କଲିକତା

(Calcuttaରୁ ଲେଉଟି ଆସିଛି)

[[Category:Lua error in package.lua at line 80: module 'Module:Pagetype/setindex' not found. with short description]]

କୋଲକାତା
কলকাতা
କଲିକତା
ସହର
Clockwise from top: Victoria Memorial, St. Paul's Cathedral, central business district, Howrah Bridge, city tram line, Vidyasagar Bridge
Clockwise from top: Victoria Memorial, St. Paul's Cathedral, central business district, Howrah Bridge, city tram line, Vidyasagar Bridge
Nickname(s): 
City of Joy, cultural capital of india, Palace city of india
ଦେଶଭାରତ
ରାଜ୍ୟପଶ୍ଚିମବଙ୍ଗ
ଅଞ୍ଚଳପ୍ରେସିଡେନ୍ସୀ
ଜିଲ୍ଲାKolkata[A]
Government
 • TypeMayor–Council
 • BodyKMC
 • MayorSovan Chatterjee[୧]
 • SheriffIndrajit Ray[୨]
 • Police commissionerRanjit Kumar
Pachnanda[୩]
Area
 • ସହର206 km2 (80 sq mi)
 • Metro
1,887 km2 (729 sq mi)
Elevation
9 m (30 ft)
Population
 (2011)[୪]
 • ସହର୪୪,୮୬,୬୭୯
 • Rank7th
 • Density22,000/km2 (56,000/sq mi)
 • Metro୧,୪୧,୧୨,୫୩୬
 • Metro rank
୩rd
 • Metropolitan
୧,୪୬,୧୭,୮୮୨ (୩rd)
DemonymCalcuttan
Time zoneUTC+05:30 (IST)
ZIP code(s)
7000 xx, 7001 xx
Area code+91-33
ଯାନବାହାନ ପଞ୍ଚୀକରଣWB 01–79
UN/LOCODEIN CCU
Spoken languagesBengali, English, [l
EthnicityBengali, Other
Websitewww.kmcgov.in

କଲିକତା (ବଙ୍ଗଳା: কলকাতা) ପଶ୍ଚିମବଙ୍ଗର ରାଜଧାନୀ । ଏହାର ନୂଆ ନାମ କୋଲକତା । ଏହା ହୁଗୁଳି ନଦୀର ପୂର୍ବ ତଟରେ ଅବସ୍ଥିତ । ଏହା ପୂର୍ବ ଭାରତର ଏକ ପ୍ରମୁଖ ବାଣିଜ୍ୟିକ, ସାଂସ୍କୃତିକ ଓ ଶିକ୍ଷା କେନ୍ଦ୍ର ।

ଇତିହାସ

ଚନ୍ଦ୍ରକେତୁଗଡ଼ଠାରେ ଆବିଷ୍କୃତ ଶିଳାଲେଖରୁ ଜଣାଯାଏ ଯେ କଲିକତା ଯେଊଁ ଅଞ୍ଚଳରେ ଅଛି ସେଠାଋେ ୨୦୦୦ ବର୍ଷ ଧଋି ଢନବସତି ରହିଆସିଛି। ୧୭ଶ ଶତାବ୍ଦୀରେ ଏଠାରେ ଇଂରେଜମାନେ ବ୍ୟବସାୟ ଆରମ୍ଭ କଲେ। ୨୦ଶ ଶତକରେ ଏହା ଭାରତୀୟ ଜାତୀୟତାବାଦର କେନ୍ଦ୍ର ପାଲଟିଲା। ସେବେଠାରୁ ଏହା ଆକାରରେ ବୃଦ୍ଧି ପାଇ ସମ୍ପ୍ରତି ଭାରତର ଏକ ପ୍ରମୁଖ ବାଣିଜ୍ୟ କେନ୍ଦ୍ର ରୂପେ ପରିଗଣିତ ହେଉଛି।

ଭୌଗଳିକ ଅବସ୍ଥାନ

ଏହା ଭାରତର ପଶ୍ଚିମବଙ୍ଗରେ ଅଛି। ଏହା ହୁଗୁଳି ନଈ କୂଳେ ଅବସ୍ଥିତ।

ଅର୍ଥନୈତିକ ବ୍ୟବସ୍ଥା

ଶିକ୍ଷା ଓ ସଂସ୍କୃତି

କୋଲକାତା ବିଦ୍ୟାଳୟଗୁଡ଼ିକ ରାଜ୍ୟ ସରକାର କିମ୍ବା ବେସରକାରୀ ସଂସ୍ଥାଦ୍ୱାରା ପରିଚାଳିତ।

ଅଧିକ ଦେଖନ୍ତୁ

ଆଧାର