ଅଲ ଚିକି
|
---|
|
ପ୍ରକାର | ବର୍ଣ୍ଣମାଳା |
---|
ଭାଷାସମୂହ | ସାନ୍ତାଳୀ ଭାଷା |
---|
ଦିଗ | Left-to-right |
---|
ISO 15924 | Olck, 261 |
---|
ଇଉନିକୋଡ଼ ଉପନାମ | Ol Chiki |
---|
ଇଉନିକୋଡ଼ ସୀମା | U+1C50–U+1C7F |
---|
ଏହି ପୃଷ୍ଠାରେ IPA ଉଚ୍ଚାରଣଗତ ଚିହ୍ନ ଥାଇପାରେ । ପ୍ରକୃତ ରେଣ୍ଡରିଂ ସୁବିଧା ବିନା ଆପଣ ଇଉନିକୋଡ଼ ଅକ୍ଷର ବଦଳରେ ପ୍ରଶ୍ନ ଚିହ୍ନ, ବାକ୍ସ କିମ୍ବା ଅନ୍ୟାନ୍ୟ ଚିହ୍ନ ଦେଖିପାରନ୍ତି । IPA ଚିହ୍ନ ବାବଦରେ ଏକ ଉପକ୍ରମ ପ୍ରସଙ୍ଗ ପାଇଁ ସହଯୋଗ:IPA ଦେଖନ୍ତୁ । |
ଅଲ ଚିକି ଲିପି ଏକ ଲେଖିବା ପ୍ରଣାଳୀ ଯାହାକୁ ସାନ୍ତାଳୀ ଭାଷା ଲେଖିବା ପାଇଁ ବ୍ୟବହାର କରାଯାଏ । ଅଲ ଚିକି ବହୁବିଧ ନାମ ଯଥା ଅଲ ଚେମେଦ ("ପ୍ରଣାଳୀ"), ଅଲ ଓ ବେଳେବେଳେ ସାନ୍ତାଳ ଅକ୍ଷର ବୋଲି ଜଣାଶୁଣା । ଏହି ଲିପି ପଣ୍ଡିତ ରଘୁନାଥ ମୁର୍ମୁଙ୍କଦ୍ୱାରା ୧୯୨୫ ମସିହାରେ ବିକଶିତ ହୋଇଥିଲା ।
ପୂର୍ବରୁ ସାନ୍ତାଳ ଭାଷାକୁ ଲାଟିନ ଲିପିରେ ଲେଖାଯାଉ ଥିଲା । କିନ୍ତୁ ସାନ୍ତାଳୀ ଭାଷା ଅନ୍ୟ ଆର୍ଯ୍ୟ-ଭାରତୀୟ ଭାଷା ପରି ହୋଇନଥିବାରୁ, ଏହାର ପ୍ରତି ଧ୍ୱନିକୁ ପ୍ରଚଳିତ ଆର୍ଯୀୟ ଲିପିରେ ଲେଖିବା ସମ୍ଭବ ହେଉ ନଥିଲା । ସାନ୍ତାଳୀ ଭାଷାର ପ୍ରତି ଧ୍ୱନି, ବିଶେଷ କରି ଏହାର ସ୍ୱର ବର୍ଣ୍ଣ ଓ କେତେକ ବ୍ୟଞ୍ଜନ ବର୍ଣ୍ଣ ପାଇଁ ଭାରତୀୟ ଲିପି ମାନଙ୍କରେ ଅକ୍ଷର ନଥିଲା । ବ୍ରାହ୍ମୀ ଲିପିରୁ ଆସିଥିବା ଅନ୍ୟାନ୍ୟ ଭାରତୀୟ ଭାଷାର ଲିପି ପରି ଅଲ ଚିକିରେ ମାତ୍ରାର ବ୍ୟବହାର ହୁଏ ନାହିଁ ଏବଂ ବ୍ୟଞ୍ଜନ ବର୍ଣ୍ଣ ଓ ସ୍ୱର ବର୍ଣ୍ଣର ସମାନ ଗୁରୁତ୍ତ୍ୱ ରହିଥାଏ । ପ୍ରଥମେ ଜଣେ ନରବେର ପାଦ୍ରୀ ପଲ ଅଲାଫ ବୋଡ଼ିଙ୍ଗ ଲାଟିନ ଅକ୍ଷରରେ ସାନ୍ତାଳି ଲେଖିବା ଆରମ୍ଭ କରିଥିଲେ । ଅଲ ଚିକିର ଆରମ୍ଭ ପରେ ଏଥିରେ ଲେଖାଲେଖି ଅଧିକ ସହଜ ହୋଇ ପାରିଛି । ଅଲ ଚିକି ଏକ ସଳଖ ଅକ୍ଷର, ଏହା ଯୁକ୍ତାକ୍ଷର ରହିତ ଓ ସ୍ୱର ବର୍ଣ୍ଣ ଓ ବ୍ୟଞ୍ଜନ ବର୍ଣ୍ଣ ସମାନ ଭାବରେ ବ୍ୟବହାର ହୋଇଥାନ୍ତି । ଆହୁରି ମଧ୍ୟ ଏହା ଧ୍ୱନିକୁ ନେଇ କେବଳ ଏହି ଭାଷା ପାଇଁ ତିଆରି କରାଯାଇଥିବାରୁ ଖୁବ ସହଜରେ ସାନ୍ତାଳୀ ଭାଷାର ଉଚ୍ଚାରଣ ସବୁ ଏଥିରେ ପ୍ରକାଶ କରିହୁଏ । ଅଲ ଚିକିରେ ସମୁଦାୟ ୩୦ଟି ବର୍ଣ୍ଣ ରହିଛି,ସେଥି ମଧ୍ଯରୁ ୨୪ଟି ବ୍ଯଞ୍ଜନ ବର୍ଣ୍ଣ ୬ଟି ସ୍ୱର ବର୍ଣ୍ଣ । ଏହା ବ୍ୟତୀତ ୫ଟି ପରିବର୍ତ୍ତିତ ବର୍ଣ୍ଣ ଅଛି ଯାହାକୁ ଟୁଡାଃ କୁହାଯାଏ । ଏହି ଲିପିକୁ ବାମରୁ ଡାହାଣକୁ ଲେଖାଯାଏ । [୧]
ଇଉନିକୋଡ ଚାର୍ଟ
