ଧାନ

ଏହା ଏକ ଶସ୍ୟ

ଧାନ ହେଉଛି ଏକ ଶସ୍ୟ । ଏହା ମୁଖ୍ୟତଃ ଦକ୍ଷିଣ ପୂର୍ବ ଏସିଆ ମହାଦେଶରେ ଅଧିକ ଭାବେ ଚାଷ କରାଯାଏ। ଏହା ଏକ ମୂଳ ଶସ୍ୟ ଏଥିରୁ ବିଭିନ୍ନ ପ୍ରକାରର ଖାଦ୍ୟ ପ୍ରସ୍ତୁତ କରାଯାଏ । ଧାନ ଚାଷ ସାଧାରଣତଃ ବର୍ଷାଋତୁରେ ଚାଷ କରାଯାଏ । ଧାନ ଫସଲ ସବୁପ୍ରକାର ଜମିରେ ଚାଷ କରାଯାଇ ପାରିବ। ଧାନର ବୈଜ୍ଞାନିକ ନାମ ହେଲା ଓରିଇଜା ସାଟାଇଭା (Oryza sativa)। ଧାନ କିସମ ଅନୁସାରେ ସଅଳ, ମଧ୍ୟମ ଓ ବି‌ଳମ୍ବ କିସମର ଅଟେ।

