ରବିବାର

  • ରବିବାର ହେଲା ସପ୍ତାହର ଏମିତି ଏକ ଦିନ ଯାହା ଶନିବାର ଆଉ ସୋମବାର ମଝିରେ ଆସେ ।[୧]
  • ରବିବାର ହେଉଛି ସୂର୍ଯ୍ୟଦେବଙ୍କ ବାର ।[୨] ଏହିଦିନ ସୂର୍ଯ୍ୟଙ୍କୁ ଧ୍ୟାନ କରି ବ୍ରତ ରଖିବା ସହିତ ସାତ୍ତ୍ୱିକ ଲୁଣବିହୀନ ଖାଦ୍ୟ ଗ୍ରହଣ କରିବା ଉଚିତ ।
  • ପୃଥିବୀସାରା ଏହା ଏକ ସାଧାରଣ ଛୁଟିଦିନ ।
  • ତେବେ ଗଲ୍ଫ/ଆରବି ଦେଶଗୁଡ଼ିକରେ ଏହି ଦିନରେ ଅଫିସସବୁ ଖୋଲା ରହେ ।

ଆଧାର

ବାହାର ତଥ୍ୟ