ଶ୍ରୀଲଙ୍କା

ଦକ୍ଷିଣ ଏସିଆର ଦେଶ

ଶ୍ରୀଲଙ୍କା ଏସିଆ ମହାଦେଶ ଅନ୍ତର୍ଗତ ଏକ ଦେଶ । ୧୯୭୨ ମସିହା ପର୍ଯ୍ୟନ୍ତ ଏହା ସିଲୋନ ନାମରେ ପରିଚିତ ଥିଲା ।[୭][୮]୧୯୪୮ ମସିହାରେ ଏହା ବିଟିଶ ଶାସନରୁ ମୁକ୍ତ ହୋଇ ଏକ ସ୍ୱାଧୀନ ରାଷ୍ଟ୍ରରେ ପରିଣତ ହୋଇଥିଲା । [୯]

Democratic Socialist
Republic of Sri Lanka

  • ශ්‍රී ලංකා ප්‍රජාතාන්ත්‍රික සමාජවාදී ජනරජය (Sinhala)
    இலங்கை சனநாயக சமத்துவ குடியரசு (Tamil)


Flag of Sri Lanka
Emblem of Sri Lanka
FlagEmblem
ଜାତୀୟ ସଙ୍ଗୀତ: 

Sri Lanka Matha
Mother Sri Lanka
Location of Sri Lanka
ରାଜଧାନୀSri Jayawardenapura-Kotte[୧][୨]
ବୃହତ୍ତମ ସହରକଲୋମ୍ବୋ
ସରକାରୀ ଭାଷାSinhala, Tamil
ଜାତୀୟତାSri Lankan
GovernmentDemocratic Socialist Republic
Semi-presidential system
• ରାଷ୍ଟ୍ରପତି
ମହିନ୍ଦା ରାଜପକ୍ଷ
• ପ୍ରଧାନମନ୍ତ୍ରୀ
ଡି. ଏମ. ଜୟରତ୍ନେ
• ବାଚସ୍ପତି
ଚମାଲ ରାଜପକ୍ଷ
• ମୁଖ୍ୟ ବିଚାରପତି
Dr. Shirani Bandaranayake
ସ୍ୱାଧୀନ 
from the United Kingdom
କ୍ଷେତ୍ରଫଳ
• ମୋଟ
65,610 km2 (25,330 sq mi) (122nd)
• ଜଳଭାଗ (%)
4.4
ଲୋକସଂଖ୍ୟା
• 2010 estimate
20,238,000[୩] (56th)
• Mid 2010 census
20,653,000[୪]
• ଘନତା
308.4/km2 (798.8/sq mi) (35th)
ମୋଟ ଘରୋଇ ଉତ୍ପାଦ  (ସମତୁଲ୍ୟ କ୍ରୟଶକ୍ତି)2010 estimate
• ମୋଟ
$106.5 billion[୫] (65th)
• ମୁଣ୍ଡପିଛା
$5,220[୫]
ମୋଟ ଘରୋଇ ଉତ୍ପାଦ (ସାଙ୍କେତିକ)2010 estimate
• ମୋଟ
$49.68 billion[୫] (73rd)
• ମୁଣ୍ଡପିଛା
$2,435[୫]
ଜିନି ଗୁଣାଙ୍କ  (2010)36
medium
ମାନବ ବିକାଶ ସୂଚନାଙ୍କ (2011)Increase0.691[୬]
Error: Invalid HDI value · 97th
ମୁଦ୍ରାSri Lankan Rupee (LKR)
ସମୟ ମଣ୍ଡଳUTC+5:30 (Sri Lanka Standard Time Zone)
• Summer (DST)
not observed
ତାରିଖ ସଜାଣିyyyy/mm/dd (AD)
ରାସ୍ତା ଚାଲିବା ପାଖleft
ଟେଲିଫୋନ କୋଡ଼୯୪
Internet TLD.lk, .ලංකා, .இலங்கை