ଧାନ କେଣ୍ଡା

ଇତିହାସ

ପ୍ରକାର

କ୍ରମିକକିସମସମୟ ବ୍ୟବଧାନଜମି କିସମଏକର ପିଛା ଉତ୍ପାଦନଧାନର ବ୍ୟବହାର
ମହାନଦୀ୧୩୫ ଦିନମଧ୍ୟମ୧୫ କ୍ୱିଣ୍ଟାଲଉସୁନା ଚାଉଳ, ଚୁଡ଼ା
ଚନ୍ଦ୍ରକାନ୍ତି୧୩୫ ଦିନମଧ୍ୟମ୧୫ କ୍ୱିଣ୍ଟାଲଅରୁଆ ଚାଉଳ
ଗେଡ଼ିଚେକି (ପାଣି ପ୍ରତି ସହନଶୀଳ)୧୩୫ ଦିନମଧ୍ୟମ୨୦ କ୍ୱିଣ୍ଟାଲଉସୁନା ଚାଉଳ, ଚୁଡ଼ା
ବାଙ୍ଗଲାଦେଶୀପାଟନାଇ୧୪୦ ଦିନମଧ୍ୟମ୧୮ କ୍ୱିଣ୍ଟାଲଉସୁନା ଚାଉଳ, ଚୁଡ଼ା
ଅର୍ଣ୍ଣପୂର୍ଣ୍ଣା୧୩୫ ଦିନମଧ୍ୟମ୧୩ କ୍ୱିଣ୍ଟାଲଅରୁଆ ଚାଉଳ
ଗୁଡ଼ମହୁ୧୪୦ ଦିନମଧ୍ୟମ୧୮ କ୍ୱିଣ୍ଟାଲଉସୁନା ଚାଉଳ, ଚୁଡ଼ା, ଲିଆ
ସୋନାଲି୧୩୫ ଦିନମଧ୍ୟମ୧୩ କ୍ୱିଣ୍ଟାଲଉସୁନା ଚାଉଳ, ଚୁଡ଼ା
ଚିତବାଙ୍ଗି (ପାଣି ପ୍ରତି ସହନଶୀଳ)୧୪୦ ଦିନମଧ୍ୟମ୧୮ କ୍ୱିଣ୍ଟାଲଉସୁନା ଚାଉଳ, ଚୁଡ଼ା
ଝୁମ୍ପୁଲି୧୪୦ ଦିନମଧ୍ୟମ୨୦ କ୍ୱିଣ୍ଟାଲଉସୁନା ଚାଉଳ, ଚୁଡ଼ା
୧୦ନାଲିଗିରି୧୪୦ ଦିନମଧ୍ୟମ୧୮ କ୍ୱିଣ୍ଟାଲଉସୁନା ଚାଉଳ, ଲିଆ
୧୧ବଡ଼ନାଲି୧୪୦ ଦିନମଧ୍ୟମ୧୭ କ୍ୱିଣ୍ଟାଲଉସୁନା ଚାଉଳ, ଚୁଡ଼ା, ଲିଆ
୧୨ରଙ୍ଗମାଗୁର୧୪୦ ଦିନମଧ୍ୟମ୧୮ କ୍ୱିଣ୍ଟାଲଉସୁନା ଚାଉଳ, ଚୁଡ଼ା, ଲିଆ
୧୩କାକୁଡ଼ିମଞ୍ଜି (ପାଣି ପ୍ରତି ସହନଶୀଳ)୧୪୦ ଦିନମଧ୍ୟମ୨୦ କ୍ୱିଣ୍ଟାଲଉସୁନା ଚାଉଳ, ଅରୁଆ ଚାଉଳ
୧୪ପଞ୍ଜାବ ବାସୁମତୀ୧୩୫ ଦିନମଧ୍ୟମ୧୩ କ୍ୱିଣ୍ଟାଲଅରୁଆ ଚାଉଳ, ବିରିୟାନି
୧୫କଟାମେହେର୧୩୫ ଦିନମଧ୍ୟମ୧୩ କ୍ୱିଣ୍ଟାଲଉସୁନା ଚାଉଳ, ଚୁଡ଼ା
୧୬ସୁନାଖିଲ୧୩୫ ଦିନମଧ୍ୟମ୧୨ କ୍ୱିଣ୍ଟାଲଅରୁଆ ଚାଉଳ
୧୭ନଦିଆଯୋଡ଼ି୧୩୫ ଦିନମଧ୍ୟମ୧୮ କ୍ୱିଣ୍ଟାଲଉସୁନା ଚାଉଳ, ଅରୁଆ ଚାଉଳ
୧୮ବେଗନାମେଣ୍ଟ୧୩୫ ଦିନମଧ୍ୟମ୧୫ କ୍ୱିଣ୍ଟାଲଉସୁନା ଚାଉଳ, ଚୁଡ଼ା
୧୯ଚନାଚୁର୧୩୫ ଦିନମଧ୍ୟମ୧୪ କ୍ୱିଣ୍ଟାଲଉସୁନା ଚାଉଳ, ଚୁଡ଼ା
୨୦ଆସାମଚୁଡ଼ି୧୩୫ ଦିନମଧ୍ୟମ୧୮ କ୍ୱିଣ୍ଟାଲଉସୁନା ଚାଉଳ, ଚୁଡ଼ା, ଲିଆ
୨୧ଲତାମହୁ୧୪୦ ଦିନମଧ୍ୟମ୨୦ କ୍ୱିଣ୍ଟାଲଉସୁନା ଚାଉଳ, ଲିଆ
୨୨ମାଛକଣ୍ଟା୧୪୦ ଦିନମଧ୍ୟମ୨୦ କ୍ୱିଣ୍ଟାଲଉସୁନା ଚାଉଳ, ଚୁଡ଼ା
୨୩ମିନିକେତ୧୩୫ ଦିନମଧ୍ୟମ୧୩ କ୍ୱିଣ୍ଟାଲଅରୁଆ ଚାଉଳ
୨୪ହୁଣ୍ଡାଧାନ୧୩୫ ଦିନମଧ୍ୟମ୧୮ କ୍ୱିଣ୍ଟାଲଉସୁନା ଚାଉଳ, ଚୁଡ଼ା
୨୫ତୁଳସୀବାସ୧୩୫ ଦିନମଧ୍ୟମ୧୩ କ୍ୱିଣ୍ଟାଲଅରୁଆ ଚାଉଳ, ପଲଉ
୨୬ଥୋଳିମହିପାଲ୧୪୦ ଦିନମଧ୍ୟମ୧୩ କ୍ୱିଣ୍ଟାଲଉସୁନା ଚାଉଳ, ଚୁଡ଼ା
୨୭ସାନମୋତି୧୩୫ ଦିନମଧ୍ୟମ୧୨ କ୍ୱିଣ୍ଟାଲଅରୁଆ ଚାଉଳ
୨୮ଧଳାଫାରମ୧୩୫ ଦିନମଧ୍ୟମ୧୩ କ୍ୱିଣ୍ଟାଲଉସୁନା ଚାଉଳ, ଚୁଡ଼ା
୨୯ପୁଷ୍ପାଞ୍ଜଳି୧୩୫ ଦିନମଧ୍ୟମ୧୨ କ୍ୱିଣ୍ଟାଲଅରୁଆ ଚାଉଳ, ପଲଉ
୩୦କୋଲମା୧୩୫ ଦିନମଧ୍ୟମ୧୩ କ୍ୱିଣ୍ଟାଲଉସୁନା ଚାଉଳ, ଚୁଡ଼ା
୩୧ଜଳବୁଡ଼ି (ପାଣି ପ୍ରତି ସହନଶୀଳ)୧୪୫ ଦିନନିମ୍ନ୧୮ କ୍ୱିଣ୍ଟାଲଉସୁନା ଚାଉଳ, ଚୁଡ଼ା
୩୨କନକଚମ୍ପା୧୪୦ ଦିନମଧ୍ୟମ୧୮ କ୍ୱିଣ୍ଟାଲଉସୁନା ଚାଉଳ, ଚୁଡ଼ା
୩୩ଫୁଲମିଚି୧୩୫ ଦିନମଧ୍ୟମ୧୪ କ୍ୱିଣ୍ଟାଲଉସୁନା ଚାଉଳ, ଅରୁଆ ଚାଉଳ
୩୪ବିଘାରି୧୩୫ ଦିନମଧ୍ୟମ୧୩ କ୍ୱିଣ୍ଟାଲଉସୁନା ଚାଉଳ, ଚୁଡ଼ା
୩୫ବଙ୍ଗଳାଭୁତିଆ୧୪୦ ଦିନମଧ୍ୟମ୧୮ କ୍ୱିଣ୍ଟାଲଉସୁନା ଚାଉଳ, ଚୁଡ଼ା
୩୬କଳାମୋତି୧୩୫ ଦିନମଧ୍ୟମ୧୫ କ୍ୱିଣ୍ଟାଲଅରୁଆ ଚାଉଳ, ପଲଉ
୩୭ଋଙ୍ଗି୧୪୦ ଦିନମଧ୍ୟମ୧୬ କ୍ୱିଣ୍ଟାଲଉସୁନା ଚାଉଳ, ଚୁଡ଼ା, ଲିଆ
୩୮ଛୋଟକାନିଆ୧୪୦ ଦିନମଧ୍ୟମ୧୪ କ୍ୱିଣ୍ଟାଲଉସୁନା ଚାଉଳ, ଚୁଡ଼ା
୩୯ମହୁଆ୧୩୫ ଦିନମଧ୍ୟମ୧୪ କ୍ୱିଣ୍ଟାଲଅରୁଆ ଚାଉଳ
୪୦ବିରଗଳି୧୩୫ ଦିନମଧ୍ୟମ୧୩ କ୍ୱିଣ୍ଟାଲଅରୁଆ ଚାଉଳ
୪୧ରଘୁସାଲ୧୩୫ ଦିନମଧ୍ୟମ୧୪ କ୍ୱିଣ୍ଟାଲଉସୁନା ଚାଉଳ, ଚୁଡ଼ା
୪୨ପରବ୧୩୫ ଦିନମଧ୍ୟମ୧୪ କ୍ୱିଣ୍ଟାଲଅରୁଆ ଚାଉଳ, ଚୁଡ଼ା
୪୩ମେହେର୧୨୦ ଦିନମଧ୍ୟମ୧୩ କ୍ୱିଣ୍ଟାଲଅରୁଆ ଚାଉଳ
୪୪ବସୁଆ (ମରୁଡ଼ି ସହନଶୀଳ)୧୨୦ ଦିନଉଚ୍ଚ୧୫ କ୍ୱିଣ୍ଟାଲଉସୁନା ଚାଉଳ, ଚୁଡ଼ା
