ଚିଟାଗଙ୍ଗ

[[Category:Lua error in package.lua at line 80: module 'Module:Pagetype/setindex' not found. with short description]]

ଚିଟାଗଙ୍ଗ
চট্টগ্রাম
ମହାନଗର
ଚାଟୋଗ୍ରାମ୍
Chittagong Skyline
[[File:|Chittagong city skyline|260px]]
PatengaEthnological Museum of Chittagong
Port of Chittagong & Karnaphuli River
From top: Chittagong Skyline,
Chittagong from sky, Shah Amanat Bridge,
Patenga sea beach,
Ethnological Museum of Chittagong, Port of Chittagong & Karnaphuli River
Countryବଙ୍ଗଳାଦେଶ
DivisionChittagong Division
DistrictChittagong District
Establishment1340 CE
Granted city status1947
Area
 • ମହାନଗର168.07 km2 (64.89 sq mi)
Elevation
4 m (13.12 ft)
Population
 (2016)
 • ମହାନଗର୮୪,୪୦,୦୦୦[୧]
 • Density19,800/km2 (51,000/sq mi)
 • Urban
୬୦,୨୫,୯୮୫
 • Metro
୯୪,୫୩,୪୯୬
 • Literacy rate
୬୨.୩%
Time zoneUTC+6 (BST)
Postal code
4000, 4100, 42xx
National Calling Code+880 31
Calling Code02
GDP (2005)$52 billion[୨]


ଚିଟାଗଙ୍ଗ ଦକ୍ଷିଣ-ପୂର୍ବ ବାଂଲାଦେଶର ଏକ ପ୍ରମୁଖ ଉପକୂଳବର୍ତୀ ସହର ଏବଂ ବାଣିଜ୍ୟିକ କେନ୍ଦ୍ର ଅଟେ । ୨୦୧୭ ଜନଗଣନାରେ ଏହି ସହରର ଜନସଂଖ୍ୟା ୮୭ ଲକ୍ଷ ଥିଲା। ଏହା ଦେଶର ଦ୍ୱିତୀୟ ବୃହତ୍ତମ ସହର ଅଟେ । ଏହା ଏକ ନିଜନାମୀ ଜିଲ୍ଲା ଏବଂ ବିଭାଗର ରାଜଧାନୀ ଏବଂ ପ୍ରଶାସନିକ ଆସନ | ଏହି ସହର ଚିଟାଗଙ୍ଗ ପାର୍ବତୀୟ ଅଞ୍ଚଳ ଏବଂ ବଙ୍ଗୋପସାଗର ମଧ୍ୟରେ ଓ କର୍ଣ୍ଣାଫୁଲି ନଦୀ କୂଳରେ ଅବସ୍ଥିତ | ଢାକା ପରେ ଆଧୁନିକ ଚିଟାଗଙ୍ଗ ବାଂଲାଦେଶର ଦ୍ୱିତୀୟ ଗୁରୁତ୍ୱପୂର୍ଣ୍ଣ ସହରୀ କେନ୍ଦ୍ର ଅଟେ।

ଭୂଗୋଳ

ଚିଟାଗଙ୍ଗ ୨୨° ୨୦′ ୦୬ ″ ଉତ୍ତର ଓ ୯୧° ୪୯′ ୫୭ ″ ପୂର୍ବରେ ଅବସ୍ଥିତ | ଏହା ଦକ୍ଷିଣ-ପୂର୍ବ ବାଂଲାଦେଶର ଚିଟାଗଙ୍ଗ ପାର୍ବତୀୟ ଅଞ୍ଚଳର ଉପକୂଳ ଅଞ୍ଚଳରେ ବିସ୍ତୃତ । କର୍ଣ୍ଣାଫୁଲି ନଦୀ ସହରର ଦକ୍ଷିଣ କୂଳରେ ପ୍ରବାହିତ ହୋଇ ଏହର ପଶ୍ଚିମ ଦିଗରେ ୧୨ କିଲୋମିଟର (୭ ମାଇଲ) ଦୂରରେ ବଙ୍ଗୋପସାଗରରେ ପ୍ରବେଶ କରେ । ୩୫୧ ମିଟର (୧,୧୫୨ ଫୁଟ) ଉଚ୍ଚତା ବିଶିଷ୍ଟ ଚିଟାଗଙ୍ଗ ଜିଲ୍ଲାର ସୀତାକୁଣ୍ଡା ପର୍ବତ ହେଉଛି ସର୍ବୋଚ୍ଚ ପର୍ବତ । ସହର ଭିତରେ, ସର୍ବୋଚ୍ଚ ଶିଖର ହେଉଛି ୮୫.୩ ମିଟର (୨୮୦ ଫୁଟ) ଉଚ୍ଚ ବାଟାଲି ହିଲ୍ । ଗଙ୍ଗା ଏବଂ ବ୍ରହ୍ମପୁତ୍ର ନଦୀରୁ ପ୍ରମୁଖ ପଙ୍କ ପ୍ରବାହ ସହରର ଚାରିପଟେ ଜୁଆର ସମତଳ ସୃଷ୍ଟି କରେ ।

ଆଧାର