇନବିକାଶ ଓଝାକାମହରିହର ପ୍ରସାଦ ଶତପଥିକାମନାମକାମନାମକାମନାମକାମନାମକାମ
୧୫ଉଇକିପ୍ରକଳ୍ପ ଅର୍ଥନୀତିସୌମେନ୍ଦ୍ର କୁମାର ସାହୁକାମନାମକାମନାମକାମନାମକାମନାମକାମନାମକାମ
🔥 Top keywords: ପ୍ରଧାନ ପୃଷ୍ଠାରାମ ନବମୀଓଡ଼ିଆ ଭାଷାବିଶେଷ:ଖୋଜନ୍ତୁସୁଦଶା ବ୍ରତମିଡ଼ିଆଉଇକି:Interwiki-links.jsଜଗନ୍ନାଥ ଦାସଅମୃତାୟନଉଇକିପିଡ଼ିଆ:ଉଇକିପିଡ଼ିଆ ବାବଦରେଦ୍ୱିତୀୟ ବିଶ୍ୱଯୁଦ୍ଧଉଇକିପିଡ଼ିଆ:ସଙ୍ଘ ସୂଚନା ଫଳକବିଜୁ ପଟ୍ଟନାୟକରାଧାନାଥ ରାୟଜଗନ୍ନାଥ ମନ୍ଦିରରାମଫକୀର ମୋହନ ସେନାପତିସହଯୋଗ:ବିଷୟବସ୍ତୁଜଗନ୍ନାଥଉଇକିପିଡ଼ିଆ:ଆମ ସହ ଯୋଗାଯୋଗରାମାୟଣଓଡ଼ିଆ ସାହିତ୍ୟସାରଳା ଦାସମଧୁସୂଦନ ଦାସଉଇକିପିଡ଼ିଆଗୋପବନ୍ଧୁ ଦାସଗଙ୍ଗାଧର ମେହେରwiki.phtmlଗୋପୀନାଥ ମହାନ୍ତିଲିଙ୍ଗରାଜ ମନ୍ଦିରଗୋଦାବରୀଶ ମିଶ୍ରମଧୁସୂଦନ ରାଓଉଇକିପିଡ଼ିଆ:ଆମେ ଦାୟୀ ନୋହୁଁନମିତା ଅଗ୍ରୱାଲଶାନ୍ତନୁ କୁମାର ଆଚାର୍ଯ୍ୟଛାଞ୍ଚ:Key press/docପଣା ସଂକ୍ରାନ୍ତିଲକ୍ଷ୍ମୀକାନ୍ତ ମହାପାତ୍ରମନୋଜ ଦାସଅଂଶୁଘାତ