୪୫କାଳୁଆ (ମରୁଡ଼ି ସହନଶୀଳ)୯୦ ଦିନଉଚ୍ଚ୧୨ କ୍ୱିଣ୍ଟାଲଉସୁନା ଚାଉଳ, ଚୁଡ଼ା
୪୬ବରୁନ ମୁଠି୧୩୦ ଦିନମଧ୍ୟମ୧୫ କ୍ୱିଣ୍ଟାଲଉସୁନା ଚାଉଳ, ଅରୁଆ ଚାଉଳ
୪୭ମଧ୍ୟମ୧୩୦ ଦିନମଧ୍ୟମ୧୩ କ୍ୱିଣ୍ଟାଲଉସୁନା ଚାଉଳ, ଚୁଡ଼ା
୪୮କଳାକିଆରି (ମରୁଡ଼ି ସହନଶୀଳ)୯୦ ଦିନଉଚ୍ଚ୧୨ କ୍ୱିଣ୍ଟାଲଉସୁନା ଚାଉଳ, ଚୁଡ଼ା
୪୯ସାହାରା (ମରୁଡ଼ି ସହନଶୀଳ)୧୦୦ ଦିନଉଚ୍ଚ୧୩ କ୍ୱିଣ୍ଟାଲଉସୁନା ଚାଉଳ, ଚୁଡ଼ା
୫୦ଭାତଫୁଲା୧୨୦ ଦିନଉଚ୍ଚ୧୨ କ୍ୱିଣ୍ଟାଲଉସୁନା ଚାଉଳ, ଚୁଡ଼ା
୫୧ଜିରାଧାନ୧୨୦ ଦିନଉଚ୍ଚ୧୨ କ୍ୱିଣ୍ଟାଲଅରୁଆ ଚାଉଳ, ବିରିଆନି
୫୨ରତ୍ନଧାନ୧୩୫ ଦିନମଧ୍ୟମ୧୩ କ୍ୱିଣ୍ଟାଲଉସୁନା ଚାଉଳ, ଚୁଡ଼ା
୫୩ବାମନ ବାଇ୭୦ ଦିନଉଚ୍ଚ୮ କ୍ୱିଣ୍ଟାଲଉସୁନା ଚାଉଳ, ଚୁଡ଼ା
୫୪ସୁବର୍ଣ୍ଣ କଖାରୁ୧୩୫ ଦିନମଧ୍ୟମ୧୫ କ୍ୱିଣ୍ଟାଲଉସୁନା ଚାଉଳ, ଚୁଡ଼ା
୫୫କାଇଁଚଫୁଲ୧୩୫ ଦିନମଧ୍ୟମ୧୪ କ୍ୱିଣ୍ଟାଲଅରୁଆ ଚାଉଳ
୫୬କାଜଲ୧୩୫ ଦିନମଧ୍ୟମ୧୫ କ୍ୱିଣ୍ଟାଲଉସୁନା ଚାଉଳ, ଚୁଡ଼ା
୫୭ମହୁଲଲାଟ୧୩୫ ଦିନମଧ୍ୟମ୧୫ କ୍ୱିଣ୍ଟାଲଉସୁନା ଚାଉଳ, ଚୁଡ଼ା
୫୮ନାଗରୀ୧୩୫ ଦିନମଧ୍ୟମ୧୪ କ୍ୱିଣ୍ଟାଲଅରୁଆ ଚାଉଳ
୫୯ମୋତି୧୪୦ ଦିନମଧ୍ୟମ୧୫ କ୍ୱିଣ୍ଟାଲଉସୁନା ଚାଉଳ, ଚୁଡ଼ା
୬୦ଜାତିଜଙ୍ଗସିଆଳି୧୪୦ ଦିନମଧ୍ୟମ୧୫ କ୍ୱିଣ୍ଟାଲଉସୁନା ଚାଉଳ, ଚୁଡ଼ା
୬୧ଚକାଆଖି୧୪୦ ଦିନମଧ୍ୟମ୧୫ କ୍ୱିଣ୍ଟାଲଉସୁନା ଚାଉଳ, ଚୁଡ଼ା
୬୨କଳା କାଇଁଚ୧୩୫ ଦିନମଧ୍ୟମ୧୩ କ୍ୱିଣ୍ଟାଲଅରୁଆ ଚାଉଳ
୬୩ଇସ୍ ପେତେନି୧୩୫ ଦିନମଧ୍ୟମ୧୩ କ୍ୱିଣ୍ଟାଲଅରୁଆ ଚାଉଳ
୬୪ଗୁଟୁକାମାଳି୧୪୦ ଦିନମଧ୍ୟମ୧୫ କ୍ୱିଣ୍ଟାଲଉସୁନା ଚାଉଳ, ଚୁଡ଼ା
୬୫ହୁଣ୍ଡାଧାନ୧୪୦ ଦିନମଧ୍ୟମ୧୬ କ୍ୱିଣ୍ଟାଲଅରୁଆ ଚାଉଳ, ଚୁଡ଼ା
୬୬ତୁଳସୀ ଝକୁଳ୧୪୦ ଦିନମଧ୍ୟମ୧୫ କ୍ୱିଣ୍ଟାଲଉସୁନା ଚାଉଳ, ଚୁଡ଼ା
୬୭ଭାରତୀ ସ୍ୱର୍ଣ୍ଣ୧୪୦ ଦିନମଧ୍ୟମ୧୪ କ୍ୱିଣ୍ଟାଲଅରୁଆ ଚାଉଳ
୬୮ବାଲାଜୀ୧୩୫ ଦିନମଧ୍ୟମ୧୩ କ୍ୱିଣ୍ଟାଲଅରୁଆ ଚାଉଳ
୬୯କଳାଶ୍ରୀ (ପାଣି ପ୍ରତି ସହନଶୀଳ)୧୪୦ ଦିନମଧ୍ୟମ୧୫ କ୍ୱିଣ୍ଟାଲଉସୁନା ଚାଉଳ, ଚୁଡ଼ା
୭୦ପାଣିକାଜଳ (ପାଣି ପ୍ରତି ସହନଶୀଳ)୧୪୦ ଦିନମଧ୍ୟମ୧୪ କ୍ୱିଣ୍ଟାଲଉସୁନା ଚାଉଳ, ଚୁଡ଼ା
୭୧ସରଗ ନାଲୀ୧୪୦ ଦିନମଧ୍ୟମ୧୩ କ୍ୱିଣ୍ଟାଲଉସୁନା ଚାଉଳ, ଚୁଡ଼ା
୭୨ସାନ ଝିଲି୧୩୫ ଦିନମଧ୍ୟମ୧୨ କ୍ୱିଣ୍ଟାଲଅରୁଆ ଚାଉଳ
୭୩ସ୍ୱର୍ଣ୍ଣ ମସୁର୧୪୦ ଦିନମଧ୍ୟମ୧୫ କ୍ୱିଣ୍ଟାଲଉସୁନା ଚାଉଳ, ଚୁଡ଼ା
୭୪ଚିନାପାଖୁଡ଼ି୧୪୦ ଦିନମଧ୍ୟମ୧୪ କ୍ୱିଣ୍ଟାଲଉସୁନା ଚାଉଳ, ଚୁଡ଼ା
୭୫ସମଲାଞ୍ଜି୧୩୫ ଦିନମଧ୍ୟମ୧୩ କ୍ୱିଣ୍ଟାଲଅରୁଆ ଚାଉଳ
୭୬ଜଙ୍ଗଲିଜାତ୧୩୫ ଦିନମଧ୍ୟମ୧୩ କ୍ୱିଣ୍ଟାଲଉସୁନା ଚାଉଳ
୭୭ମାଟିଆ୧୩୫ ଦିନମଧ୍ୟମ୧୩ କ୍ୱିଣ୍ଟାଲଉସୁନା ଚାଉଳ
୭୮ନଡ଼ିଆ ଫୁଲ୧୩୫ ଦିନମଧ୍ୟମ୧୬ କ୍ୱିଣ୍ଟାଲଉସୁନା ଚାଉଳ, ଚୁଡ଼ା
୭୯ରାନ୍ଧୁଣୀ ପାଗଳ୧୩୫ ଦିନମଧ୍ୟମ୧୫ କ୍ୱିଣ୍ଟାଲଅରୁଆ ଚାଉଳ
୮୦ବାଇକାଣି୧୩୫ ଦିନମଧ୍ୟମ୧୫ କ୍ୱିଣ୍ଟାଲଉସୁନା ଚାଉଳ, ଚୁଡ଼ା
୮୧କଳମା ବାଙ୍କି୧୩୫ ଦିନମଧ୍ୟମ୧୫ କ୍ୱିଣ୍ଟାଲଉସୁନା ଚାଉଳ, ଚୁଡ଼ା
୮୨ଗୀତାଞ୍ଜଳି୧୩୫ ଦିନମଧ୍ୟମ୧୪ କ୍ୱିଣ୍ଟାଲଅରୁଆ ଚାଉଳ, ବିରିୟାନି
୮୩ପିମ୍ପୁଡ଼ି ବାସ୧୩୫ ଦିନମଧ୍ୟମ୧୪ କ୍ୱିଣ୍ଟାଲଅରୁଆ ଚାଉଳ, ପଲଉ
୮୪ଖାସକାମିନି୧୩୫ ଦିନମଧ୍ୟମ୧୪ କ୍ୱିଣ୍ଟାଲଅରୁଆ ଚାଉଳ, ବିରିୟାନି
୮୫ଯଦୁମଣି୧୩୦ ଦିନମଧ୍ୟମ୧୩ କ୍ୱିଣ୍ଟାଲଅରୁଆ ଚାଉଳ, ବିରିୟାନି
୮୬ରାମଭୋଗ୧୩୫ ଦିନମଧ୍ୟମ୧୪ କ୍ୱିଣ୍ଟାଲଅରୁଆ ଚାଉଳ, ପଲଉ
୮୭ଗେଣ୍ଡୁଫୁଲ୧୩୫ ଦିନମଧ୍ୟମ୧୮ କ୍ୱିଣ୍ଟାଲଅରୁଆ ଚାଉଳ
୮୮ନାଲିହାତୀ୧୩୫ ଦିନମଧ୍ୟମ୧୨ କ୍ୱିଣ୍ଟାଲଅରୁଆ ଚାଉଳ, ଚୁଡ଼ା
୮୯ଅତୋରି୧୩୫ ଦିନମଧ୍ୟମ୧୫ କ୍ୱିଣ୍ଟାଲଅରୁଆ ଚାଉଳ, ଉସୁନା ଚାଉଳ
୯୦ରାହସ ଫାରମ୧୩୫ ଦିନମଧ୍ୟମ୧୪ କ୍ୱିଣ୍ଟାଲଉସୁନା ଚାଉଳ, ଚୁଡ଼ା
୯୧କରମା୧୩୫ ଦିନମଧ୍ୟମ୧୩ କ୍ୱିଣ୍ଟାଲଉସୁନା ଚାଉଳ, ଚୁଡ଼ା
