ନୂଆ ଦିଲ୍ଲୀ

ଭାରତର ରାଜଧାନୀ ଏବଂ ଦିଲ୍ଲୀର ଜିଲ୍ଲା

ନୂଆ ଦିଲ୍ଲୀ ହେଉଛି ଭାରତର ରାଜଧାନୀ ଓ ବୃହତ୍ତମ ମହାନଗର । ୧୯୩୧ ଫେବୃଆରୀ ୧୩ରେ ନୂଆଦିଲ୍ଲୀ ଭାରତର ରାଜଧାନୀ ଭାବେ ଆତ୍ମପରିପ୍ରକାଶ କରିଥିଲା ।୧୯୧୧ ଡିସେମ୍ବର ୧୫ରେ ନୂଆ ରାଜଧାନୀର ଶିଳାନ୍ୟାସ ହୋଇଥିଲା । [୧] ବିଂଶ ଶତାବ୍ଦୀର ଦୁଇ ବ୍ରିଟିଶ ସ୍ଥପତି ସାର୍ ହର୍ବର୍ଟ ବ୍ରେକର ଏହାର ମୂଳଦୂଆ ପ୍ରତିଷ୍ଠା କରିଥିଲେ । ୧୯୨୭ରେ ଏହାର ନାମ ନୂଆଦିଲ୍ଲୀ ରଖାଯାଇଥିଲା । ତତକାଳୀନ ବ୍ରିଟିଶ ଇଣ୍ଡିଆର ଭାଇସରୟ ଲର୍ଡ ଇରୱ୍ଇନ ନୂଆ ରାଜଧାନୀର ଶୁଭ ଉଦଘାଟନ କରିଥିଲେ ।[୨]

ଭାରତର ରାଜଧାନୀ

ନୂଆଦିଲ୍ଲୀ

—  ରାଜଧାନୀ  —
ଉପରୁ ଡାହାଣକୁ: ଲୋଟସ ଟେମ୍ପଲ, ହୁମାୟୁଁ ମସଜିଦ, କନୌଟ ପାଲେସ, ଅକ୍ଷରଧାମ ମଦିର, ଇଣ୍ଡିଆ ଗେଟ
ଉପରୁ ଡାହାଣକୁ: ଲୋଟସ ଟେମ୍ପଲ, ହୁମାୟୁଁ ମସଜିଦ, କନୌଟ ପାଲେସ, ଅକ୍ଷରଧାମ ମଦିର, ଇଣ୍ଡିଆ ଗେଟ
ଭାରତର ରାଜଧାନୀ
ଭାରତରେ ଦିଲ୍ଲୀର ଅବସ୍ଥାନ
ଦିଗବାରେଣି28°36′36″N 77°13′48″E / 28.61000°N 77.23000°E / 28.61000; 77.23000
ଦେଶଭାରତ
ରାଜ୍ୟଦିଲ୍ଲୀ
ରାଜ୍ୟପାଳତେଜେନ୍ଦ୍ର ଖାନ୍ନା
ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରୀଆଲ
ମେୟରପ୍ରଫେସର ରଜନୀ ଅବ୍ୱୀ
ନ୍ୟାୟ ପାଳିକା (seats)ଏକ ନ୍ୟାୟପାଳିକା (୭୦)
ଲୋକସଂଖ୍ୟା

• ଘନତା

୧,୬୭,୫୩,୨୩୫ (ଦ୍ୱିତୀୟ) (2010)

[convert: invalid number]

ଏଚଡିଆଇ (୨୦୦୫)Increase
୦.୮୭୫ (ଅଧିକ
ସରକାରୀ ଭାଷାସବୁଇଂରାଜୀ, ହିନ୍ଦୀ, ଉର୍ଦ୍ଦୁ, ପଞ୍ଜାବୀ
ସମୟ ଜୋନଆ.ଏସ.ଟି (ୟୁଟିସି +୫.୩୦)
ପରିସୀମା

• ସମୁଦ୍ର ପତ୍ତନଠାରୁ ଉଚ୍ଚତା

[convert: invalid number] (ପ୍ରଥମ)

[convert: invalid number]

କୋଡ଼
  • ପିନକୋଡ଼• ୧୧୦ xxx
    • ଟେଲିଫୋନ• +୯୧-୧୧- XXXX XXXX
    • UN/LOCODE• INDEL
    • ଗାଡ଼ି• DL-xx
ବେବସାଇଟdelhigovt.nic.in
ଭାରତର ରାଜଧାନୀର ମୋହର

ଇତିହାସ

ଦିଲ୍ଲୀ ଦରବାର ୧୯୧୧

ଭୂଗୋଳ

ଦର୍ଶନୀୟ ସ୍ଥାନ

ଆଧାର

ଅଧିକ ତଥ୍ୟ