ଗୁଗଲ ମ୍ୟାପ୍ସ
ଗୁଗୁଲ ଦ୍ଵାରା ବିକଶିତ ୱେବ୍ ମାନଚିତ୍ର ସେବା
ଗୁଗଲ ମ୍ୟାପ୍ସ ଗୁଗଲ କମ୍ପାନୀଦ୍ୱାରା ନିର୍ମିତ ଏକ ଡେସ୍କଟପ ୱେବ ବେସ୍ଡ଼ ମ୍ୟାପିଙ୍ଗ ସେବା ଯାହା ସାହାଯ୍ୟରେ ମଣିଷ ଘରେ ବସି ନିଜ ଅଖ ପାଖ ଜିନିଷ ସହଜରେ ଜାଣିପାରେ ଏବଂ ନୂଆ ନୂଆ ଜିନିଷ ମାନଚିତ୍ରରେ ଅଙ୍କନ କରିପାରେ ।
Type | Web mapping |
---|---|
ମୁଖ୍ୟ ଲୋକ | Jens Eilstrup Rasmussen (Inventor & Co-Founder) Lars Rasmussen (Co-Founder) |
ମାଲିକ | |
ବେବସାଇଟ | maps |
ଖାତାଖୋଲା | Optional, included with a Google Account |
ମିଳୁଥିବା ସଂସ୍କରଣ | Multilingual |
ଗୁଗଲ ମ୍ୟାପ୍ସ ପ୍ରଥମ କରି ଏକ C++ରେ ତିଆରି ପ୍ରୋଗ୍ରାମ ଭାବେ ତିଆରି ହୋଇଥିଲା ଏବଂ ଏହାକୁ ଲାର୍ସ ଓ ଜେନ୍ସ ଏଇଲସ୍ଟ୍ରପ୍ ରସମୁସେନ ହ୍ୱେର ଟୁ ଟ୍ରକ୍ନୋଲୋଜିସଠାରେ ଡିଯାଇନ କରିଥିଲେ । ଅକ୍ଟୋବର ୨୦୦୪ରେ ଗୁଗଲ ଏହାକୁ ଅକ୍ତିଆର କରି ନେଇଥିଲା ଏବଂ ଏହାକୁ ଏକ ୱେବ ଆପ୍ଲିକେସନରେ ପରିବର୍ତ୍ତନ କରାଇ ଥିଲା ।
ଗୁଗଲ ମ୍ୟାପ୍ସର ସାଟେଲାଇଟ ଭିଉକୁ ବ୍ୟବହାର କରି ପୃଥିବୀ ପୃଷ୍ଟର ଫଟୋ ଉଡନ୍ତା ଉଡାଯାହାଜ କିମ୍ବା ସାଟେଲାଇଟରୁ ଉଠାଯାଇଥାଏ । ବର୍ତ୍ତମାନ ଥିବା ଏହା ସାଟେଲାଇଟ ଭିଉଗୁଡ଼ିକ ତିନି ବର୍ଷରୁ ଅଧିକ ପୁରୁଣା ନୁହଁ ।
ବର୍ତ୍ତମାନ ଉପଲବ୍ଧ ଥିବା ୱେବ ଆପ୍ଟି ୨୦୧୩ରେ ସାଧାରଣ ଜନତାଙ୍କ ପାଇଁ ଛଡା ଯାଇଥିଲା । ଏହା ସହିତ ଏହାର କ୍ଲାସିକ୍ ଭର୍ସନ ମଧ୍ୟ ଉପଲବ୍ଧ ଅଛି ।
ଇତିହାସ
ପୁରାତନ(କ୍ଲାସିକ୍) ଗୁଗଲ ମ୍ୟାପ୍ସର ବ୍ୟବହାର
କପିରାଇଟ୍
ବ୍ୟବହାର
ତ୍ରୁଟି
ଆଧାର
🔥 Top keywords: ପ୍ରଧାନ ପୃଷ୍ଠାରାମ ନବମୀଓଡ଼ିଆ ଭାଷାବିଶେଷ:ଖୋଜନ୍ତୁସୁଦଶା ବ୍ରତମିଡ଼ିଆଉଇକି:Interwiki-links.jsଜଗନ୍ନାଥ ଦାସଅମୃତାୟନଉଇକିପିଡ଼ିଆ:ଉଇକିପିଡ଼ିଆ ବାବଦରେଦ୍ୱିତୀୟ ବିଶ୍ୱଯୁଦ୍ଧଉଇକିପିଡ଼ିଆ:ସଙ୍ଘ ସୂଚନା ଫଳକବିଜୁ ପଟ୍ଟନାୟକରାଧାନାଥ ରାୟଜଗନ୍ନାଥ ମନ୍ଦିରରାମଫକୀର ମୋହନ ସେନାପତିସହଯୋଗ:ବିଷୟବସ୍ତୁଜଗନ୍ନାଥଉଇକିପିଡ଼ିଆ:ଆମ ସହ ଯୋଗାଯୋଗରାମାୟଣଓଡ଼ିଆ ସାହିତ୍ୟସାରଳା ଦାସମଧୁସୂଦନ ଦାସଉଇକିପିଡ଼ିଆଗୋପବନ୍ଧୁ ଦାସଗଙ୍ଗାଧର ମେହେରwiki.phtmlଗୋପୀନାଥ ମହାନ୍ତିଲିଙ୍ଗରାଜ ମନ୍ଦିରଗୋଦାବରୀଶ ମିଶ୍ରମଧୁସୂଦନ ରାଓଉଇକିପିଡ଼ିଆ:ଆମେ ଦାୟୀ ନୋହୁଁନମିତା ଅଗ୍ରୱାଲଶାନ୍ତନୁ କୁମାର ଆଚାର୍ଯ୍ୟଛାଞ୍ଚ:Key press/docପଣା ସଂକ୍ରାନ୍ତିଲକ୍ଷ୍ମୀକାନ୍ତ ମହାପାତ୍ରମନୋଜ ଦାସଅଂଶୁଘାତ