୯୨ଅମନ୧୩୫ ଦିନମଧ୍ୟମ୧୨ କ୍ୱିଣ୍ଟାଲଉସୁନା ଚାଉଳ, ଚୁଡ଼ା
୯୩ଉସାଗୁଡ଼ି୧୩୫ ଦିନମଧ୍ୟମ୧୩ କ୍ୱିଣ୍ଟାଲଉସୁନା ଚାଉଳ, ଚୁଡ଼ା
୯୪ରବଗୋଲା୧୩୫ ଦିନମଧ୍ୟମ୧୩ କ୍ୱିଣ୍ଟାଲଅରୁଆ ଚାଉଳ, ପଲଉ
୯୫ବାୟାଟୁଡୁଲ୧୩୫ ଦିନମଧ୍ୟମ୧୪ କ୍ୱିଣ୍ଟାଲଉସୁନା ଚାଉଳ, ଚୁଡ଼ା
୯୬ଖଜୁରିପେଣ୍ଡି୧୩୫ ଦିନମଧ୍ୟମ୧୪ କ୍ୱିଣ୍ଟାଲଉସୁନା ଚାଉଳ, ଲିଆ, ଚୁଡ଼ା
୯୭କଳାତୁଳସୀ୧୩୫ ଦିନମଧ୍ୟମ୧୨ କ୍ୱିଣ୍ଟାଲଅରୁଆ ଚାଉଳ, ପଲଉ
୯୮ଭିରକୁଡ଼ି୧୩୫ ଦିନମଧ୍ୟମ୧୩ କ୍ୱିଣ୍ଟାଲଉସୁନା ଚାଉଳ, ଚୁଡ଼ା
୯୯ମନସୁରୀ୧୩୫ ଦିନମଧ୍ୟମ୧୩ କ୍ୱିଣ୍ଟାଲଉସୁନା ଚାଉଳ, ଚୁଡ଼ା
୧୦୦କଳାବୁଟ୧୩୫ ଦିନମଧ୍ୟମ୧୫ କ୍ୱିଣ୍ଟାଲଉସୁନା ଚାଉଳ, ଚୁଡ଼ା
୧୦୧ମଙ୍ଗଳ୧୩୫ ଦିନମଧ୍ୟମ୧୩ କ୍ୱିଣ୍ଟାଲଉସୁନା ଚାଉଳ, ଚୁଡ଼ା
୧୦୨ଗୋପାଳ ଭୋଗ (ପାଣି ପ୍ରତି ସହନଶୀଳ)୧୪୦ ଦିନମଧ୍ୟମ୧୮ କ୍ୱିଣ୍ଟାଲଉସୁନା ଚାଉଳ, ଚୁଡ଼ା
୧୦୩ନିର୍ମାଣୀ୧୪୦ ଦିନମଧ୍ୟମ୧୬ କ୍ୱିଣ୍ଟାଲଉସୁନା ଚାଉଳ, ଚୁଡ଼ା
୧୦୪ମଲିଫୁଲ୧୪୦ ଦିନମଧ୍ୟମ୧୬ କ୍ୱିଣ୍ଟାଲଅରୁଆ ଚାଉଳ, ପଲଉ
୧୦୫ଚିନିକାମିନି୧୪୦ ଦିନମଧ୍ୟମ୧୮ କ୍ୱିଣ୍ଟାଲଅରୁଆ ଚାଉଳ
୧୦୬ବିରଜା୧୩୫ ଦିନମଧ୍ୟମ୧୫ କ୍ୱିଣ୍ଟାଲଉସୁନା ଚାଉଳ
୧୦୭ପଦ୍ମକେଶରୀ୧୪୫ ଦିନମଧ୍ୟମ୧୮ କ୍ୱିଣ୍ଟାଲଅରୁଆ ଚାଉଳ, ବିରିୟାନି
୧୦୮ସରୁଚିନାମାଳି (ପାଣି ପ୍ରତି ସହନଶୀଳ)୧୪୦ ଦିନମଧ୍ୟମ୨୦ କ୍ୱିଣ୍ଟାଲଉସୁନା ଚାଉଳ, ଅରୁଆ ଚାଉଳ
୧୦୯ଧୋୟାମାଡ଼ି୧୪୦ ଦିନମଧ୍ୟମ୧୫ କ୍ୱିଣ୍ଟାଲଉସୁନା ଚାଉଳ, ଚୁଡ଼ା
୧୧୦ବଳମି୧୪୦ ଦିନମଧ୍ୟମ୧୬ କ୍ୱିଣ୍ଟାଲଅରୁଆ ଚାଉଳ, ବିରିୟାନି
୧୧୧ଗୋବିନ୍ଦ ଭୋଗ୧୩୫ ଦିନମଧ୍ୟମ୧୫ କ୍ୱିଣ୍ଟାଲଅରୁଆ ଚାଉଳ, ପଲଉ
୧୧୨ସୁନାପାଣି୧୪୦ ଦିନମଧ୍ୟମ୧୨ କ୍ୱିଣ୍ଟାଲଉସୁନା ଚାଉଳ, ଚୁଡ଼ା
୧୧୩କେନ୍ଦେରା ଝିଲି୧୪୦ ଦିନମଧ୍ୟମ୧୨ କ୍ୱିଣ୍ଟାଲଅରୁଆ ଚାଉଳ
୧୧୪ସଳିଆ୧୩୫ ଦିନମଧ୍ୟମ୧୫ କ୍ୱିଣ୍ଟାଲଉସୁନା ଚାଉଳ
୧୧୫ଟବ୍ କୁଡ଼ି୧୩୫ ଦିନମଧ୍ୟମ୧୫ କ୍ୱିଣ୍ଟାଲଉସୁନା ଚାଉଳ, ଚୁଡ଼ା
୧୧୬ଜଗନ୍ନାଥ ଭୋଗ୧୪୦ ଦିନମଧ୍ୟମ୧୮ କ୍ୱିଣ୍ଟାଲଅରୁଆ ଚାଉଳ
୧୧୭ବଡ଼ ଚମ୍ପା୧୪୫ ଦିନମଧ୍ୟମ୨୦ କ୍ୱିଣ୍ଟାଲଉସୁନା ଚାଉଳ, ଚୁଡ଼ା
୧୧୮ସରୁକଳିକାନ୍ତି୧୪୦ ଦିନମଧ୍ୟମ୧୫ କ୍ୱିଣ୍ଟାଲଅରୁଆ ଚାଉଳ
୧୧୯ମୁଳକୋଚିଧାନ୧୪୦ ଦିନମଧ୍ୟମ୧୨ କ୍ୱିଣ୍ଟାଲଅରୁଆ ଚାଉଳ
୧୨୦ଲକ୍ଷ୍ମୀସିଆଳି୧୪୦ ଦିନମଧ୍ୟମ୧୩ କ୍ୱିଣ୍ଟାଲଉସୁନା ଚାଉଳ, ଚୁଡ଼ା
୧୨୧ଚମରାମଣି୧୩୫ ଦିନମଧ୍ୟମ୧୦ କ୍ୱିଣ୍ଟାଲଉସୁନା ଚାଉଳ, ଚୁଡ଼ା
୧୨୨ଭାଗବତୀ୧୩୫ ଦିନମଧ୍ୟମ୧୫ କ୍ୱିଣ୍ଟାଲଉସୁନା ଚାଉଳ
୧୨୩ଋଷିକୁଲ୍ୟା୧୪୦ ଦିନମଧ୍ୟମ୧୫ କ୍ୱିଣ୍ଟାଲଉସୁନା ଚାଉଳ, ଚୁଡ଼ା
୧୨୪ରତ୍ନମୁଡ଼ି୧୪୦ ଦିନମଧ୍ୟମ୧୪ କ୍ୱିଣ୍ଟାଲଉସୁନା ଚାଉଳ, ଚୁଡ଼ା
୧୨୫ଚିଲିକା୧୪୦ ଦିନମଧ୍ୟମ୧୨ କ୍ୱିଣ୍ଟାଲଉସୁନା ଚାଉଳ, ଚୁଡ଼ା
୧୨୬ପଦ୍ମିନୀ୧୩୫ ଦିନମଧ୍ୟମ୧୪ କ୍ୱିଣ୍ଟାଲଅରୁଆ ଚାଉଳ
୧୨୭ଦୁବରାଜ୧୪୦ ଦିନମଧ୍ୟମ୧୮ କ୍ୱିଣ୍ଟାଲଅରୁଆ ଚାଉଳ, ଉସୁନା ଚାଉଳ
୧୨୮ସି.ଆର୍.୧୦୧୪୧୫୦ ଦିନମଧ୍ୟମ୧୬ କ୍ୱିଣ୍ଟାଲଅରୁଆ ଚାଉଳ
୧୨୯ଲାଲ୍ କାମିନି୧୪୦ ଦିନମଧ୍ୟମ୧୫ କ୍ୱିଣ୍ଟାଲଅରୁଆ ଚାଉଳ
୧୩୦ନାଲିମାତ୍ରା୧୪୦ ଦିନମଧ୍ୟମ୧୨ କ୍ୱିଣ୍ଟାଲଉସୁନା ଚାଉଳ, ଚୁଡ଼ା
୧୩୧ମୋଡ଼ି୧୪୦ ଦିନମଧ୍ୟମ୧୦ କ୍ୱିଣ୍ଟାଲଅରୁଆ ଚାଉଳ, ଉସୁନା ଚାଉଳ
୧୩୨ଭୋଜନି୧୩୫ ଦିନମଧ୍ୟମ୧୮ କ୍ୱିଣ୍ଟାଲଉସୁନା ଚାଉଳ, ଚୁଡ଼ା
୧୩୩ବିଦୁଲତା୧୩୫ ଦିନମଧ୍ୟମ୨୦ କ୍ୱିଣ୍ଟାଲଅରୁଆ ଚାଉଳ, ପଲଉ
୧୩୪ପ୍ରାଚି୧୪୦ ଦିନମଧ୍ୟମ୧୮ କ୍ୱିଣ୍ଟାଲଉସୁନା ଚାଉଳ, ଚୁଡ଼ା, ଲିଆ
୧୩୫କଳାଜିରି୧୪୦ ଦିନମଧ୍ୟମ୧୫ କ୍ୱିଣ୍ଟାଲଖିରି, ବିରିୟାନି, ପଲଉ
୧୩୬କୃଷ୍ଣ ଭୋଗ୧୪୦ ଦିନମଧ୍ୟମ୧୫ କ୍ୱିଣ୍ଟାଲଅରୁଆ ଚାଉଳ
୧୩୭ପୋଡ଼ା ଟାଙ୍କୁ୧୪୦ ଦିନମଧ୍ୟମ୧୩.୫ କ୍ୱିଣ୍ଟାଲଉସୁନା ଚାଉଳ, ଚୁଡ଼ା
୧୩୮ଲକ୍ଷ୍ମୀ ଭୋଗ୧୪୦ ଦିନମଧ୍ୟମ୧୩ କ୍ୱିଣ୍ଟାଲଅରୁଆ ଚାଉଳ, ପଲଉ
