ମହମ୍ମଦ ବିନ କାସିମ

ମହମ୍ମଦ ବିନ କାସିମ ହେଉଛନ୍ତି ଖ୍ରୀଷ୍ଟୀୟ ଅଷ୍ଟମ ଶତାବ୍ଦୀର ଭାରତର ପ୍ରଥମ ମୁସଲମାନ ଆକ୍ରମଣକାରୀ। ଏ ଖ୍ରୀଷ୍ଟାବ୍ଦ ୭୧୧ରେ ଭାରତ ଆକ୍ରମଣ କରି ସିନ୍ଧୁର ରାଜା ଦହିରଙ୍କୁ ପରାସ୍ତ କରି ଆଲୋର ଓ ବ୍ରହ୍ମଣାବାଦ ଆଦି ନଗରମାନ ଲୁଣ୍ଠନ କରି ସିନ୍ଧୁ ଅଧିକାର କଲେ। ପ୍ରୋଥେରା ସାହେବଙ୍କ ଇତିହାସମତେ ଏହାଙ୍କର ବଂଶଧରମାନେ ସୌବୀର ନାମକ କ୍ଷତ୍ରିୟମାନଙ୍କଦ୍ୱାରା ୭୬୦ ଖ୍ରୀଷ୍ଟାବ୍ଦରେ ଭାରତରୁ ବିତାଡ଼ିତ ହେଲେ। [୧]

ଇମାଦ-ଉଦ୍ଦିନ ମହମ୍ମଦ ବିନ କାସିମ ବିନ ୟୁସୁଫ ସକିଫି
‌ଯୁଦ୍ଧରେ ସେନାମାନଙ୍କ ନେତୃତ୍ୱ କରୁଥିବା ମହମ୍ମଦ ବିନ କାସିମ
ଜନ୍ମ୩୧ ଡିସେମ୍ବର ୬୯୫
ଆରବର ତାଇଫ
ମୃତ୍ୟୁ୧୮ ଜୁଲାଇ ୭୧୫

ସାମ୍ରାଜ୍ୟ

ଆଧାର

ବାହାର ଫଟୋ