ଡିଗକ୍ସିନ

ଡିଗକ୍ସିନ (ଇଂରାଜୀ ଭାଷାରେ Digoxin, ବିକ୍ରୟ ନାମ ଲାନୋକ୍ସିନ, ଏକ ଔଷଧ ଯାହା ଅନେକ ପ୍ରକାରର ହୃଦ୍‌ରୋଗର ଚିକିତ୍ସା ନିମନ୍ତେ ଦିଆଯାଏ । ଅଧିକାଂଶ ସମୟରେ ଏହା ଆଟ୍ରିଆଲ ଫିବ୍ରିଲେସନ, ଆଟ୍ରିଆଲ ଫ୍ଲଟର (atrial flutter) ଓ ହୃଦ୍‌ପାତ ରୋଗମାନଙ୍କରେ ଦିଆଯାଏ । ଡିଗକ୍ସିନ ପାଟିରେ ବା ଶିରାଭ୍ୟନ୍ତରରେ (injection into a vein) ଦିଆଯାଏ ।[୨]

ଡିଗକ୍ସିନ
Clinical data
Pronunciation/dɪˈɒksɪn/, with a soft gee[୧]
Trade namesLanoxin, others
AHFS/Drugs.commonograph
MedlinePlusa682301
Pregnancy
category
  • AU: A
  • US: C (Risk not ruled out)
Routes of
administration
by mouth, intravenous
ATC code
Legal status
Legal status
  • AU: S4 (Prescription only)
  • UK: POM (Prescription only)
  • US: ℞-only
Pharmacokinetic data
Bioavailability60 to 80% (by mouth)
Protein binding25%
Metabolismliver (16%)
Elimination half-life36 to 48 hours
(normal kidney function)
3.5 to 5 days
(impaired kidney function)
Excretionkidney
Identifiers
IUPAC name
  • 4-[(3S,5R,8R,9S,10S,12R,13S,14S)-3-[(2S,4S,5R,6R)-5-[(2S,4S,5R,6R)-5-[(2S,4S,5R,6R)-4,5-dihydroxy-6-methyl-oxan-2-yl]oxy-4-hydroxy-6-methyl-oxan-2-yl]oxy-4-hydroxy-6-methyl-oxan-2-yl]oxy-12,14-dihydroxy-10,13-dimethyl-1,2,3,4,5,6,7,8,9,11,12,15,16,17-tetradecahydrocyclopenta[a]phenanthren-17-yl]-5H-furan-2-one
CAS Number
PubChem CID
IUPHAR/BPS
DrugBank
ChemSpider
UNII
KEGG
ChEBI
ChEMBL
ECHA InfoCard100.040.047 Edit this at Wikidata
Chemical and physical data
FormulaC41H64O14
Molar mass780.949 g/mol
3D model (JSmol)
Melting point249.3 °C (480.7 °F)
Solubility in water0.0648 mg/mL (20 °C)
SMILES
  • O=C\1OC/C(=C/1)[C@H]2CC[C@@]8(O)[C@]2(C)[C@H](O)C[C@H]7[C@H]8CC[C@H]6[C@]7(C)CC[C@H](O[C@@H]5O[C@H](C)[C@@H](O[C@@H]4O[C@@H]([C@@H](O[C@@H]3O[C@@H]([C@@H](O)[C@@H](O)C3)C)[C@@H](O)C4)C)[C@@H](O)C5)C6
InChI
  • InChI=1S/C41H64O14/c1-19-36(47)28(42)15-34(50-19)54-38-21(3)52-35(17-30(38)44)55-37-20(2)51-33(16-29(37)43)53-24-8-10-39(4)23(13-24)6-7-26-27(39)14-31(45)40(5)25(9-11-41(26,40)48)22-12-32(46)49-18-22/h12,19-21,23-31,33-38,42-45,47-48H,6-11,13-18H2,1-5H3/t19-,20-,21-,23-,24+,25-,26-,27+,28+,29+,30+,31-,33+,34+,35+,36-,37-,38-,39+,40+,41+/m1/s1 checkY
  • Key:LTMHDMANZUZIPE-PUGKRICDSA-N checkY
  (verify)