ଭୂଗୋଳ

ଏହା ଭାରତ ମହାସାଗରର ଦକ୍ଷିଣ ପୂର୍ବରେ ଥିବା ଏକ ଦ୍ୱୀପପୁଞ୍ଜ । ଏହା ଏକ ପ୍ରମୁଖ ସମୁଦ୍ର ପଥ ନିକଟବର୍ତ୍ତି | ଦେଶର ସମୁଦାୟ କ୍ଷେତ୍ରଫଳ ୬୫,୬୧୨ ବର୍ଗ କିଲୋମିଟର, ଯେଉଥିରୁ ୬୨,୭୦୭ ବର୍ଗ କିଲୋମିଟର ସ୍ଥଳଭାଗ ଏବଂ ୨,୯୦୫ କିଲୋମିଟର ଜଳଭାଗ | ଏହାର ଉପକୂଳ ରେଖା ୧,୩୪୯ ବର୍ଗ କିଲୋମିଟର (୮୩୦ ବର୍ଗ ମାଇଲ) ଲମ୍ବ | ଶ୍ରୀଲଙ୍କାର ମୁଖ୍ୟ ଦ୍ୱୀପର କ୍ଷେତ୍ରଫଳ ୬୫,୨୬୮ କିଲୋମିଟର; ଏହା କ୍ଷେତ୍ର ଅନୁଯାୟୀ ବିଶ୍ୱର ପଚିଶତମ ବୃହତ୍ତମ ଦ୍ୱୀପ | ଅବଶିଷ୍ଟ ୩୪୨ ବର୍ଗ କିଲୋମିଟର ଅଞ୍ଚଳ ଡଜନେ ଛୋଟ ଦ୍ୱୀପପୁଞ୍ଜର ଅନ୍ତର୍ଭୁକ୍ତ |ଏହି ଛୋଟ ଦ୍ୱୀପପୁଞ୍ଜର ବୃହତ୍ତମ ଦ୍ୱୀପ, ମନ୍ନାର୍ ଦ୍ୱୀପ, ଯାହା ଆଦାମ ସେତୁ ଆଡକୁସ୍ଥିତ ।

ଶ୍ରୀଲଙ୍କାର ଜଳବାୟୁକୁ କ୍ରାନ୍ତୀୟ ମୋୖସୁମୀ ପ୍ରଭାବିତ କରେ: ଉତ୍ତର-ପୂର୍ବ ମୋୖସୁମୀ (ଡିସେମ୍ବରରୁ ମାର୍ଚ୍ଚ) ଏବଂ ଦକ୍ଷିଣ-ପଶ୍ଚିମ ମୋୖସୁମୀ (ଜୁନ୍ରୁ ଅକ୍ଟୋବର) |ଏହାର ଭୂଭାଗରେ ପ୍ରାୟତଃ ସମତଳ ବା ଅସମାନ ସମତଳ ଭୁମି ଓ ଦକ୍ଷିଣ-କେନ୍ଦ୍ରୀୟ ଆଭ୍ୟନ୍ତର ପାର୍ବତ୍ୟାଞ୍ଚଳ ଅନ୍ତର୍ଭୁକ୍ତ | ସର୍ବୋଚ୍ଚ ସ୍ଥାନ ହେଉଛି ୨,୫୨୪.୧୩ ମିଟର (୮,୨୮୧.୩ ଫୁଟ) ଉଚ୍ଚ ପିଡୁରୁଟାଲାଗାଲା ପର୍ବତ ଶିଖର | ଶ୍ରୀଲଙ୍କା ଚୂନ ପଥର, ଗ୍ରାଫାଇଟ୍, ମିନେରାଲ୍ ବାଲି, ରତ୍ନ ପଥର, ଫସଫେଟ୍, ଏବଂ ଜଳ ବିଦ୍ୟୁତ୍ ଶକ୍ତି ଭଳି ପ୍ରାକୃତିକ ସମ୍ପଦଗୁଡ଼ିକରେ ସମୃଦ୍ଧ |

ଆଧାର