ଆନ୍ତର୍ଜାତୀୟ ଉଚ୍ଚାରଣଗତ ଲିପି

ଧ୍ୱନିମୂଳକ ସଂକେତକୁ ନେଇ ଗଠିତ ଲିପି ବିଧି

ଆନ୍ତର୍ଜାତୀୟ ଉଚ୍ଚାରଣଗତ ଲିପି (ଇଂରାଜୀ: International Phonetic Alphabet, IPA) ଉଚ୍ଚାରଣ ଚିହ୍ନ ଆଧାରିତ ଓ ଲାଟିନ ଲିପିରେ ଲିଖିତ ଏକ ଲିଖନ ବିଧି । ଏହା କଥିତ ଭାଷାମାନଙ୍କର ଲିଖନ ନିମନ୍ତେ ଆନ୍ତର୍ଜାତୀୟ ଫୋନେଟିକ ଆସୋସିଏସନ ଦ୍ୱାରା ଏକ ମାନକ ରୂପେ ତିଆରି କରାଯାଇଥିଲା ।[୧] ଆଇପିଏ ଅଭିଧାନ ସଂକଳକ, ବିଦେଶୀ ଭାଷାଭାଷୀ ଛାତ୍ର ଓ ଶିକ୍ଷକ, ଭାଷାବିଦ, ଧ୍ୱନି-ଭାଷା ରୋଗବିଦ୍ୱାବିଦ, ଗାୟକ-ଗାୟିକା, ଅଭିନେତା, ନିର୍ମିତ ଭାଷାକାର, ଓ ଅନୁବବାଦକମାନଙ୍କ ଦେଇ ବ୍ୟବହୃତ ହୋଇଥାଏ ।[୨][୩]

ଇଣ୍ଟରନ୍ୟାସନାଲ ଫୋନେଟିକ ଲାଙ୍ଗୁଏଜ
ପ୍ରକାର
ଲିପି, ଆଂଶିକଭାବେ ଫିଚରାଲ
ଭାଷାସମୂହକୌଣସି ଭାଷାର ଉଚ୍ଚାରଣଗତ ଓ ଫୋନିମଗତ ପ୍ରତିଲିପିକରଣ ପାଇଁ ବ୍ୟବହୃତ ହୁଏ
ସମୟକାଳ
୧୮୮୮ ମସିହାରୁ
Parent systems
ରୋମିକ ଲିପି
  • ଫୋନୋଟାଇପିକ ଲିପି
    • ଇଣ୍ଟରନ୍ୟାସନାଲ ଫୋନେଟିକ ଲାଙ୍ଗୁଏଜ
ଦିଗLeft-to-right
ISO 15924Latn, 215
ଇଉନିକୋଡ଼ ଉପନାମ
Latin

ଅଧିକ ପଠନ

  1. ଉଇକିପିଡ଼ିଆ : ଓଡ଼ିଆରୁ ଆଇପିଏ କନଭର୍ଟର

ଆଧାର