ସୋମବାର


ସୋମବାର ହେଲା ସପ୍ତାହର ଏକ ଦିନ ଯାହା ରବିବାର ପରେ ଓ ମଙ୍ଗଳବାର ପୂର୍ବରୁ ଆସେ । ଚନ୍ଦ୍ରଙ୍କ ନାମରେ ଏହାଙ୍କ ନାମ ବୋଲି ବିଶ୍ୱାସ କରାଯାଏ ।[୧][୨] ଏହାକୁ ସପ୍ତାହର ପ୍ରଥମ ଦିନ ଭାବେ ଗଣାଯାଏ ଓ କାର୍ଯ୍ୟାଳୟ ଗୁଡିକରେ ଏହି ଦିନ କାମ ଆରମ୍ଭ ହୁଏ ।

ଆଧାର