Jump to content

ତେଜପୁର

ଉଇକିପିଡ଼ିଆ‌ରୁ

[[Category:Lua error in package.lua at line 80: module 'Module:Pagetype/setindex' not found. with short description]]

Tezpur
তেজপুৰ
City
Sunset at Ganesh Ghat near The Brahmaputra, Tezpur
Sunset at Ganesh Ghat near The Brahmaputra, Tezpur
Nickname: 
City of Eternal Romance
ଦେଶ India
ରାଜ୍ୟAssam
ଜିଲ୍ଲାSonitpur
Government
 • BodyTezpur Municipality Board
Elevation
48 m (157 ft)
Population
 (2011)[୧]
 • Total୫୮,୫୫୯
ଭାଷା
 • ସରକାରୀAssamese
Time zoneUTC+5:30 (IST)
ଯାନବାହାନ ପଞ୍ଚୀକରଣAs -12
Websitesonitpur.nic.in

ତେଜପୁର ଏକ ଭାରତୀୟ ପୌର ବୋର୍ଡ଼ (Municipal board) ଅଟେ । ଏହା ଆସାମର ସୋନିତ୍ପୁର୍ ଜିଲ୍ଲାରେ ଅବସ୍ଥିତ ।

ଭୌଗଳିକ ଅବସ୍ଥିତି

ତେଜପୁର ୨୬.୬୩୩୩ ଉତ୍ତର ଅକ୍ଷାଂଶ ଓ ୯୨.୮୦୦୦ ପୂର୍ବ ଦ୍ରାଘିମାରେ ଅବସ୍ଥିତ । ସମୁଦ୍ର ପତନଠାରୁ ଏହା ୧୫୭ ଫୁଟ ଉଚ୍ଚତାରେ ରହିଛି ।[୨]

ଜନସଂଖ୍ୟା ଓ ସାକ୍ଷରତା

୨୦୦୧ ମସିହାର ଭାରତୀୟ ଜନଗଣନା ଅନୁସାରେ, ତେଜପୁର ସହରର ମୋଟ ଜନସଂଖ୍ୟା ୫୮୨୪୦ ଅଟେ ।[୩] ସେଥି ମଧ୍ୟରୁ ୫୨.୩୭% ଜଣ ପରୁଷ ହୋଇଥିବା ବେଳେ ୪୭.୬୩% ଜଣ ନାରୀ ଅଟନ୍ତି । ତେଜପୁରର ସାକ୍ଷରତା ହାର ୮୨.୫୮% ଅଟେ । ଏହା ଜାତୀୟ ହାରଠାରୁ ୧୭.୭୪% ପ୍ରତିଶତ କମ ଅଟେ । ସେଥିରୁ ୪୪.୯୩% ପ୍ରତିଶତ ପୁରୁଷ ଓ ୩୭.୬୪% ନାରୀ ଅଟନ୍ତି । ୮.୮୮% ଲୋକ ସେଠାରେ ୬ ବର୍ଷ ବୟସରୁ କମ ବୟସ୍କ ଅଟନ୍ତି ।[୩]

ଭାଷା

ଅହମିଆ ତେଜପୁରର ସରକାରୀ ଭାଷା ଅଟେ ।

ପାଣିପାଗ

Tezpur
Climate chart (explanation)
JFMAMJJASOND
 
 
13
 
24
11
 
 
22
 
26
14
 
 
41
 
30
17
 
 
157
 
30
20
 
 
261
 
31
22
 
 
32
 
32
25
 
 
363
 
32
25
 
 
312
 
32
25
 
 
236
 
31
25
 
 
121
 
31
22
 
 
19
 
28
17
 
 
11
 
25
13
Average max. and min. temperatures in °C
Precipitation totals in mm
Source: [୪]

ପ୍ରାୟତଃ ଭାରତୀୟ ସହର ଗୁଡ଼ିକ ଗ୍ରୀଷ୍ମ ମଣ୍ଡଳୀୟ ହୋଇଥାନ୍ତି । ତେଜପୁରରେ ବାର୍ଷିକ ସର୍ବାଧିକ ହାରାହାରି ତାପମାତ୍ରା ୨୯.୪ ଡିଗ୍ରୀ ସେଣ୍ଟିଗ୍ରେଡ ଅନୁଭୂତ ହେଉଥିବା ବେଳେ ସର୍ବନିମ୍ନ ହାରାହାରି ତାପମାତ୍ରା ୧୯.୨ ଡିଗ୍ରୀ ସେଣ୍ଟିଗ୍ରେଡ ଅଟେ । ଏଠାରେ ବାର୍ଷିକ ହାରାହାରି ବୃଷ୍ଟିପାତ ୧୮୬୯.୭ mm/inches ହୋଇଥାଏ ।