୧୩୯ରୂପା କଢ଼ି୧୪୦ ଦିନମଧ୍ୟମ୧୪ କ୍ୱିଣ୍ଟାଲଉସୁନା ଚାଉଳ, ଚୁଡ଼ା
୧୪୦କଳମ୧୩୫ ଦିନମଧ୍ୟମ୧୮ କ୍ୱିଣ୍ଟାଲଉସୁନା ଚାଉଳ, ଚୁଡ଼ା
୧୪୧ଦୁସର୧୩୫ ଦିନମଧ୍ୟମ୧୬ କ୍ୱିଣ୍ଟାଲଅରୁଆ ଚାଉଳ, ପଲଉ
୧୪୨ମାଟିଆଶାଳ୧୪୦ ଦିନମଧ୍ୟମ୧୨ କ୍ୱିଣ୍ଟାଲଉସୁନା ଚାଉଳ, ଚୁଡ଼ା
୧୪୩ମଇଁସିଆ୧୪୫ ଦିନମଧ୍ୟମ୧୩ କ୍ୱିଣ୍ଟାଲଉସୁନା ଚାଉଳ, ଚୁଡ଼ା
୧୪୪ମା ସାରଳା୧୪୦ ଦିନମଧ୍ୟମ୧୪.୫ କ୍ୱିଣ୍ଟାଲଉସୁନା ଚାଉଳ, ଅରୁଆ ଚାଉଳ
୧୪୫ନାଲିରତ୍ନଚୁଡ଼ି୧୪୦ ଦିନମଧ୍ୟମ୧୩.୫ କ୍ୱିଣ୍ଟାଲଉସୁନା ଚାଉଳ, ଲିଆ
୧୪୬ଶଙ୍ଖମୁଠିଆ ରତ୍ନଚୁଡ଼ି୧୪୦ ଦିନମଧ୍ୟମ୧୨.୫ କ୍ୱିଣ୍ଟାଲଉସୁନା ଚାଉଳ, ଲିଆ
୧୪୭କଲିକତି ଧାନ (ପାଣି ପ୍ରତି ସହନଶୀଳ)୧୪୦ ଦିନମଧ୍ୟମ୧୮ କ୍ୱିଣ୍ଟାଲଉସୁନା ଚାଉଳ, ଚୁଡ଼ା
୧୪୮ରତ୍ନଚୁଡ଼ି୧୪୦ ଦିନମଧ୍ୟମ୧୬ କ୍ୱିଣ୍ଟାଲଉସୁନା ଚାଉଳ, ଚୁଡ଼ା, ଲିଆ
୧୪୯ହବିର (ପାଣି ପ୍ରତି ସହନଶୀଳ)୧୫୦ ଦିନନିମ୍ନ୧୬ କ୍ୱିଣ୍ଟାଲଉସୁନା ଚାଉଳ, ଚୁଡ଼ା
୧୫୦ସୋଲାରି୧୪୦ ଦିନମଧ୍ୟମ୧୮ କ୍ୱିଣ୍ଟାଲଅରୁଆ ଚାଉଳ, ପଲଉ
୧୫୧ପୁଷ୧୪୦ ଦିନମଧ୍ୟମ୧୧.୫ କ୍ୱିଣ୍ଟାଲଅରୁଆ ଚାଉଳ
୧୫୨ଶାଳଫୁଲ୧୪୦ ଦିନମଧ୍ୟମ୧୪ କ୍ୱିଣ୍ଟାଲଅରୁଆ ଚାଉଳ, ବିରିୟାନି
୧୫୩କଳାସୁର୧୫୦ ଦିନନିମ୍ନ୨୨ କ୍ୱିଣ୍ଟାଲଉସୁନା ଚାଉଳ, ଚୁଡ଼ା
୧୫୪ମୋଚେଇବାଙ୍କି୧୩୫ ଦିନମଧ୍ୟମ୧୨ କ୍ୱିଣ୍ଟାଲଅରୁଆ ଚାଉଳ
୧୫୫ଲାଲୁଚାନ୍ଦ୧୪୦ ଦିନମଧ୍ୟମ୧୪ କ୍ୱିଣ୍ଟାଲଅରୁଆ ଚାଉଳ, ଉସୁନା ଚାଉଳ
୧୫୬ମିରିଗି ଶିଆଳି (ପାଣି ପ୍ରତି ସହନଶୀଳ)୧୪୫ ଦିନମଧ୍ୟମ୧୮ କ୍ୱିଣ୍ଟାଲଉସୁନା ଚାଉଳ, ଚୁଡ଼ା
୧୫୭ଧଳାମାଟିଆ୧୪୦ ଦିନମଧ୍ୟମ୧୫ କ୍ୱିଣ୍ଟାଲଉସୁନା ଚାଉଳ, ଚୁଡ଼ା
୧୫୮ବାସନା ଭୋଗ୧୪୦ ଦିନମଧ୍ୟମ୧୫ କ୍ୱିଣ୍ଟାଲଉସୁନା ଚାଉଳ, ଚୁଡ଼ା
୧୫୯ଖେଚୁଡ଼ି ଭୋଗ୧୪୦ ଦିନମଧ୍ୟମ୧୨ କ୍ୱିଣ୍ଟାଲଅରୁଆ ଚାଉଳ, ପଲଉ
୧୬୦ଭୁଷଣ ମୁଖୀ୧୪୦ ଦିନମଧ୍ୟମ୧୨ କ୍ୱିଣ୍ଟାଲଅରୁଆ ଚାଉଳ, ଖେଚୁଡ଼ି
୧୬୧ଗୁଡ଼ୁ ମାଟିଆ୧୫୦ ଦିନନିମ୍ନ୧୪ କ୍ୱିଣ୍ଟାଲଉସୁନା ଚାଉଳ, ଚୁଡ଼ା
୧୬୨ପ୍ରଭାସି୧୩୫ ଦିନମଧ୍ୟମ୨୬ କ୍ୱିଣ୍ଟାଲଉସୁନା ଚାଉଳ, ଚୁଡ଼ା
୧୬୩ମସୁର୧୪୦ ଦିନମଧ୍ୟମ୧୩ କ୍ୱିଣ୍ଟାଲଉସୁନା ଚାଉଳ, ଚୁଡ଼ା
୧୬୪ନାଲିଚହଟ୧୪୦ ଦିନମଧ୍ୟମ୧୪ କ୍ୱିଣ୍ଟାଲଉସୁନା ଚାଉଳ, ଚୁଡ଼ା, ଲିଆ
୧୬୫ବଉଳ୧୩୫ ଦିନମଧ୍ୟମ୧୫ କ୍ୱିଣ୍ଟାଲଉସୁନା ଚାଉଳ, ଚୁଡ଼ା
୧୬୬ଗୁଣ୍ଠୁଣି୧୩୫ ଦିନମଧ୍ୟମ୧୩ କ୍ୱିଣ୍ଟାଲଉସୁନା ଚାଉଳ, ଚୁଡ଼ା
୧୬୭କାବେରୀ୧୩୫ ଦିନମଧ୍ୟମ୧୨ କ୍ୱିଣ୍ଟାଲଉସୁନା ଚାଉଳ, ଅରୁଆ ଚାଉଳ
୧୬୮କାରଲୁ କାବେରୀ୧୩୫ ଦିନମଧ୍ୟମ୧୩ କ୍ୱିଣ୍ଟାଲଉସୁନା ଚାଉଳ, ଚୁଡ଼ା
୧୬୯ବାଙ୍କୋଇ୧୪୦ ଦିନମଧ୍ୟମ୧୨ କ୍ୱିଣ୍ଟାଲଉସୁନା ଚାଉଳ, ଚୁଡ଼ା
୧୭୦କେତକୀଯୋହା୧୩୫ ଦିନମଧ୍ୟମ୧୫ କ୍ୱିଣ୍ଟାଲଅରୁଆ ଚାଉଳ
୧୭୧ସମ୍ବଲପୁରୀ୧୪୦ ଦିନମଧ୍ୟମ୧୩ କ୍ୱିଣ୍ଟାଲଅରୁଆ ଚାଉଳ, ଉସୁନା ଚାଉଳ
୧୭୨ଶ୍ରାବଣୀ୧୪୦ ଦିନମଧ୍ୟମ୧୪ କ୍ୱିଣ୍ଟାଲଉସୁନା ଚାଉଳ, ଚୁଡ଼ା
୧୭୩ମାଟିଆ ଚମ୍ପା୧୪୫ ଦିନନିମ୍ନ୧୪ କ୍ୱିଣ୍ଟାଲଉସୁନା ଚାଉଳ, ଚୁଡ଼ା
୧୭୪ଭାସବାବୁଲ୧୩୫ ଦିନମଧ୍ୟମ୧୬ କ୍ୱିଣ୍ଟାଲଉସୁନା ଚାଉଳ, ଚୁଡ଼ା
୧୭୫ଗେଡ଼ିଫାରମ୧୪୦ ଦିନମଧ୍ୟମ୧୨ କ୍ୱିଣ୍ଟାଲଉସୁନା ଚାଉଳ, ଚୁଡ଼ା
୧୭୬ଧଳାକାର୍ତ୍ତିକ୧୩୫ ଦିନମଧ୍ୟମ୧୬ କ୍ୱିଣ୍ଟାଲଉସୁନା ଚାଉଳ, ଅରୁଆ ଚାଉଳ
୧୭୭ଗେଡ଼ା ଆଙ୍ଗୁଠି୧୪୦ ଦିନମଧ୍ୟମ୧୭ କ୍ୱିଣ୍ଟାଲଉସୁନା ଚାଉଳ, ଚୁଡ଼ା
୧୭୮ଧୂସର୧୩୫ ଦିନମଧ୍ୟମ୧୩ କ୍ୱିଣ୍ଟାଲଅରୁଆ ଚାଉଳ, ପଲଉ
୧୭୯ଧଳାଖଜରା୧୪୫ ଦିନନିମ୍ନ୨୦ କ୍ୱିଣ୍ଟାଲଉସୁନା ଚାଉଳ, ଚୁଡ଼ା
୧୮୦ପଥରା (ପାଣି ପ୍ରତି ସହନଶୀଳ)୧୩୦ ଦିନମଧ୍ୟମ୨୦ କ୍ୱିଣ୍ଟାଲଉସୁନା ଚାଉଳ, ଚୁଡ଼ା
୧୮୧ମୁକ୍ତାବଳି୧୪୦ ଦିନମଧ୍ୟମ୧୫ କ୍ୱିଣ୍ଟାଲଉସୁନା ଚାଉଳ, ଚୁଡ଼ା
୧୮୨ବାସମଙ୍ଗି୧୪୦ ଦିନମଧ୍ୟମ୧୩ କ୍ୱିଣ୍ଟାଲଉସୁନା ଚାଉଳ, ଚୁଡ଼ା
