ଭାରତୀୟ ଉଚ୍ଚ ନ୍ୟାୟାଳୟସମୂହ

ଉଚ୍ଚ ନ୍ୟାୟାଳୟ ସମୂହ
(ଉଚ୍ଚ ନ୍ୟାୟାଳୟରୁ ଲେଉଟି ଆସିଛି)

ଭାରତୀୟ ଉଚ୍ଚ ନ୍ୟାୟାଳୟଗୁଡ଼ିକ ପ୍ରତ୍ୟେକ ଭାରତୀୟ ରାଜ୍ଯ ଏବଂ କେନ୍ଦ୍ରଶାସିତ ଅଞ୍ଚଳ ପାଇଁ ସ୍ଥାପିତ ମୁଖ୍ଯ ଅଧିକାରକ୍ଷେତ୍ର ବିଶିଷ୍ଟ ନ୍ୟାୟପାଳିକା ଅଟନ୍ତି । ଆର୍ଥିକ କିମ୍ବା ଆଞ୍ଚଳିକ ଅଧିକାରକ୍ଷେତ୍ର ବହିର୍ଭୂତ ମାମଲା ପାଇଁ ଯଦି ନିମ୍ନ ନ୍ୟାୟାଳୟଗୁଡ଼ିକ କ୍ଷମତା ସମ୍ପନ୍ନ ନଥାନ୍ତି, ତେବେ ସେହି ଲୋକ ଏବଂ ଅପରାଧୀକ ମାମଲା ଉଚ୍ଚ ନ୍ୟାୟାଳୟର ମୁଖ୍ଯ ଅଧିକାରକ୍ଷେତ୍ର ଅଧିନକୁ ଆସିପାରିବ । କୌଣସି ରାଜ୍ଯ କିମ୍ବା କେନ୍ଦ୍ରଦ୍ୱାରା ପ୍ରଣୟିତ ବିଧିଦ୍ୱାରା ଉଚ୍ଚ ନ୍ୟାୟାଳୟର ମୁଖ୍ଯ ଅଧିକାରକ୍ଷେତ୍ରର ପ୍ରସାର କରାଯାଇ ପାରିବ ।

ଓଡ଼ିଶା ଉଚ୍ଚ ନ୍ୟାୟାଳୟ
ବମ୍ବେ ଉଚ୍ଚ ନ୍ୟାୟାଳୟ
କେରଳ ଉଚ୍ଚ ନ୍ୟାୟାଳୟ

ସମ୍ବିଧାନ ଧାରା ୨୨୬ ଓ ୨୨୭ ଅନୁସାରେ, ଅଧିକାଂଶ ଉଚ୍ଚ ନ୍ୟାୟାଳୟର କାର୍ଯ୍ୟ ମୁଖ୍ଯ ରୂପେ ନିମ୍ନ ଅଦାଲତଗୁଡିକର ରାୟ ବରୁଦ୍ଧରେ ଏବଂ ଲିଖିତାଦେଶ ନିବେଦନ ଉପରେ ଶୁଣାଣି କରିବା । ଲିଖିତାଦେଶ ଅଧିକାରକ୍ଷେତ୍ର ମଧ୍ଯ ଏକ ଉଚ୍ଚ ନ୍ୟାୟାଳୟର ମୁଖ୍ଯ ଅଧିକାରକ୍ଷେତ୍ର ଅଟେ ।

ପ୍ରତ୍ୟେକ ରାଜ୍ଯକୁ କେତେକ ନ୍ୟାୟିକ ଜିଲ୍ଲାରେ ବିଭକ୍ତ କରାଯାଇଛି ଏବଂ ପ୍ରତ୍ୟେକ ଜିଲ୍ଲା ପାଇଁ ଜଣେ ଜିଲ୍ଲା ଦୌରାଜଜ ଥାଆନ୍ତି । ଲୋକ ମାମଲାର ବିଚାର କରିବାବେଳେ ସେ ଜିଲ୍ଲାଜଜ ଏବଂ ଅପରାଧୀକ ମାମଲାର ବିଚାର କରିବାବେଳେ ଦୌରାଜଜ ରୂପେ ଜଣାଯାନ୍ତି । ଉଚ୍ଚ ନ୍ୟାୟାଳୟର ବିଚାରପତିଙ୍କ ତଳେ ସେ ଉଚ୍ଚତମ ନ୍ୟାୟାଧୀଶ ଅଟନ୍ତି । ତାଙ୍କ ତଳେ ଲୋକ ଅଧିକାରକ୍ଷେତ୍ରର ନ୍ୟାୟାଳୟ ରହିଛି । ସମ୍ବିଧାନ ଧାରା ୧୪୧ ଅଧିନରେ, ସର୍ବୋଚ୍ଚ ନ୍ଯାଯାଳୟଙ୍କ ରାୟଦ୍ୱାରା ଭାରତର ସମସ୍ତ ନ୍ୟାୟାଳୟ— ଉଚ୍ଚ ନ୍ୟାୟାଳୟ ଅନ୍ତର୍ଭୁକ୍ତ — ଉପରେ କାର୍ଯ୍ୟକାରୀ ହେବ ।

