ଆଲବର୍ଟ ଆଇନଷ୍ଟାଇନ

ଆଲବର୍ଟ ଆଇନଷ୍ଟାଇନ (ଜନ୍ମ: ୧୪ ମାର୍ଚ୍ଚ ୧୮୭୯) ଜଣେ ଜର୍ମାନ ନୋବେଲ ପୁରସ୍କାର ବିଜେତା ଯିଏ ସାଧାରଣ ଆପେକ୍ଷିକ ତତ୍ତ୍ୱ ତିଆରି କରିଥିଲେ ଯାହା ଭୌତିକ ବିଜ୍ଞାନରେ ବିପ୍ଳବ ସୃଷ୍ଟି କରିଥିଲା । ଏଥିପାଇଁ ତାଙ୍କୁ ଆଧୁନିକ ଭୌତିକ ବିଜ୍ଞାନର ଜନକ କୁହାଯାଏ । ସେ ଆପେକ୍ଷିକ ତତ୍ତ୍ୱ ଏବଂ ବସ୍ତୁତ୍ୱ ଶକ୍ତି ସମୀକରଣ ପାଇଁ ସବୁଠୁ ଅଧିକ ଜଣାଶୁଣା ଥିଲେ । ତାଙ୍କୁ ସୈଦ୍ଧାନ୍ତିକ ଭୌତିକ ବିଜ୍ଞାନ, ବିଶେଷତଃ ଆଲୋକ-ବିଦ୍ୟୁତ ବିକିରଣର ସନ୍ଧାନ ପାଇଁ ୧୯୨୧ରେ ନୋବେଲ୍ ପୁରସ୍କାର ପ୍ରଦାନ କରା ଗଲା । ଆଇନଷ୍ଟାଇନ ଆପେକ୍ଷିକତାର ବିଶେଷ ଏବଂ ସାଧାରଣ ସିଦ୍ଧାନ୍ତ ସହିତ ଅନେକ ଯୋଗଦାନ ଦେଇଛନ୍ତି । ସେ ୧୮ ଅପ୍ରେଲ ୧୯୫୫ରେ ମୃତ୍ୟୁବରଣ କରିଥିଲେ ।

ଆଲବର୍ଟ ଆଇନଷ୍ଟାଇନ
୧୯୨୧ରେ ଆଲବର୍ଟ ଆଇନଷ୍ଟାଇନ
ଜନ୍ମ(1879-03-14)୧୪ ମାର୍ଚ୍ଚ ୧୮୭୯
ଉମ୍, ଉର୍ଟମ୍ବର୍ଗ୍, ଜର୍ମାନୀ
ମୃତ୍ୟୁ୧୮ ଅପ୍ରେଲ ୧୯୫୫(1955-04-18) (ବୟସ ୭୬)
ପ୍ରିନ୍ସଟନ, ନ୍ୟୁ ଜର୍ସି, ଯୁକ୍ତରାଷ୍ଟ୍ର ଆମେରିକା
ଜାତୀୟତା
ଶିକ୍ଷାନୁଷ୍ଠାନ
  • ଇଟିଏଚ୍ ଜୁରିକ୍
  • ଜୁରିକ୍ ବିଶ୍ୱବିଦ୍ୟାଳୟ
ପ୍ରସିଦ୍ଧି
ବୈବାହିକ-ସାଥୀ(s)ମିଲେଭା ମାରିକ୍ (୧୯୦୩-୧୯୧୯)
ଏଲିସା ଲୋୱେନ୍ଥାଲ୍, née Einstein, (୧୯୧୯–୧୯୩୬)
ପୁରସ୍କାର
  • ପଦାର୍ଥ ବିଜ୍ଞାନରେ ନୋବେଲ୍ (୧୯୨୧)
  • Matteucci Medal (1921)
  • Copley Medal (1925)
  • Max Planck Medal (1929
  • Time Person of the Century (1999)
ବିଜ୍ଞାନୀ ଜୀବନ
କ୍ଷେତ୍ରପଦାର୍ଥ ବିଜ୍ଞାନ
କର୍ମାନୁଷ୍ଠାନ
  • Swiss Patent Office (Bern)
  • ଜୁରିକ୍ ବିଶ୍ୱବିଦ୍ୟାଳୟ
  • ଚାର୍ଲସ୍ ବିଶ୍ୱବିଦ୍ୟାଳୟ
  • ଇଟିଏଚ୍ ଜୁରିକ୍
  • ପ୍ରୁସିଆନ୍ ବିଜ୍ଞାନ ଏକାଡେମି
  • କାଇଜର୍ ୱେଲ୍‌ହାମ୍ ଇନ୍‌ଷ୍ଟିଚ୍ୟୁଟ୍
  • ଲେଡେନ୍ ବିଶ୍ୱବିଦ୍ୟାଳୟ
  • ଆଡ୍‌ଭାନ୍‌ସ୍ ଷ୍ଟଡି ଇନ୍‌ଷ୍ଟିଚ୍ୟୁଟ୍
ଡକ୍ଟରୀ ଉପଦେଷ୍ଟାଆଲ୍‌ଫ୍ରେଡ୍ କ୍ଲେନର୍
ଶିକ୍ଷକୀୟ ଉପଦେଷ୍ଟାହେନ୍ରିଚ୍ ଫ୍ରେଡ୍ରିଚ୍ ୱେବର୍
ଜଣାଶୁଣା ଛାତ୍ର
  • ଜି. ଷ୍ଟ୍ରସ୍
  • ନାଥନ୍ ରୋଜେନ୍
  • ଲିଓ ଜିଲାର୍ଡ୍
  • Raziuddin Siddiqui[୧]
ଦସ୍ତଖତ

ବାଲ୍ୟକାଳ ଓ ଶିକ୍ଷା

୧୯୪୮ର ଛବି

ଆଲବର୍ଟ ଆଇନଷ୍ଟାଇନ ଜର୍ମାନ ସାମ୍ରାଜ୍ୟର ଉର୍ଟମ୍ବର୍ଗ ରାଜ୍ୟରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତା ହର୍ମାନ ଆଇନଷ୍ଟାଇନ ଜଣେ ବ୍ୟବସାୟୀ ଓ ଯନ୍ତ୍ରୀ ଥିଲେ । ତାଙ୍କ ମାତା ଥିଲେ ପ'ଲିନ ଆଇନଷ୍ଟାଇନ। ଆଲବର୍ଟ ୫ ବର୍ଷ ବୟସରେ ଯୋଗ ଦେଲେ Catholic elementary schoolରେ ୩ବର୍ଷ ପାଇଁ ଓ ତା ପରେ ସେ Luitpold Gymnasiumରେ ଯୋଗ ଦେଲେ ସେଥି ସେ primary and secondary ସ୍କୁଲ ଶିକ୍ଷା ପାଇଥିଲେ ।

ବ୍ୟକ୍ତିଗତ ଜୀବନୀ

୧୯୪୬ ମସିହାରେ ଆଇନଷ୍ଟାଇନ Lincoln University,Pennsylvaniaକୁ ଯାତ୍ରା କରିଥିଲେ ଓ ସେଠାରେ ସେ honorary degreeରେ ସମ୍ମାନିତ ହୋଇଥିଲେ ।

ଆଧାର