ଶାରଳା ପୁରସ୍କାର

ଓଡ଼ିଆ ସାହିତ୍ୟ ପୁରସ୍କାର
(ସାରଳା ପୁରସ୍କାରରୁ ଲେଉଟି ଆସିଛି)

ଆଦିକବି ସାରଳା ଦାସଙ୍କ ନାମରେ ନାମିତ ଏହି ପୁରସ୍କାର ଓଡ଼ିଆ ଭାଷାସାହିତ୍ୟକୁ ଉଲ୍ଲେଖନୀୟ ଅବଦାନ ନିମନ୍ତେ ପ୍ରତିବର୍ଷ ପ୍ରଦାନ କରାଯାଇଥାଏ । ଓଡ଼ିଆ ଶିଳ୍ପପତି ବଂଶୀଧର ପଣ୍ଡାଇଲା ପଣ୍ଡାଙ୍କଦ୍ୱାରା ପ୍ରତିଷ୍ଠିତ ଶାରଳା ପୁରସ୍କାର ଇମ୍ଫାଗୃପଦ୍ୱାରା ପରିଚାଳିତ ଇଣ୍ଡିଆନ ମେଟାଲ୍‌ସ ପବ୍ଲିକ୍‌ ଚାରିଟେବଲ୍‌ ଟ୍ରଷ୍ଟ (ଇମ୍ପାକ୍ଟ) ଆନୁକୁଲ୍ୟରେ ୧୯୮୦ ମସିହାରୁ ପ୍ରଦାନ କରାଯାଇ ଆସୁଅଛି ।

ପୁରସ୍କାର ବିଜେତାଙ୍କୁ ପ୍ରଶସ୍ତି ପତ୍ର ଓ ଉତ୍ତରୀୟ ସହ ନଗଦ ପାଞ୍ଚ ଲକ୍ଷ ଟଙ୍କା ପ୍ରଦାନ କରାଯାଏ ।[୧]