ଉଚ୍ଚ ନ୍ୟାୟାଳୟର ବିଚାରପତିମାନେ, ଭାରତୀୟ ମୁଖ୍ଯ ବିଚାରପତିଙ୍କ ଏବଂ ରାଜ୍ଯ ରାଜ୍ୟପାଳଙ୍କ ସହ ବିଚାରବିମର୍ଶ କରି ଭାରତର ରାଷ୍ଟ୍ରପତିଙ୍କଦ୍ୱାରା ନିଯୁକ୍ତି ପାଆନ୍ତି । ଉଚ୍ଚ ନ୍ୟାୟାଳୟଗୁଡ଼ିକ ଜଣେ ମୁଖ୍ଯ ବିଚାରପତିଙ୍କ ନେତୃତ୍ବାଧୀନ । ଭାରତୀୟ ପ୍ରାଥମିକତା କ୍ରମରେ ଉଚ୍ଚ ନ୍ୟାୟାଳୟର ମୁଖ୍ଯ ବିଚାରପତିମାନେ ନିଜ ରାଜ୍ଯରେ ଚତୁର୍ଦଶ ଏବଂ ରାଜ୍ଯ ବାହାରେ ସପ୍ତଦଶ କ୍ରମରେ ଆସନ୍ତି । ବିଗତ ପାଞ୍ଚ ବର୍ଷରେ ଦର୍ଜିତ ମାମଲା ସଂଖ୍ଯାକୁ ଜାତୀୟ ହାରାହାରି ମାମଲା ସଂଖ୍ଯାରେ ହରଣ କରି ମିଳୁଥିବା ସଂଖ୍ଯା ଆଧାରରେ ଉଚ୍ଚ ନ୍ୟାୟାଳୟର ବିଚାରପତିମାନଙ୍କୁ ନିଯୁକ୍ତି ଦିଆଯାଏ ।

୨ ଜୁଲାଇ ୧୮୬୨ ମସିହାରେ ସ୍ଥାପିତ କଲିକତା ଉଚ୍ଚ ନ୍ୟାୟାଳୟ, ଦେଶର ସର୍ବପୂରାତନ ଉଚ୍ଚ ନ୍ୟାୟାଳୟ ଅଟେ । ଏକ ନିର୍ଦ୍ଦିଷ୍ଟ ଅଞ୍ଚଳର ବହୁ ସଂଖ୍ଯକ ମାମଲାର ବିଚାର କରିବାପାଇଁ, ସାଧାରଣତଃ ଉଚ୍ଚ ନ୍ୟାୟାଳୟର ଏକ ସ୍ଥାୟୀ ଖଣ୍ଡପୀଠ ସେଠାରେ ସ୍ଥାପିତ କରାଯାଇ ଥାଏ ।

