କଳିଙ୍ଗ (ବହୁବିକଳ୍ପ)
ବହୁବିକଳ୍ପ
(କଳିଙ୍ଗରୁ ଲେଉଟି ଆସିଛି)
କଳିଙ୍ଗ ଏହା ମଧ୍ୟରୁ କିଛି ବି ବୁଝାଇପାରେ:
- କଳିଙ୍ଗ : ଭାରତର ଏକ ପୁରାତନ ରାଜ୍ୟ
- କଳିଙ୍ଗ ଯୁଦ୍ଧ: ସମ୍ରାଟ ଅଶୋକଙ୍କଦ୍ୱାରା ହୋଇଥିବା କଳିଙ୍ଗ ଆକ୍ରମଣ
- କଳିଙ୍ଗ ଲିପି: ଏକ ଭାରତୀୟ ଲିପି
- କଳିଙ୍ଗ ମଘା : ଶ୍ରୀଲଙ୍କାର ଜାଫନା ସହର ପ୍ରତିଷ୍ଠାତା
- କଳିଙ୍ଗ (ରାଜ୍ୟ), ଫିଲିପାଇନ୍ସ : ଫିଲିପାଇନ୍ସ ଦେଶର ଏକ ରାଜ୍ୟ
- କଳିଙ୍ଗ (ରାଜ୍ୟ), ଜାଭା : ଇଣ୍ଡୋନେସିଆର ଜାଭା ଦ୍ୱୀପର ଉତ୍ତର ଭାଗରେ ଗଢ଼ି ଉଠିଥିବା ଏକ ଭାରତୀୟ ଔପନିବେଶିକ ରାଜ୍ୟ ।
- କଳିଙ୍ଗ ଏୟାରଲାଇନ୍ସ: କୋଲକାତାସ୍ଥିତ ଏକ ଘରୋଇ ବିମାନ ପରିଚାଳନ ସଂସ୍ଥା
- କଳିଙ୍ଗ ପୁରସ୍କାର :ୟୁନେସ୍କୋ ତରଫରୁ ଦିଆଯାଉଥିବା ଏକ ପୁରସ୍କାର
- କଳିଙ୍ଗ (ମହାଭାରତ) : ଭାରତୀୟ ମହାଭାରତରେ ବର୍ଣ୍ଣିତ ଐତିହାସିକ କଳିଙ୍ଗ ସାମ୍ରାଜ୍ୟ
- କେଲିଂଗ୍ ବା କ୍ଲିଂଗ୍ : ଦକ୍ଷିଣ-ପୂର୍ବ ଏସିଆର କିଛି ଦେଶରେ ଭାରତୀୟ ବଂଶୋଦ୍ଭବଙ୍କ ଉଦ୍ଦେଶ୍ୟରେ ବ୍ୟବହୃତ ଏକ ଶବ୍ଦ ।
🔥 Top keywords: ପ୍ରଧାନ ପୃଷ୍ଠାରାମ ନବମୀଓଡ଼ିଆ ଭାଷାବିଶେଷ:ଖୋଜନ୍ତୁସୁଦଶା ବ୍ରତମିଡ଼ିଆଉଇକି:Interwiki-links.jsଜଗନ୍ନାଥ ଦାସଅମୃତାୟନଉଇକିପିଡ଼ିଆ:ଉଇକିପିଡ଼ିଆ ବାବଦରେଦ୍ୱିତୀୟ ବିଶ୍ୱଯୁଦ୍ଧଉଇକିପିଡ଼ିଆ:ସଙ୍ଘ ସୂଚନା ଫଳକବିଜୁ ପଟ୍ଟନାୟକରାଧାନାଥ ରାୟଜଗନ୍ନାଥ ମନ୍ଦିରରାମଫକୀର ମୋହନ ସେନାପତିସହଯୋଗ:ବିଷୟବସ୍ତୁଜଗନ୍ନାଥଉଇକିପିଡ଼ିଆ:ଆମ ସହ ଯୋଗାଯୋଗରାମାୟଣଓଡ଼ିଆ ସାହିତ୍ୟସାରଳା ଦାସମଧୁସୂଦନ ଦାସଉଇକିପିଡ଼ିଆଗୋପବନ୍ଧୁ ଦାସଗଙ୍ଗାଧର ମେହେରwiki.phtmlଗୋପୀନାଥ ମହାନ୍ତିଲିଙ୍ଗରାଜ ମନ୍ଦିରଗୋଦାବରୀଶ ମିଶ୍ରମଧୁସୂଦନ ରାଓଉଇକିପିଡ଼ିଆ:ଆମେ ଦାୟୀ ନୋହୁଁନମିତା ଅଗ୍ରୱାଲଶାନ୍ତନୁ କୁମାର ଆଚାର୍ଯ୍ୟଛାଞ୍ଚ:Key press/docପଣା ସଂକ୍ରାନ୍ତିଲକ୍ଷ୍ମୀକାନ୍ତ ମହାପାତ୍ରମନୋଜ ଦାସଅଂଶୁଘାତ