ଶାରଳା ପୁରସ୍କାର ବିଜେତା[୨]
ବର୍ଷବିଜେତାବହିଟିକା
୨୦୨୨ଗୌରହରି ଦାସବାଘ ଓ ଅନ୍ୟାନ୍ୟ ଗଳ୍ପ[୩]
୨୦୨୧ପାରମିତା ଶତପଥୀଅଭିପ୍ରେତ କାଳ[୪]
୨୦୨୦ନିତ୍ୟାନନ୍ଦ ନାୟକସେତେବେଳକୁ ନଥିବି[୫]
୨୦୧୯ପ୍ରଦୀପ ଦାଶଚରୁ ଚିବର ଓ ଚର୍ଯ୍ୟା[୬]
୨୦୧୮ଶତ୍ରୁଘ୍ନ ପାଣ୍ଡବମିଶ୍ର ଧ୍ରୁପଦ[୭]
୨୦୧୭ବନଜ ଦେବୀକାଠ ପୁଅ ଓ ଅନ୍ୟାନ୍ୟ ଗଳ୍ପ[୮]
୨୦୧୬ହୃଷୀକେଶ ମଲ୍ଲିକଜେଜେ ଦେଖି ନଥିବା ଭାରତ[୯]
୨୦୧୫ମନୋଜ କୁମାର ପଣ୍ଡାମାୟା ବଗିଚା[୧୦]
୨୦୧୪ପ୍ରଫୁଲ୍ଲ ଦାସବହ୍ନିମାନ
୨୦୧୩ଅଚ୍ୟୁତାନନ୍ଦ ପତିଚା'ରୁ ଚୈତନ୍ୟ ପର୍ଯ୍ୟନ୍ତ
୨୦୧୨ହୃଷୀକେଶ ପଣ୍ଡାଗର୍ବ କରିବାର କଥା
୨୦୧୧ହରିହର ମିଶ୍ରଦିବ୍ୟ ଅସନ୍ତୋଷ
୨୦୧୦ବୀଣାପାଣି ମହାନ୍ତିଅପହଞ୍ଚ ଆକାଶ
୨୦୦୯ପ୍ରସନ୍ନ କୁମାର ମିଶ୍ରଖରାରେ ବାଙ୍ଗରା ଲୋକ
୨୦୦୮ହରପ୍ରସାଦ ଦାସହାରମୋନିଅମରେ ତୋଡ଼ି
୨୦୦୭ଦାଶରଥି ଦାସବିଦଗ୍ଧ ମାନସ
୨୦୦୬ଅନ୍ନପୂର୍ଣ୍ଣା ମହାରଣାଅମୃତ ଅନୁଭବ
୨୦୦୫ହୃଦାନନ୍ଦ ରାୟଜଣେ ଅନୁଭବୀ ଅନୁଭବର
୨୦୦୪ସାତକଡ଼ି ହୋତାମୁକ୍ତିମନ୍ତ୍ର ଓ ଜନନୀ ଜନ୍ମଭୂମୀ[୧୧]
୨୦୦୩ଜଗଦୀଶ ମହାନ୍ତିସୁନା ଇଲିସି
୨୦୦୩ଦୀପକ ମିଶ୍ରନିଦାଘ ଯାତ୍ରା
୨୦୦୧ତରୁଣ କାନ୍ତି ମିଶ୍ରଆକାଶ ସେତୁ
୨୦୦୨ଉତ୍ତମ କୁମାର ପ୍ରଧାନକଳାହାଣ୍ଡିର କଥାକାର
ଶ୍ରୀନିବାସ ଉଦ୍‌ଗାତାଋତମ୍,
୨୦୦୦ଗୋପାଳ ଛୋଟରାୟନାଟ୍ୟ ସାହିତ୍ୟର ସାମଗ୍ରିକ କୃତି
୧୯୯୯ବିଭୂତି ପଟ୍ଟନାୟକକଥା ସାହିତ୍ୟର ସାମଗ୍ରିକ କୃତି
୧୯୯୮ଜଗନ୍ନାଥ ପ୍ରସାଦ ଦାସପ୍ରିୟ ବିଦୁଷକ[୧୨]
୧୯୯୭ମନମୋହନ ଚୌଧୁରୀକସ୍ତୁରୀ ମୃଗସମ
୧୯୯୬ସତ୍ୟନାରାୟଣ ରାଜଗୁରୁମାେ ଜୀବନ ସଂଗ୍ରାମ
୧୯୯୫ରାଜେନ୍ଦ୍ର କିଶୋର ପଣ୍ଡାଅନ୍ୟା ଓ ଶୈଳକଳ୍ପ
୧୯୯୪ଭୁବନେଶ୍ୱର ବେହେରାଗାଁର ଡାକ
୧୯୯୩ନୃସିଂହ ଚରଣ ପଣ୍ଡାଖାରବେଳ
୧୯୯୨ପ୍ରତିଭା ଶତପଥୀଶବରୀ
୧୯୯୧ରବି ପଟ୍ଟନାୟକବନ୍ଧ୍ୟା ଗାନ୍ଧାରୀ
ରାମଚନ୍ଦ୍ର ବେହେରାଓଁ କାର ଧ୍ୱନି
୧୯୯୦ପ୍ରତିଭା ରାୟଯାଜ୍ଞସେନୀ
ମନୋରଞ୍ଜନ ଦାସନନ୍ଦିକା କେଶରୀ
୧୯୮୯ଚିତ୍ତରଞ୍ଜନ ଦାସଓଡ଼ିଶା ଓ ଓଡ଼ିଆ
୧୯୮୮ଶରତ କୁମାର ମହାନ୍ତିସଂସ୍କୃତି ଅପସଂସ୍କୃତି
୧୯୮୭ଶାନ୍ତନୁ କୁମାର ଆଚାର୍ଯ୍ୟଶକୁନ୍ତଳା
୧୯୮୬କିଶୋରୀ ଚରଣ ଦାସଭିନ୍ନ ପାଉଁଶ
୧୯୮୫ସୀତାକାନ୍ତ ମହାପାତ୍ରଆରଦୃଶ୍ୟ
୧୯୮୪ରମାକାନ୍ତ ରଥସଚିତ୍ର ଅନ୍ଧାର
୧୯୮୩ମହାପାତ୍ର ନୀଳମଣି ସାହୁଅଭିଶପ୍ତ ଗନ୍ଧର୍ବ
୧୯୮୨ଚନ୍ଦ୍ରଶେଖର ରଥସମ୍ରାଟ ଓ ଅନ୍ୟମାନେ
୧୯୮୧ମନୋଜ ଦାସଧୁମାଭ୍ର ଦିଗନ୍ତ
୧୯୮୦ସୁରେନ୍ଦ୍ର ମହାନ୍ତିକୁଳବୃଦ୍ଧ ଚରିତ ଉପନ୍ୟାସ[୧୩]

ଆହୁରି ଦେଖନ୍ତୁ

ଆଧାର