Climate data for Tezpur, ଭାରତ (୧୯୭୧–୨୦୦୦)
MonthJanFebMarAprMayJunJulAugSepOctNovDecYear
ହାରାହାରି ସର୍ବାଧିକ °C (°F)23.6
(74.5)
25.8
(78.4)
29.6
(85.3)
30.2
(86.4)
30.9
(87.6)
32.0
(89.6)
31.9
(89.4)
32.3
(90.1)
31.4
(88.5)
30.7
(87.3)
28.3
(82.9)
24.6
(76.3)
29.4
(84.9)
ହାରାହାରି ସର୍ବନିମ୍ନ °C (°F)11.4
(52.5)
13.7
(56.7)
17.1
(62.8)
19.9
(67.8)
22.1
(71.8)
24.6
(76.3)
25.1
(77.2)
25.3
(77.5)
24.5
(76.1)
21.7
(71.1)
16.8
(62.2)
12.5
(54.5)
19.2
(66.6)
Average rainfall mm (inches)12.8
(0.504)
22.0
(0.866)
41.4
(1.63)
157.3
(6.193)
261.2
(10.283)
313.9
(12.358)
362.5
(14.272)
311.5
(12.264)
236.2
(9.299)
121.1
(4.768)
18.5
(0.728)
11.1
(0.437)
୧,୮୬୯.୭
(୭୩.୬୧)
ହାରାହାରି ମେଘାତ୍ସନ ଦିବସ1.32.04.111.413.315.016.413.812.65.71.41.298.3
ହାରାହାରି ବିଜୁଳି ଘଡ଼ଘଡ଼ି ମାରୁଥିବା ଦିବସ0.62.14.010.59.911.710.111.410.73.10.60.575.3

ହାରାହାରି କୁହୁଡ଼ି ଘେରା ଦିବସ3.90.80.00.00.00.10.10.10.30.80.83.810.8
Source: India Meteorological Department (temperatures and precipitation)[୫][୬]

ଆହୁରି ପଢନ୍ତୁ

ଆଧାର

ବାହାର ଲିଙ୍କ

🔥 Top keywords: ପ୍ରଧାନ ପୃଷ୍ଠାମିଡ଼ିଆଉଇକି:Interwiki-links.jsଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ, ଓଡ଼ିଶାବିଶେଷ:ଖୋଜନ୍ତୁଓଡ଼ିଆ ଭାଷାଦ୍ୱିତୀୟ ବିଶ୍ୱଯୁଦ୍ଧଫକୀର ମୋହନ ସେନାପତିଜଗନ୍ନାଥ ମନ୍ଦିରଜଗନ୍ନାଥ ଦାସବନ୍ଦେ ଉତ୍କଳ ଜନନୀଲକ୍ଷ୍ମୀକାନ୍ତ ମହାପାତ୍ରଗୋପବନ୍ଧୁ ଦାସମଧୁସୂଦନ ଦାସମନମୋହନ ସାମଲଗୋପୀନାଥ ମହାନ୍ତିଉଇକିପିଡ଼ିଆ:ଆମେ ଦାୟୀ ନୋହୁଁମହାତ୍ମା ଗାନ୍ଧୀସୀତା ନବମୀସହଯୋଗ:ବିଷୟବସ୍ତୁବିଶେଷ:ନଗଦବଦଳକାଳିନ୍ଦୀ ଚରଣ ପାଣିଗ୍ରାହୀଗଙ୍ଗାଧର ମେହେରସାରଳା ଦାସଜଗନ୍ନାଥଉଇକିପିଡ଼ିଆ:ଉଇକିପିଡ଼ିଆ ବାବଦରେସଚ୍ଚିଦାନନ୍ଦ ରାଉତରାୟମଧୁସୂଦନ ରାଓପୁନମ ମିଶ୍ରଓଡ଼ିଶାଉଇକିପିଡ଼ିଆ:ଆମ ସହ ଯୋଗାଯୋଗଓଡ଼ିଆ ସାହିତ୍ୟଫାଇଲ:Namita Agrawal (Odia Singer).jpgଗୋଦାବରୀଶ ମିଶ୍ରଶାନ୍ତନୁ କୁମାର ଆଚାର୍ଯ୍ୟଉଇକିପିଡ଼ିଆ:ସଙ୍ଘ ସୂଚନା ଫଳକରାଧାନାଥ ରାୟମାଧ୍ୟମିକ ଶିକ୍ଷା ପରିଷଦ, ଓଡ଼ିଶାwiki.phtmlପ୍ରତିଭା ରାୟ