ମେଲିିଣ୍ଡା ଗେଟ୍ସ

ବିଲ ଓ ମେଲିନା ଗେଟ୍ସ ଫାଉଣ୍ଡେସନ ର ସହପ୍ରତିଷ୍ଠାତା

ମେଲିିଣ୍ଡା ଗେଟ୍ସ(ଜନ୍ମ ଅଗଷ୍ଟ ୧୫,୧୯୬୪)[୧]।ଜଣେ ଆମେରିକିୟphilanthropist,ପୂର୍ବୋକ୍ତ ମାଇକ୍ରୋସଫ୍ଟ କର୍ମଚାରୀ,ଏବଂ ମାଇକ୍ରୋସଫ୍ଟ ପ୍ରତିଷ୍ଠାତାଙ୍କ ସ୍ତ୍ରୀ [୨]। ସେ ବିଲ ଓ ମେଲିନା ଗେଟ୍ସ ଫାଉଣ୍ଡେସନର ସହପ୍ରତିଷ୍ଠାତା।ସେ ମାଇକ୍ରୋସଫ୍ଟରେ "ବବ,ଏକ୍ସଇଡ଼ ଓ ଏନକାର୍ଟ" ପ୍ରୋଜେକ୍ଟ ମୁଖ୍ୟ ରୂପେ କାମ କରୁଥିଲେ।

Melinda Gates
Melinda Gates at the World Economic Forum in 2011
ଜନ୍ମ
Melinda Ann French

(1964-08-15) ୧୫ ଅଗଷ୍ଟ ୧୯୬୪ (ବୟସ ୫୯)
Dallas, Texas, U.S.
ଶିକ୍ଷାନୁଷ୍ଠାନDuke University
ବୃତ୍ତି(ସମୂହ)Co-Chair, operator of Bill & Melinda Gates Foundation
ବୈବାହିକ-ସାଥୀ
Bill Gates
(m. ୧୯୯୪)
ସନ୍ତାନ3
ୱେବସାଇଟwww.gatesfoundation.org

ବାଲ୍ୟ ଜୀବନ ଓ ପାଠପଢ଼ା

ମେଲିିଣ୍ଡା ଆନ୍ନ୍ ଫ୍ରେଞ୍ଚ ୧୯୬୪ ମସିହା ଅଗଷ୍ଟ୧୫ରେ ଟେକ୍ସଆସର ଡ଼ାଲାସ୍ ସ୍ଥାନରେ ଜନ୍ମ ଗ୍ରହଣ କରିଥିଲେ।[୩]।ସେ ଜଣେ ଏରୋସ୍ପେସ ଯନ୍ତ୍ରୀ "ଜୋସେଫ ଫ୍ରେଞ୍ଚ ଜୁନିଅର" ଓ ଜଣେ ଗୃହିଣୀ "ଇଲେନ ଆଗ୍ନେସ ଏମର୍ରଲାଣ୍ଡ୍"ଙ୍କ ୪ ସନ୍ତାନଙ୍କ ମଧ୍ୟରୁ ଜଣେ। ଫ୍ରେଞ୍ଚଙ୍କ ଜଣେ ବଡ଼ ଭଉଣୀ ଓ ଦୁଇ ଜଣ ଛୋଟ ଭାଇ ଥିଲେ।[୪]ଫ୍ରେଞ୍ଚ ଜଣେ ରୋମାନ କେଥୋଲିକ୍ ଥିଲେ [୫][୬][୭][୮]।ସେ ମୋନିକା କେଥୋଲିକ୍ ସ୍କୁଲ ଯାଉଥିଲେ [୯][୧୦]।ସେହି ସ୍କୁଲରେ ସେ ତାଙ୍କ ଶ୍ରେଣୀରେ ପ୍ରଥମ ହଉଥିଲେ।ସେ ଉରସୁଲିନ୍ ଏକାଡେମୀ ଅଫ ଡ଼ାଲାସ୍ରୁ ୧୯୮୨ ମସିହାରେ ସ୍ନାତକ ଡିଗ୍ରୀ ହାସଲ କରିଥିଲେ।ସେ କୋମ୍ପୁଟର ବିଜ୍ଞାନ ଓ ଅର୍ଥଶାସ୍ତ୍ରରେ Duke ମହାବିଦ୍ୟାଳୟରୁ ସ୍ନାତକ ହାସଲ କରିଥିଲେ।

ଆଧାର