୧୮୩ଦେବରାନି୧୩୫ ଦିନମଧ୍ୟମ୧୩ କ୍ୱିଣ୍ଟାଲଉସୁନା ଚାଉଳ, ଅରୁଆ ଚାଉଳ
୧୮୪ହରିଶଙ୍କର୧୪୦ ଦିନମଧ୍ୟମ୧୮ କ୍ୱିଣ୍ଟାଲଉସୁନା ଚାଉଳ, ଚୁଡ଼ା
୧୮୫ମଗାଇ୧୪୦ ଦିନମଧ୍ୟମ୧୪ କ୍ୱିଣ୍ଟାଲଉସୁନା ଚାଉଳ, ଚୁଡ଼ା
୧୮୬ବାୟାଗୁଣ୍ଠ୧୪୦ ଦିନମଧ୍ୟମ୧୪ କ୍ୱିଣ୍ଟାଲଉସୁନା ଚାଉଳ, ଚୁଡ଼ା
୧୮୭କଳାକୃଷ୍ଣ୧୪୦ ଦିନମଧ୍ୟମ୧୩ କ୍ୱିଣ୍ଟାଲଉସୁନା ଚାଉଳ, ଚୁଡ଼ା
୧୮୮ଅମୃତମଣ୍ଡ୧୪୦ ଦିନମଧ୍ୟମ୧୫ କ୍ୱିଣ୍ଟାଲଉସୁନା ଚାଉଳ, ଚୁଡ଼ା, ଲିଆ
୧୮୯କଟକଲ (ପାଣି ପ୍ରତି ସହନଶୀଳ)୧୫୦ ଦିନନିମ୍ନ୧୮ କ୍ୱିଣ୍ଟାଲଉସୁନା ଚାଉଳ, ଚୁଡ଼ା
୧୯୦ମହିପାଲ (ପାଣି ପ୍ରତି ସହନଶୀଳ)୧୪୫ ଦିନନିମ୍ନ୧୮ କ୍ୱିଣ୍ଟାଲଉସୁନା ଚାଉଳ, ଚୁଡ଼ା
୧୯୧ନାଲିପଥର ମୁକ୍ତା୧୪୦ ଦିନମଧ୍ୟମ୧୫ କ୍ୱିଣ୍ଟାଲଉସୁନା ଚାଉଳ, ଲିଆ
୧୯୨ପୁନ୍ନି୧୩୫ ଦିନମଧ୍ୟମ୧୪ କ୍ୱିଣ୍ଟାଲଅରୁଆ ଚାଉଳ, ବିରିୟାନି
୧୯୩କୃଷ୍ନଭୋଗ୧୪୦ ଦିନମଧ୍ୟମ୧୨ କ୍ୱିଣ୍ଟାଲଅରୁଆ ଚାଉଳ, ପଲଉ
୧୯୪ଭାତଧାନ୧୩୫ ଦିନମଧ୍ୟମ୧୦ କ୍ୱିଣ୍ଟାଲଉସୁନା ଚାଉଳ, ଚୁଡ଼ା
୧୯୫ନାଲିଭୁତିଆ (ପାଣି ପ୍ରତି ସହନଶୀଳ)୧୫୦ ଦିନନିମ୍ନ୨୨ କ୍ୱିଣ୍ଟାଲଉସୁନା ଚାଉଳ, ଚୁଡ଼ା, ଲିଆ
୧୯୬୧୨୪୨୧୪୦ ଦିନମଧ୍ୟମ୧୮ କ୍ୱିଣ୍ଟାଲଉସୁନା ଚାଉଳ, ଚୁଡ଼ା
୧୯୭ମୟୁରକଣ୍ଠିଆ୧୩୫ ଦିନମଧ୍ୟମ୧୬ କ୍ୱିଣ୍ଟାଲଲିଆ ପାଇଁ ଉତ୍ତମ
୧୯୮ରାଜ କର୧୪୦ ଦିନମଧ୍ୟମ୧୪ କ୍ୱିଣ୍ଟାଲଉସୁନା ଚାଉଳ, ଚୁଡ଼ା
୧୯୯ଗେଲେଇ୧୩୫ ଦିନମଧ୍ୟମ୧୩ କ୍ୱିଣ୍ଟାଲଅରୁଆ ଚାଉଳ
୨୦୦ଚମ୍ପା (ପାଣି ପ୍ରତି ସହନଶୀଳ)୧୪୫ ଦିନନିମ୍ନ୧୮ କ୍ୱିଣ୍ଟାଲଉସୁନା ଚାଉଳ, ଚୁଡ଼ା
୨୦୧ବୌଦିଆ ଚମ୍ପା (ପାଣି ପ୍ରତି ସହନଶୀଳ)୧୪୫ ଦିନନିମ୍ନ୨୦ କ୍ୱିଣ୍ଟାଲଉସୁନା ଚାଉଳ, ଚୁଡ଼ା
୨୦୨ବାଳମୁକୁଳି (ପାଣି ପ୍ରତି ସହନଶୀଳ)୧୪୦ ଦିନମଧ୍ୟମ୨୦ କ୍ୱିଣ୍ଟାଲଉସୁନା ଚାଉଳ, ଲିଆ, ମୁଢ଼ି
୨୦୩ରାଜବଲ୍ଲଭ (ପାଣି ପ୍ରତି ସହନଶୀଳ)୧୪୫ ଦିନନିମ୍ନ୨୦ କ୍ୱିଣ୍ଟାଲଉସୁନା ଚାଉଳ, ଚୁଡ଼ା
୨୦୪କନ୍ୟା (ବନ୍ୟା ପ୍ରତି ସହନଶୀଳ)୧୫୦ ଦିନନିମ୍ନ୧୮ କ୍ୱିଣ୍ଟାଲଉସୁନା ଚାଉଳ, ଚୁଡ଼ା
୨୦୫ହାତୀପିଞ୍ଜରା (ପାଣି ପ୍ରତି ସହନଶୀଳ)୧୪୫ ଦିନନିମ୍ନ୨୦ କ୍ୱିଣ୍ଟାଲଉସୁନା ଚାଉଳ, ଚୁଡ଼ା
୨୦୬ବଡ଼ଝିଲି୧୪୦ ଦିନମଧ୍ୟମ୧୮ କ୍ୱିଣ୍ଟାଲଉସୁନା ଚାଉଳ, ଚୁଡ଼ା
୨୦୭କଦଳୀଆଚମ୍ପା (ପାଣି ପ୍ରତି ସହନଶୀଳ)୧୪୫ ଦିନନିମ୍ନ୧୮ କ୍ୱିଣ୍ଟାଲଉସୁନା ଚାଉଳ, ଚୁଡ଼ା
୨୦୮ଅନାମିକା (ବନ୍ୟା ପ୍ରତି ସହନଶୀଳ)୧୫୦ ଦିନନିମ୍ନ୨୦ କ୍ୱିଣ୍ଟାଲଉସୁନା ଚାଉଳ, ଚୁଡ଼ା
୨୦୯ନନ୍ଦିପର୍ବତକାଳିଆ୧୪୦ ଦିନମଧ୍ୟମ୧୪ କ୍ୱିଣ୍ଟାଲଉସୁନା ଚାଉଳ, ଚୁଡ଼ା
୨୧୦କେଦାର ଗୌରୀ (ପାଣି ପ୍ରତି ସହନଶୀଳ)୧୫୦ ଦିନନିମ୍ନ୨୨ କ୍ୱିଣ୍ଟାଲଉସୁନା ଚାଉଳ, ଚୁଡ଼ା
୨୧୧କଳାମୋତି୧୪୦ ଦିନମଧ୍ୟମ୧୩ କ୍ୱିଣ୍ଟାଲଅରୁଆ ଚାଉଳ, ବିରିୟାନି
୨୧୨ବାଇଗଣମଞ୍ଜି୧୩୫ ଦିନମଧ୍ୟମ୧୨ କ୍ୱିଣ୍ଟାଲଅରୁଆ ଚାଉଳ, ପଲଉ
୨୧୩ନନ୍ଦି୧୩୫ ଦିନମଧ୍ୟମ୧୪ କ୍ୱିଣ୍ଟାଲଉସୁନା ଚାଉଳ, ଚୁଡ଼ା
୨୧୪ଲୁନଶ୍ରୀ (ପାଣି ପ୍ରତି ସହନଶୀଳ)୧୪୦ ଦିନମଧ୍ୟମ୧୬ କ୍ୱିଣ୍ଟାଲଉସୁନା ଚାଉଳ, ଚୁଡ଼ା
୨୧୫ମଛାକାନ୍ତ (ପାଣି ପ୍ରତି ସହନଶୀଳ)୧୪୫ ଦିନନିମ୍ନ୧୬ କ୍ୱିଣ୍ଟାଲଉସୁନା ଚାଉଳ, ଚୁଡ଼ା
୨୧୬ରଞ୍ଜିତ୧୩୫ ଦିନମଧ୍ୟମ୧୫ କ୍ୱିଣ୍ଟାଲଅରୁଆ ଚାଉଳ, ବିରିୟାନି
୨୧୭ଧଳାଚିନିକାମିନି୧୩୫ ଦିନମଧ୍ୟମ୧୨ କ୍ୱିଣ୍ଟାଲଅରୁଆ ଚାଉଳ, ପଲଉ
୨୧୮ଚିନାପୋନି୧୩୫ ଦିନମଧ୍ୟମ୧୨ କ୍ୱିଣ୍ଟାଲଉସୁନା ଚାଉଳ, ଚୁଡ଼ା
୨୧୯ମନସୁରୀ୧୪୦ ଦିନମଧ୍ୟମ୧୩ କ୍ୱିଣ୍ଟାଲଉସୁନା ଚାଉଳ, ଚୁଡ଼ା
୨୨୦ରାଜାଢ଼ିଙ୍କା୧୪୦ ଦିନମଧ୍ୟମ୧୪ କ୍ୱିଣ୍ଟାଲଉସୁନା ଚାଉଳ, ଚୁଡ଼ା
୨୨୧ଗୋରୁଚଇ୧୪୦ ଦିନମଧ୍ୟମ୧୩ କ୍ୱିଣ୍ଟାଲଉସୁନା ଚାଉଳ, ଚୁଡ଼ା
୨୨୨ଉହୁଲି୧୩୫ ଦିନମଧ୍ୟମ୧୩ କ୍ୱିଣ୍ଟାଲଉସୁନା ଚାଉଳ, ଚୁଡ଼ା
୨୨୩ବଡ଼ମୋତି୧୪୦ ଦିନମଧ୍ୟମ୧୬ କ୍ୱିଣ୍ଟାଲଉସୁନା ଚାଉଳ, ଚୁଡ଼ା
