Jump to content

ମୋତିହାରି

ଉଇକିପିଡ଼ିଆ‌ରୁ

[[Category:Lua error in package.lua at line 80: module 'Module:Pagetype/setindex' not found. with short description]]

Motihari
Tardiha, BINA
City
Country India
StateBihar
DistrictPurvi Champaran
Founded byGovernment
Government
 • TypeDemocracy
 • BodyDemocratic
Elevation
62 m (203 ft)
Population
 (2001)
 • Total୧,୦୧,୫୦୬
Languages
 • OfficialBhojpuri, Hindi
Time zoneUTC+5:30 (IST)
PIN
845401
Telephone code06252
ଯାନବାହାନ ପଞ୍ଚୀକରଣBR-05
Lok Sabha constituencyPurvi Champaran
Vidhan Sabha constituencyMotihari
Websiteeastchamparan.bih.nic.in


ମୋତିହାରି ଏକ ଭାରତୀୟ ପୌରପାଳିକା (Municipality) ଅଟେ । ଏହା ବିହାରର ପୁର୍ବ ଚମ୍ପରନ୍ ଜିଲ୍ଲାରେ ଅବସ୍ଥିତ ।


ଭୌଗଳିକ ଅବସ୍ଥିତି

ମୋତିହାରି ୨୬.୬୫୭୪ ଉତ୍ତର ଅକ୍ଷାଂଶ ଓ ୮୪.୯୧୯୨ ପୂର୍ବ ଦ୍ରାଘିମାରେ ଅବସ୍ଥିତ । ସମୁଦ୍ର ପତନଠାରୁ ଏହା ୨୦୩ ଫୁଟ ଉଚ୍ଚତାରେ ରହିଛି ।[୧]

ଜନସଂଖ୍ୟା ଓ ସାକ୍ଷରତା

୨୦୦୧ ମସିହାର ଭାରତୀୟ ଜନଗଣନା ଅନୁସାରେ, ମୋତିହାରି ସହରର ମୋଟ ଜନସଂଖ୍ୟା ୧୦୧୫୦୬ ଅଟେ ।[୨] ସେଥି ମଧ୍ୟରୁ ୫୩.୮୨% ଜଣ ପରୁଷ ହୋଇଥିବା ବେଳେ ୪୬.୧୮% ଜଣ ନାରୀ ଅଟନ୍ତି । ମୋତିହାରିର ସାକ୍ଷରତା ହାର ୬୮.୫୪% ଅଟେ । ଏହା ଜାତୀୟ ହାରଠାରୁ -୩.୭୦% ପ୍ରତିଶତ କମ ଅଟେ । ସେଥିରୁ ୩୯.୬୭% ପ୍ରତିଶତ ପୁରୁଷ ଓ ୨୮.୮୮% ନାରୀ ଅଟନ୍ତି । ୧୪.୬୯% ଲୋକ ସେଠାରେ ୬ ବର୍ଷ ବୟସରୁ କମ ବୟସ୍କ ଅଟନ୍ତି ।[୨]

ଭାଷା

ହିନ୍ଦୀ ମୋତିହାରିର ସରକାରୀ ଭାଷା ଅଟେ ।

ପାଣିପାଗ

Motihari
Climate chart (explanation)
JFMAMJJASOND
 
 
8.5
 
22
9
 
 
11
 
25
11
 
 
10
 
31
15
 
 
27
 
35
20
 
 
92
 
37
24
 
 
35
 
35
25
 
 
372
 
33
26
 
 
360
 
33
26
 
 
266
 
32
25
 
 
78
 
32
21
 
 
5
 
29
15
 
 
11
 
24
10
Average max. and min. temperatures in °C
Precipitation totals in mm
Source: [୩]

ପ୍ରାୟତଃ ଭାରତୀୟ ସହର ଗୁଡ଼ିକ ଗ୍ରୀଷ୍ମ ମଣ୍ଡଳୀୟ ହୋଇଥାନ୍ତି । ମୋତିହାରିରେ ବାର୍ଷିକ ସର୍ବାଧିକ ହାରାହାରି ତାପମାତ୍ରା ୩୦.୫ ଡିଗ୍ରୀ ସେଣ୍ଟିଗ୍ରେଡ ଅନୁଭୂତ ହେଉଥିବା ବେଳେ ସର୍ବନିମ୍ନ ହାରାହାରି ତାପମାତ୍ରା ୧୮.୭ ଡିଗ୍ରୀ ସେଣ୍ଟିଗ୍ରେଡ ଅଟେ । ଏଠାରେ ବାର୍ଷିକ ହାରାହାରି ବୃଷ୍ଟିପାତ ୧୪୧୩.୬ mm/inches ହୋଇଥାଏ ।