ଇଉନିକୋଡ଼ ମାନକରେ ଅଲ ଚିକି ଏପ୍ରିଲ, ୨୦୦୮ରେ ଯୋଡ଼ାଯାଇଥିଲା ଯାହା ୫.୧ ସଙ୍କଳନରେ ଆସିଅଛି ।
ଅଲ ଚିକି ପାଇଁ ଇଉନିକୋଡ଼ ବ୍ଲକ ହେଲା U+1C50–U+1C7F:
ଅଲ ଚିକି[1] Unicode.org chart (PDF) |
| 0 | 1 | 2 | 3 | 4 | 5 | 6 | 7 | 8 | 9 | A | B | C | D | E | F |
U+1C5x | ᱐ | ᱑ | ᱒ | ᱓ | ᱔ | ᱕ | ᱖ | ᱗ | ᱘ | ᱙ | ᱚ | ᱛ | ᱜ | ᱝ | ᱞ | ᱟ |
U+1C6x | ᱠ | ᱡ | ᱢ | ᱣ | ᱤ | ᱥ | ᱦ | ᱧ | ᱨ | ᱩ | ᱪ | ᱫ | ᱬ | ᱭ | ᱮ | ᱯ |
U+1C7x | ᱰ | ᱱ | ᱲ | ᱳ | ᱴ | ᱵ | ᱶ | ᱷ | ᱸ | ᱹ | ᱺ | ᱻ | ᱼ | ᱽ | ᱾ | ᱿ |
ଟୀକା- 1.^ As of Unicode version 6.0
|
ଆହୁରି ଦେଖନ୍ତୁ
ପଣ୍ଡିତ ରଘୁନାଥ ମୁର୍ମୁ
ସାନ୍ତାଳୀ ଭାଷା
ଆଧାର
ବାହାର ଲିଙ୍କ
Types of writing systems |
---|
Overview | History of writing · Grapheme |
---|
Lists | Writing systems (undeciphered · inventors) · Languages by writing systemଛାଞ୍ଚ:\wby first written accounts |
---|
|
Types |
---|
Abjads |
---|
Numerals Aramaic · Arabic · Pitman shorthand · Hebrew · Jawi · Nabataean · Pahlavi · Pegon · Phoenician · Proto-Canaanite · Psalter · Samaritan · South Arabian · Sogdian · Syriac · Tifinagh · Ugaritic |
| Abugidas |
---|
Brahmic | Ahom · Balinese · Batak · Baybayin · Brāhmī · Buhid · Burmese · Chakma · Cham · Devanāgarī · Dhives Akuru · Eastern Nagari · Grantha · Gujarati · Gupta · Gurmukhī · Hanunó'o · Javanese · Kadamba · Kaithi · Kalinga · Kannada · Khmer · Lanna · Lao · Lepcha · Limbu · Lontara · Malayalam · Meitei Mayek · Mithilakshar · Modi · Mon · Nāgarī · Nepali · Old Kawi · Oriya · Pallava · 'Phags-pa · Ranjana · Rejang · Rencong · Śāradā · Saurashtra · Sinhala · Siddhaṃ · Soyombo · Sundanese · Sylheti Nagari · Tagbanwa · Tai Dam · Tai Le · Takri · Tamil · Telugu · Thai · Tibetan · Tocharian · Varang Kshiti |
---|