୨୨୪ମେଥିମହିପାଲ୧୪୦ ଦିନମଧ୍ୟମ୧୬ କ୍ୱିଣ୍ଟାଲଉସୁନା ଚାଉଳ, ଚୁଡ଼ା
୨୨୫ଲାଲଗଇନି୧୪୦ ଦିନମଧ୍ୟମ୧୩ କ୍ୱିଣ୍ଟାଲଉସୁନା ଚାଉଳ, ଅରୁଆ ଚାଉଳ
୨୨୬ଫକିର୧୪୦ ଦିନମଧ୍ୟମ୧୩ କ୍ୱିଣ୍ଟାଲଉସୁନା ଚାଉଳ, ଅରୁଆ ଚାଉଳ
୨୨୭କଣିକା୧୪୦ ଦିନମଧ୍ୟମ୧୨ କ୍ୱିଣ୍ଟାଲଅରୁଆ ଚାଉଳ, ପଲଉ
୨୨୮ମେସୋଧାନ୧୩୫ ଦିନମଧ୍ୟମ୧୨ କ୍ୱିଣ୍ଟାଲଅରୁଆ ଚାଉଳ, ପଲଉ
୨୨୯ଶହେଏକଚାଳିଶ୧୪୦ ଦିନମଧ୍ୟମ୧୮ କ୍ୱିଣ୍ଟାଲଉସୁନା ଚାଉଳ, ଅରୁଆ ଚାଉଳ
୨୩୦ବାହାଲଗୁଡା୧୩୦ ଦିନମଧ୍ୟମ୧୨ କ୍ୱିଣ୍ଟାଲଉସୁନା ଚାଉଳ, ଚୁଡ଼ା
୨୩୧ଚକିଶାଳ୧୩୫ ଦିନମଧ୍ୟମ୧୩ କ୍ୱିଣ୍ଟାଲଉସୁନା ଚାଉଳ, ଚୁଡ଼ା
୨୩୨୧୦୮୧ (ପାଣି ପ୍ରତି ସହନଶୀଳ)୧୪୦ ଦିନମଧ୍ୟମ୧୮ କ୍ୱିଣ୍ଟାଲଉସୁନା ଚାଉଳ, ଚୁଡ଼ା
୨୩୩କାହ୍ନାଖଇରି୧୪୦ ଦିନମଧ୍ୟମ୧୮ କ୍ୱିଣ୍ଟାଲଉସୁନା ଚାଉଳ, ଚୁଡ଼ା
୨୩୪ଛୁଞ୍ଚିଧାନ୧୪୦ ଦିନମଧ୍ୟମ୧୨ କ୍ୱିଣ୍ଟାଲଅରୁଆ ଚାଉଳ, ବିରିୟାନି
୨୩୫କସୁର ମାଧିଆ୧୪୦ ଦିନମଧ୍ୟମ୧୪ କ୍ୱିଣ୍ଟାଲଉସୁନା ଚାଉଳ, ଚୁଡ଼ା
୨୩୬ଈଶେରେଶ୍ୱର୧୪୦ ଦିନମଧ୍ୟମ୧୪ କ୍ୱିଣ୍ଟାଲଅରୁଆ ଚାଉଳ, ପଲଉ
୨୩୭ବାସୁମତି୧୩୫ ଦିନମଧ୍ୟମ୧୦ କ୍ୱିଣ୍ଟାଲପଲଉ
୨୩୮କଦଳୀକେଣ୍ଡା (ପାଣି ପ୍ରତି ସହନଶୀଳ)୧୫୫ ଦିନମଧ୍ୟମ୨୨ କ୍ୱିଣ୍ଟାଲଅରୁଆ ଚାଉଳ, ଉସୁନା ଚାଉଳ
୨୩୯ପାହାଡ଼ଝିଲି୧୪୦ ଦିନମଧ୍ୟମ୧୩ କ୍ୱିଣ୍ଟାଲଅରୁଆ ଚାଉଳ, ଉସୁନା ଚାଉଳ
୨୪୦ମାଟିଆଝିଲି୧୪୦ ଦିନମଧ୍ୟମ୧୩ କ୍ୱିଣ୍ଟାଲଉସୁନା ଚାଉଳ, ଚୁଡ଼ା
୨୪୧ମୋଟାବାଙ୍କୋଇ (ପାଣି ପ୍ରତି ସହନଶୀଳ)୧୪୫ ଦିନମଧ୍ୟମ୧୫ କ୍ୱିଣ୍ଟାଲଉସୁନା ଚାଉଳ, ଚୁଡ଼ା
୨୪୨ଜାମୁବାସୁମତି୧୩୫ ଦିନମଧ୍ୟମ୧୪ କ୍ୱିଣ୍ଟାଲଅରୁଆ ଚାଉଳ, ବିରିୟାନି
୨୪୩ସୁନାଖିଲ୧୪୦ ଦିନମଧ୍ୟମ୧୨ କ୍ୱିଣ୍ଟାଲଅରୁଆ ଚାଉଳ, ବିରିୟାନି
୨୪୪ଝିଲିପରି୧୪୦ ଦିନମଧ୍ୟମ୧୪ କ୍ୱିଣ୍ଟାଲଅରୁଆ ଚାଉଳ, ଉସୁନା ଚାଉଳ
୨୪୫ବେଣୀକର୧୪୦ ଦିନମଧ୍ୟମ୧୫ କ୍ୱିଣ୍ଟାଲଉସୁନା ଚାଉଳ, ଚୁଡ଼ା
୨୪୬ରକ୍ତବିଜୁଳି୧୪୦ ଦିନମଧ୍ୟମ୧୩ କ୍ୱିଣ୍ଟାଲଉସୁନା ଚାଉଳ, ଚୁଡ଼ା
୨୪୭ରାଜେନ୍ଦ୍ର୧୪୦ ଦିନମଧ୍ୟମ୧୪ କ୍ୱିଣ୍ଟାଲଉସୁନା ଚାଉଳ, ଚୁଡ଼ା
୨୪୮ଶଙ୍ଖୁଆ୧୪୦ ଦିନମଧ୍ୟମ୧୨ କ୍ୱିଣ୍ଟାଲଉସୁନା ଚାଉଳ, ଚୁଡ଼ା
୨୪୯ମାଣିକେଶ୍ୱରୀ୧୪୦ ଦିନମଧ୍ୟମ୧୪ କ୍ୱିଣ୍ଟାଲଉସୁନା ଚାଉଳ, ଚୁଡ଼ା
୨୫୦ହଳଦିସାପୁର୧୪୦ ଦିନମଧ୍ୟମ୧୬ କ୍ୱିଣ୍ଟାଲଉସୁନା ଚାଉଳ, ଚୁଡ଼ା
୨୫୧କାଇଁଚମାଳି୧୪୦ ଦିନମଧ୍ୟମ୧୩ କ୍ୱିଣ୍ଟାଲଉସୁନା ଚାଉଳ, ଚୁଡ଼ା
୨୫୨ଘଣ୍ଟିସାଳ୧୪୦ ଦିନମଧ୍ୟମ୧୨ କ୍ୱିଣ୍ଟାଲଉସୁନା ଚାଉଳ, ଚୁଡ଼ା
୨୫୩ଦହିସର୧୪୦ ଦିନମଧ୍ୟମ୧୩ କ୍ୱିଣ୍ଟାଲଉସୁନା ଚାଉଳ, ଚୁଡ଼ା
୨୫୪ଧଳାପାଖିଆ୧୪୦ ଦିନମଧ୍ୟମ୧୩ କ୍ୱିଣ୍ଟାଲଉସୁନା ଚାଉଳ, ଚୁଡ଼ା
୨୫୫ତୁଳସୀଫୁଲ୧୪୦ ଦିନମଧ୍ୟମ୧୩ କ୍ୱିଣ୍ଟାଲଅରୁଆ ଚାଉଳ, ପଲଉ
୨୫୬କଣ୍ଠିଆଚମ୍ପା (ପାଣି ପ୍ରତି ସହନଶୀଳ)୧୪୫ ଦିନନିମ୍ନ୧୮ କ୍ୱିଣ୍ଟାଲଉସୁନା ଚାଉଳ, ଚୁଡ଼ା
୨୫୭ହାତୀଦାନ୍ତ୧୪୦ ଦିନମଧ୍ୟମ୧୪ କ୍ୱିଣ୍ଟାଲଉସୁନା ଚାଉଳ, ଚୁଡ଼ା
୨୫୮ଉତ୍କଳପ୍ରସୁ୧୪୦ ଦିନମଧ୍ୟମ୧୪ କ୍ୱିଣ୍ଟାଲଉସୁନା ଚାଉଳ, ଚୁଡ଼ା
୨୫୯ବାଉଁଶଗଜ୧୪୦ ଦିନମଧ୍ୟମ୧୫ କ୍ୱିଣ୍ଟାଲଉସୁନା ଚାଉଳ, ଚୁଡ଼ା
୨୬୦ବୀରମଣି୧୪୦ ଦିନମଧ୍ୟମ୧୫ କ୍ୱିଣ୍ଟାଲଉସୁନା ଚାଉଳ, ଚୁଡ଼ା
୨୬୧ଦୀନସିଂପାଟନା୧୪୦ ଦିନମଧ୍ୟମ୧୮ କ୍ୱିଣ୍ଟାଲଉସୁନା ଚାଉଳ, ଚୁଡ଼ା
୨୬୨ଦୁଧୁଖଜରା (ପାଣି ପ୍ରତି ସହନଶୀଳ)୧୪୫ ଦିନନିମ୍ନ୧୮ କ୍ୱିଣ୍ଟାଲଉସୁନା ଚାଉଳ, ଚୁଡ଼ା
୨୬୩ଧଳାମାଟିଆ୧୪୦ ଦିନମଧ୍ୟମ୧୬ କ୍ୱିଣ୍ଟାଲଉସୁନା ଚାଉଳ, ଚୁଡ଼ା
୨୬୪ଗୋବିନ୍ଦପୁରି (ପାଣି ପ୍ରତି ସହନଶୀଳ)୧୪୦ ଦିନମଧ୍ୟମ୧୭ କ୍ୱିଣ୍ଟାଲଉସୁନା ଚାଉଳ, ଚୁଡ଼ା
୨୬୫ମୋଟାବାଙ୍କୋଇ (ପାଣି ପ୍ରତି ସହନଶୀଳ)୧୪୫ ଦିନନିମ୍ନ୧୮ କ୍ୱିଣ୍ଟାଲଉସୁନା ଚାଉଳ, ଚୁଡ଼ା
୨୬୬ପତଳଗି୧୪୦ ଦିନମଧ୍ୟମ୧୪ କ୍ୱିଣ୍ଟାଲଉସୁନା ଚାଉଳ, ଚୁଡ଼ା