ଡିଗକ୍ସିନର ମାତ୍ରାଧିକ ହେଲେ ପାର୍ଶ୍ୱ ପ୍ରତିକ୍ରିୟାରେ ସ୍ତନବୃଦ୍ଧି ବା ଗାଇନେକୋମାସ୍ଟିଆ (breast enlargement) ହୋଇପାରେ ।[୨][୩] ଅନ୍ୟାନ୍ୟ ପ୍ରତିକ୍ରିୟା ମଧ୍ୟରେ ଅରୁଚି, ଅଇ, ଦୃଷ୍ଟି ସମସ୍ୟା, ଦ୍ୱନ୍ଦ୍ୱ ଓ ଅନିୟମିତ ହୃତ୍‌ ସ୍ପନ୍ଦ‌ନ ହୋଇପାରେ । ସିନିଅର ସିଟିଜେନମାନଙ୍କର ଅଧିକ ଯତ୍ନ ଆବଶ୍ୟକ ହୁଏ ବିଶେଷତଃ ଯଦି ବୃକ୍‌କ ସମସ୍ୟା (kidney function) ଥାଏ ।[୩] ଗର୍ଭାବସ୍ଥାରେ ଏହାର ପ୍ରଭାବ ସ୍ପଷ୍ଟ ହୋଇନାହିଁ ।[୪] ଏହା କାର୍ଡ଼ିଆକ ଗ୍ଲାଇକୋସାଇଡ (cardiac glycoside) ଶ୍ରେଣୀର ଏହ ଔଷଧ ।[୨]

ଡିଗକ୍ସିନ ପ୍ରଥମେ ଫକ୍ସଗ୍ଲୋଭ ଗଛ foxglove ବା ଡିଜିଟାଲିସ ଲାନାଟାରୁ (Digitalis lanata)ରୁ ପୃଥକ କରାଯାଇଥିଲା ସନ ୧୯୩୦ ମସିହାରେ ।[୫][୬] ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ (World Health Organization's List of Essential Medicines) ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ (health system) ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ ।[୭] ବିକାଶଶୀଳ ଦେଶମାନଙ୍କରେ (developing world) ଏହି ଔଷଧର ଏକ ମାସ ଡୋଜର କ୍ରୟ ମୂଲ୍ୟ ୦.୨୧ରୁ ୬.୬ ଆମେରିକୀୟ ଡଲାର ।[୮] ଯୁକ୍ତରାଷ୍ଟ୍ର ଆମେରିକାରେ ଏହାର ଏକ ମାସ ଡୋଜର ହୋଲସେଲ ମୂଲ୍ୟ ପ୍ରାୟ ୨୫ ଆମେରିକୀୟ ଡଲାର ।[୯]

ଆଧାର

🔥 Top keywords: ପ୍ରଧାନ ପୃଷ୍ଠାମିଡ଼ିଆଉଇକି:Interwiki-links.jsଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ, ଓଡ଼ିଶାବିଶେଷ:ଖୋଜନ୍ତୁଓଡ଼ିଆ ଭାଷାଦ୍ୱିତୀୟ ବିଶ୍ୱଯୁଦ୍ଧଫକୀର ମୋହନ ସେନାପତିଜଗନ୍ନାଥ ମନ୍ଦିରଜଗନ୍ନାଥ ଦାସବନ୍ଦେ ଉତ୍କଳ ଜନନୀଲକ୍ଷ୍ମୀକାନ୍ତ ମହାପାତ୍ରଗୋପବନ୍ଧୁ ଦାସମଧୁସୂଦନ ଦାସମନମୋହନ ସାମଲଗୋପୀନାଥ ମହାନ୍ତିଉଇକିପିଡ଼ିଆ:ଆମେ ଦାୟୀ ନୋହୁଁମହାତ୍ମା ଗାନ୍ଧୀସୀତା ନବମୀସହଯୋଗ:ବିଷୟବସ୍ତୁବିଶେଷ:ନଗଦବଦଳକାଳିନ୍ଦୀ ଚରଣ ପାଣିଗ୍ରାହୀଗଙ୍ଗାଧର ମେହେରସାରଳା ଦାସଜଗନ୍ନାଥଉଇକିପିଡ଼ିଆ:ଉଇକିପିଡ଼ିଆ ବାବଦରେସଚ୍ଚିଦାନନ୍ଦ ରାଉତରାୟମଧୁସୂଦନ ରାଓପୁନମ ମିଶ୍ରଓଡ଼ିଶାଉଇକିପିଡ଼ିଆ:ଆମ ସହ ଯୋଗାଯୋଗଓଡ଼ିଆ ସାହିତ୍ୟଫାଇଲ:Namita Agrawal (Odia Singer).jpgଗୋଦାବରୀଶ ମିଶ୍ରଶାନ୍ତନୁ କୁମାର ଆଚାର୍ଯ୍ୟଉଇକିପିଡ଼ିଆ:ସଙ୍ଘ ସୂଚନା ଫଳକରାଧାନାଥ ରାୟମାଧ୍ୟମିକ ଶିକ୍ଷା ପରିଷଦ, ଓଡ଼ିଶାwiki.phtmlପ୍ରତିଭା ରାୟ