ଉଚ୍ଚ ନ୍ୟାୟାଳୟସମୂହ

ନ୍ୟାୟାଳୟସ୍ଥାପିତଆଧାର ଅଧିନିୟମଅଧିକାରକ୍ଷେତ୍ରମୁଖ୍ଯ ସ୍ଥାନଖଣ୍ଡପୀଠ(ସମୂହ)ବିଚାରପତିମୁଖ୍ଯ ବିଚାରପତି
ମୋଟ ବିଚାରପତି କ୍ଷମତାସ୍ଥାୟୀ ବିଚାରପତି ସଂଖ୍ଯାଅତିରିକ୍ତ ବିଚାରପତି ସଂଖ୍ଯା
ଆଲାହାବାଦ ଉଚ୍ଚ ନ୍ୟାୟାଳୟ[୧]17 March 1866ଭାରତୀୟ ଉଚ୍ଚ ନ୍ୟାୟାଳୟ ଅଧିନିୟମ, ୧୮୬୧ଉତ୍ତର ପ୍ରଦେଶଆଲାହାବାଦଲକ୍ଷ୍ନୌଛାଞ୍ଚ:Efn-ua୧୬୦୭୬୮୪ଗୋବିନ୍ଦ ମାଥୁର
ଆନ୍ଧ୍ରପ୍ରଦେଶ ଉଚ୍ଚ ନ୍ୟାୟାଳୟ[୨]1 January 2019ଆନ୍ଧ୍ରପ୍ରଦେଶ ପୁନର୍ଗଠନ ଅଧିନିୟମ, ୨୦୧୪ଆନ୍ଧ୍ରପ୍ରଦେଶଅମରାବତୀ
୩୭୨୮ଅରୂପ କୁମାର ଗୋସ୍ୱାମୀ
ବମ୍ବେ ଉଚ୍ଚ ନ୍ୟାୟାଳୟ14 August 1862ଭାରତୀୟ ଉଚ୍ଚ ନ୍ୟାୟାଳୟ ଅଧିନିୟମ, ୧୮୬୧ଗୋଆ, ଦାଦ୍ରା ଓ ନଗରହାବେଳୀ ଏବଂ ଡାମନ ଓ ଡିଉ, ମହାରାଷ୍ଟ୍ରବମ୍ବେଔରଙ୍ଗାବାଦ,ଛାଞ୍ଚ:Efn-ua ନାଗପୁର,ଛାଞ୍ଚ:Efn-ua ପାଣାଜୀ,ଛାଞ୍ଚ:Efn-ua୯୪୭୧୨୩ଦିପଙ୍କର ଦତ୍ତା
Calcutta High Court1 July 1862Indian High Courts Act 1861Andaman and Nicobar Islands, West BengalCalcuttaPort Blairଛାଞ୍ଚ:Efn-ua
Jalpaiguriଛାଞ୍ଚ:Efn-ua
725418T. B. Radhakrishnan
Chhattisgarh High Court1 November 2000Madhya Pradesh Reorganisation Act, 2000ChhattisgarhBilaspur
22175P. R. Ramachandra Menon
Delhi High Court[୩]31 October 1966Delhi High Court Act, 1966National Capital Territory of DelhiNew Delhi
604515Dhirubhai Naranbhai Patel
Gauhati High Court[୪]1 March 1948Government of India Act 1935Arunachal Pradesh, Assam, Mizoram, NagalandGuwahatiAizawl,ଛାଞ୍ଚ:Efn-ua Itanagar,ଛାଞ୍ଚ:Efn-ua Kohimaଛାଞ୍ଚ:Efn-ua24186Sudhanshu Dhulia
Gujarat High Court1 May 1960Bombay Reorgansisation Act, 1960GujaratAhmedabad
523913Vikram Nath
Himachal Pradesh High Court25 January 1971State of Himachal Pradesh Act, 1970Himachal PradeshShimla
13103L. Narayana Swamy
Jammu and Kashmir High Court26 March 1928Letters Patent issued by then Maharaja of Kashmir, Jammu and Kashmir Reorganisation Act, 2019Jammu and Kashmir, LadakhSrinagar/Jammuଛାଞ୍ଚ:Efn-ua
17134Pankaj Mithal
Jharkhand High Court 15 November 2000Bihar Reorganisation Act, 2000JharkhandRanchi
25196Ravi Ranjan
Karnataka High Court[୫]1884Mysore High Court Act, 1884KarnatakaBengaluruDharwad,ଛାଞ୍ଚ:Efn-ua Kalaburagiଛାଞ୍ଚ:Efn-ua624715Abhay Shreeniwas Oka
Kerala High Court[୬]1 November 1956States Reorganisation Act, 1956Kerala, LakshadweepKochi
473512S. Manikumar
Madhya Pradesh High Court[୭]2 January 1936Government of India Act 1935Madhya PradeshJabalpurGwalior,ଛାଞ୍ଚ:Efn-ua Indoreଛାଞ୍ଚ:Efn-ua534013Mohammad Rafiq
Madras High Court15 August 1862Indian High Courts Act 1861Tamil Nadu, PuducherryMadrasMaduraiଛାଞ୍ଚ:Efn-ua755619Sanjib Banerjee
Manipur High Court25 March 2013North-Eastern Areas (Reorganisation) and Other Related Laws (Amendment) Act, 2012ManipurImphal
541P. V. Sanjay Kumar
Meghalaya High Court23 March 2013North-Eastern Areas (Reorganisation) and Other Related Laws (Amendment) Act, 2012MeghalayaShillong
431Biswanath Somadder
Odisha High Court[୮]3 April 1948Odisha High Court Ordinance, 1948OrissaCuttack
27207S. Muralidhar
Patna High Court2 September 1916Letters Patent issued by then British CrownBiharPatna
534013Sanjay Karol
Punjab and Haryana High Court[୯]15 August 1947Punjab High Court Ordinance, 1947Chandigarh, Haryana, PunjabChandigarh
856421Ravi Shankar Jha
Rajasthan High Court21 June 1949Rajasthan High Court Ordinance, 1949RajasthanJodhpurJaipurଛାଞ୍ଚ:Efn-ua503812Indrajit Mahanty
Sikkim High Court16 May 1975The 36th Amendment to the Indian ConstitutionSikkimGangtok
330Jitendra Kumar Maheshwari
Telangana High Court[୧୦]1 January 2019Andhra Pradesh Reorganisation Act, 2014TelanganaHyderabad
24186Hima Kohli
Tripura High Court26 March 2013North-Eastern Areas (Reorganisation) and Other Related Laws (Amendment) Act, 2012TripuraAgartala
440Akil Kureshi
Uttarakhand High Court[୧୧]9 November 2000Uttar Pradesh Reorganisation Act, 2000UttarakhandNainital
1192Raghvendra Singh Chauhan
Total1079771308
Notes
ଛାଞ୍ଚ:Notelist-ua

ଆହୁରି ଦେଖନ୍ତୁ

ଆଧାର