ସଂସ୍କୃତି

ଓଡ଼ିଶା

ପୁରୀ ନିକଟବର୍ତ୍ତୀ ଏକ ବିଲରେ ରୋପଣ କରାଯାଉଛି

ଧାନ ଓଡ଼ିଶା ରାଜ୍ୟର ମୁଖ୍ୟ ଫସଲ । ଧାନ ଓଡ଼ିଶାର ମୁଖ୍ୟ ଖାଦ୍ୟଶସ୍ୟ ଅଟେ । ମୁଖ୍ୟତଃ ୭୦ରୁ ୮୦ ଭାଗ ଚାଷୀ ଧାନ ଫସଲକୁ ମୁଖ୍ୟ ଚାଷ ରୂପେ ଚାଷ କରନ୍ତି । ବର୍ତ୍ତମାନ ଓଡ଼ିଶାରେ ଦେଶୀ ଓ ଅଧିକ ଅମଳକ୍ଷମ ବିହ୍‌ନର ବ୍ୟବ‌ହାର ବ‌ହୁଳ। ଶଙ୍କର କିସମ ବିହ‌ନ ଧିରେ ଧିରେ ଚଷୀମାନ‌ଙ୍କମଧ୍ୟରେ ଅଧିକ ଲୋକପ୍ରିୟତା ଗ୍ରହଣ କରୁଛି । ଓଡ଼ିଶାର ଅନେକ ପାରମ୍ପରିକ ପର୍ବ ଧାନ ଫସଲ ସହ ଜଡ଼ିତ । ଅକ୍ଷୟ ତୃତୀୟାରୁ ଅଖି ମୁଠି ଅନୁକୂଳ ଧାନ ବୁଣାକୁ ବୁଝାଏ ଓ ରଜ ପର୍ବରେ ଧାନ ବୁଣା ଶେଷ ହୁଏ । ଗର୍ଭଣା ସଂକ୍ରାନ୍ତି ଧାନ ଫସଲରେ ଗର୍ଭସଂଚାରକୁ ଓ ନୂଆଖାଇ ଫସଲ ଅମଳକୁ ବୁଝାଇ ଥାଏ । ଓଡ଼ିଶାରେ ଧାନର ଅମଳ ଜାତୀୟ ହାରଠାରୁ କମ ।

ଚାଷ ପ୍ରଣାଳୀ

ଏହି ଶସ୍ୟଟିକୁ ସାଧାରଣତଃ ବର୍ଷାଦିନେ ଚାଷ କରାଯାଏ ଓ ଶୀତରୁତୁରେ ଅମଳ କରାଯାଏ । ଭାରତରେ ଚାଷ ଜମିଗୁଡିକୁ ଭାଗ ଭାଗ କରି ଏହାକୁ ଚାଷ କରାଯାଏ । ଧାନ ଫସଲରେ ଖାଦ୍ୟ ସାରର ସୁପରିଚାଳନାଦ୍ୱାରା ଅଧିକ ଅମଳ ମିଳେ ଓ ମାଟିର ଉର୍ବରତା ମଧ୍ୟ ବୃଦ୍ଧି ହୁଏ। ସଠିକ ସମୟରେ ଏହି ସାରର ପ୍ରୟୋଗଦ୍ୱାରା ଧାନରେ ଅଧିକ ଅମଳ ମିଳିଥାଏ। ସାରର ମାତ୍ରା ତଥା ପ୍ରୟୋଗର ସମୟ ଧାନରେ ଅମଳକୁ ପ୍ରଭାବିତ କରେ। ଧାନ ପାଇଁ ଆବଶ୍ୟକ ମୁଖ୍ୟ ଖାଦ୍ୟ ସାରଗୁଡ଼ିକ ହେଲା : ଯବକ୍ଷାରଜାନ, ଫସଫୋରସ, ପୋଟାସ, ଜିଙ୍କ ଓ ସଲଫର।

ମଞ୍ଜିଠାରୁ ବିଭିନ୍ନ ଅଭିବୃଦ୍ଧି ଅବସ୍ଥାରେ ଧାନର ସାରର ଆବଶ୍ୟକତା ଭିନ୍ନ ଏବଂ ପ୍ରତି ସମୟରେ ଏହି ଖାଦ୍ୟସାର ଧାନର ଖାଦ୍ୟସାର ଆବଶ୍ୟକତାକୁ ପୂରଣ କରୁଥିବା ଦରକାର । ଅଙ୍କୁରୋଦଗମଠାରୁ ତଳି ପ୍ରସ୍ତୁତି ପର୍ଯ୍ୟନ୍ତ କିମ୍ବା ବୁଣା ଧାନରେ ୨ ସପ୍ତାହ ପର୍ଯ୍ୟନ୍ତ ଧାନର ଅଭିବୃଦ୍ଧି ଅତି ଧୀର ଗତିରେ ହୁଏ। ତେଣୁ ସେତେବେଳେ ଏହାକୁ କମ୍ ଖାଦ୍ୟସାର ଦରକାର ହୁଏ । ଏହି ଅବସ୍ଥାରେ ଫସଫୋରସ, ପୋଟାସ ଏବଂ ସଲଫର ହେଉଛି ମୁଖ୍ୟ ଖାଦ୍ୟସାର । କିନ୍ତୁ, ଯବକ୍ଷାରଜାନର ପ୍ରୟୋଗ ଏହି ସମୟରେ ବହୁତ କମ ହେବା ଉଚିତ । ପ୍ରାରମ୍ଭିକ ବୃଦ୍ଧି ସମୟରେ ଧାନକୁ ସୁଷମ ଖାଦ୍ୟସାର ଦରକାର ହୁଏ। ପୁରା ଫସଫୋରସର ମାତ୍ରା ଏହି ଅବସ୍ଥାରେ ହିଁ ପ୍ରୟୋଗ କରାଯିବ ଦରକାର । ଏହା ଧାନ ଗଛର ଚେରକୁ ମଜବୁତ କରିଥାଏ ଏବଂ ଗଛକୁ ସୁସ୍ଥ ସବଳ ହୋଇ ବଢିବାରେ ସାହାଯ୍ୟ କରେ। କିନ୍ତୁ ଯେତେବେଳେ ଧାନର ପିଲ ବାହାରେ , ସେତେବେଳେ ଏହାକୁ ଅଧିକ ଖାଦ୍ୟସାର ଦରକାର ହୁଏ ଓ ଅଧିକ ଯବକ୍ଷାରଯାନ ଦରକାର ହୁଏ। ସେହିପରି କେଣ୍ଡା ବାହାରିବା ସମୟରେ ଯବକ୍ଷାରାଜାନର ପ୍ରୟୋଗ ନିତାନ୍ତ ଆବଶ୍ୟକ। ଏହାଦ୍ୱାରା ଅଧିକ କେଣ୍ଡା ବାହାରେ ଯାହା ଅଧିକ ଅମଳ ଦେଇଥାଏ।[୧]

ଉତ୍ପାଦିତ ଖାଦ୍ୟ

ଏଥିରୁ ଉତ୍ପାଦିତ ଖାଦ୍ୟ (ସାଧାରଣତଃ ଓଡ଼ିଶାରେ ମିଳୁଥିବା ଓ ତିଆରି କରାଯାଉଥିବା) ଚାଉଳ, ଚୁଡ଼ା, ମୁଢ଼ି, ଲିଆ। ଓଡ଼ିଶାରେ ଏହାକୁ ପୂଜାସମଗ୍ରୀ ରୂପେ ମଧ୍ୟ ବ୍ୟବହାର କରାଯାଏ।

ଆହୁରି ପଢ଼ନ୍ତୁ

  • Bale, Martin T. Archaeology of Early Agriculture in Korea: An Update on Recent Developments. Bulletin of the Indo-Pacific Prehistory Association 21(5):77-84, 2001.
  • Barnes, Gina L. Paddy Soils Now and Then. World Archaeology 22(1):1-17, 1990.
  • Crawford, Gary W. and Gyoung-Ah Lee. Agricultural Origins in the Korean Peninsula. Antiquity 77(295):87-95, 2003.
  • Kwak, Jong-chul. Urinara-eui Seonsa – Godae Non Bat Yugu [Dry- and Wet-field Agricultural Features of the Korean Prehistoric].In Hanguk Nonggyeong Munhwa-eui Hyeongseong [The Formation of Agrarian Societies in Korea]: 21-73. Papers of the 25th National Meetings of the Korean Archaeological Society, Busan, 2001.

ଆଧାର

ବାହାର ତଥ୍ୟ