ବଙ୍ଗୋପସାଗର

(ବଙ୍ଗୋପ ସାଗରରୁ ଲେଉଟି ଆସିଛି)

ବଙ୍ଗୋପସାଗର ବା ବଙ୍ଗ ଉପସାଗର ପୃଥିବୀର ସର୍ବବୃହତ ଉପସାଗର, [୩] ଏହା ଭାରତ ମହାସାଗରର ଉତ୍ତର-ପୂର୍ବ ଭାଗ । ଇଂରେଜ ମାନକ ଆସିବା ପୂର୍ବରୁ ଏହାର ନାମ "କଳିଙ୍ଗ ସାଗର" ଥିଲା ।[୪] ଭାରତ, ବାଂଲାଦେଶ ଏବଂ ମିଆଁମାର ସମେତ ଅନେକ ଦକ୍ଷିଣ ଏସୀୟ ଦେଶ ବଙ୍ଗୋପସାଗର ଉପରେ ନିର୍ଭରଶୀଳ |

ବଙ୍ଗୋପସାଗର
ବଙ୍ଗୋପସାଗର ମାନଚିତ୍ର
ଅବସ୍ଥାନଦକ୍ଷିଣ ଏସିଆ
ପ୍ରକାରଉପସାଗର
ପ୍ରାଥମିକ ସ୍ରୋତଭାରତ ମହାସାଗର
ଉପକୂଳ ଦେଶଭାରତ, ବଙ୍ଗଳାଦେଶ, ଥାଇଲାଣ୍ଡ, ମିଆଁମାର, ଇଣ୍ଡୋନେସିଆ, ମାଲେସିଆ, ଶ୍ରୀଲଙ୍କା[୧][୨]
ସର୍ବାଧିକ ଦୈର୍ଘ୍ୟ2,090 km; c.1,300 mi
ସର୍ବାଧିକ ପ୍ରସ୍ଥ1,610 km; 1,000 mi
କ୍ଷେତ୍ରଫଳ2,172,000 km²
ହାରାହାରି ଗଭୀରତା2,600 m ; 8,500 feet
ସର୍ବାଧିକ ଗଭୀରତା4,694 m ; 15,400 feet

ଆଧାର

ଅଧିକ ତଥ୍ୟ