Others | Boyd's syllabic shorthand · Canadian Aboriginal · Ge'ez · Japanese braille · Kharoṣṭhī · Meroitic · Pollard · Sorang Sompeng · Tāna · Thomas Natural Shorthand |
---|
|
| Alphabets |
---|
Linear | Armenian · Avestan · Beitha Kukju · Borama · Coptic · Cyrillic · Deseret · Duployan shorthand · Eclectic shorthand · Elbasan · Fraser · Gabelsberger shorthand · Georgian · Glagolitic · Gothic · Gregg shorthand · Greek · Greco-Iberian alphabet · Euboean · Hangul · International Phonetic · Kaddare · Latin · Manchu · Mandaic · Mongolian · Neo-Tifinagh · N'Ko · Ogham · Ol Chiki · Old Hungarian · Old Italic · Old Permic · Orkhon · Osmanya · Runic · Shavian alphabet · New Tai Lue · Bassa Vah · Visible Speech |
---|
Non-linear | Braille (Hebrew · Korean) · Maritime flags · Morse code · New York Point · Semaphore line · Flag semaphore · Moon type |
---|
|
| Ideo/Pictograms |
---|
Aztec · Blissymbol · DanceWriting · Dongba · Míkmaq · New Epoch Notation Painting · Nsibidi · SignWriting |
| Logograms |
---|
Chinese | Traditional · Simplified · Chữ Nôm · Hanja · Kanji |
---|
Chinese-based | Jurchen · Khitan large script · Tangut · Zhuang |
---|
Other logo-syllabic | Anatolian · Cuneiform · Maya · Yi |
---|
Logo-consonantal | Demotic · Hieratic · Hieroglyphs |
---|
Numerals | Hindu-Arabic · Abjad · Greek (Attic) · Roman |
---|
|
| Semi-syllabaries |
---|
Full | Celtiberian · Northeastern Iberian · Southeastern Iberian |
---|
Redundant | Southwest · Pahawh Hmong · Zhùyīn fúhào · Khitan small script |
---|
|
| Syllabaries |
---|
Afaka · Cherokee · Cypriot · Geba · Hiragana · Katakana · Kikakui · Kpelle · Linear B · Man'yōgana · Nüshu · Old Persian Cuneiform · Vai · Woleai · Yi · Yugtun |
|
|
|