Climate data for Motihari, ଭାରତ (୧୯୭୧–୨୦୦୦)
MonthJanFebMarAprMayJunJulAugSepOctNovDecYear
ହାରାହାରି ସର୍ବାଧିକ °C (°F)22.2
(72)
25.2
(77.4)
31.0
(87.8)
35.2
(95.4)
36.6
(97.9)
34.9
(94.8)
32.5
(90.5)
32.5
(90.5)
32.2
(90)
31.7
(89.1)
29.0
(84.2)
24.4
(75.9)
30.5
(86.9)
ହାରାହାରି ସର୍ବନିମ୍ନ °C (°F)8.8
(47.8)
10.8
(51.4)
15.0
(59)
19.9
(67.8)
23.5
(74.3)
25.3
(77.5)
25.5
(77.9)
25.7
(78.3)
24.5
(76.1)
20.9
(69.6)
14.9
(58.8)
10.2
(50.4)
18.7
(65.7)
Average rainfall mm (inches)08.5
(0.335)
11.3
(0.445)
10.3
(0.406)
26.9
(1.059)
91.7
(3.61)
172.0
(6.772)
371.8
(14.638)
360.2
(14.181)
266.2
(10.48)
78.4
(3.087)
5.0
(0.197)
11.4
(0.449)
୧,୪୧୩.୬
(୫୫.୬୫୪)
ହାରାହାରି ମେଘାତ୍ସନ ଦିବସ1.11.01.01.64.37.813.211.29.52.80.30.854.6
ହାରାହାରି ବିଜୁଳି ଘଡ଼ଘଡ଼ି ମାରୁଥିବା ଦିବସ0.10.10.20.40.60.80.30.20.30.00.00.02.9

ହାରାହାରି କୁହୁଡ଼ି ଘେରା ଦିବସ0.00.00.00.00.00.00.00.00.00.00.00.00.0
Source: India Meteorological Department (temperatures and precipitation)[୪][୫]


ଆହୁରି ପଢନ୍ତୁ

ଆଧାର

ବାହାର ଲିଙ୍କ

🔥 Top keywords: ପ୍ରଧାନ ପୃଷ୍ଠାମିଡ଼ିଆଉଇକି:Interwiki-links.jsଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ, ଓଡ଼ିଶାବିଶେଷ:ଖୋଜନ୍ତୁଓଡ଼ିଆ ଭାଷାଦ୍ୱିତୀୟ ବିଶ୍ୱଯୁଦ୍ଧଫକୀର ମୋହନ ସେନାପତିଜଗନ୍ନାଥ ମନ୍ଦିରଜଗନ୍ନାଥ ଦାସବନ୍ଦେ ଉତ୍କଳ ଜନନୀଲକ୍ଷ୍ମୀକାନ୍ତ ମହାପାତ୍ରଗୋପବନ୍ଧୁ ଦାସମଧୁସୂଦନ ଦାସମନମୋହନ ସାମଲଗୋପୀନାଥ ମହାନ୍ତିଉଇକିପିଡ଼ିଆ:ଆମେ ଦାୟୀ ନୋହୁଁମହାତ୍ମା ଗାନ୍ଧୀସୀତା ନବମୀସହଯୋଗ:ବିଷୟବସ୍ତୁବିଶେଷ:ନଗଦବଦଳକାଳିନ୍ଦୀ ଚରଣ ପାଣିଗ୍ରାହୀଗଙ୍ଗାଧର ମେହେରସାରଳା ଦାସଜଗନ୍ନାଥଉଇକିପିଡ଼ିଆ:ଉଇକିପିଡ଼ିଆ ବାବଦରେସଚ୍ଚିଦାନନ୍ଦ ରାଉତରାୟମଧୁସୂଦନ ରାଓପୁନମ ମିଶ୍ରଓଡ଼ିଶାଉଇକିପିଡ଼ିଆ:ଆମ ସହ ଯୋଗାଯୋଗଓଡ଼ିଆ ସାହିତ୍ୟଫାଇଲ:Namita Agrawal (Odia Singer).jpgଗୋଦାବରୀଶ ମିଶ୍ରଶାନ୍ତନୁ କୁମାର ଆଚାର୍ଯ୍ୟଉଇକିପିଡ଼ିଆ:ସଙ୍ଘ ସୂଚନା ଫଳକରାଧାନାଥ ରାୟମାଧ୍ୟମିକ ଶିକ୍ଷା ପରିଷଦ, ଓଡ଼ିଶାwiki.phtmlପ୍ରତିଭା ରାୟ