ବିଦ୍ୟୁତ
ବିଦ୍ୟୁତ୍ ଏକ ଭୌତିକ ପରିଘଟଣା ଯାହା ବିଦ୍ୟୁତିକ ଚାର୍ଜ୍ର ଉପସ୍ଥିତି ଏବଂ ପ୍ରବାହ ଉପରେ ସମ୍ବନ୍ଧିତ ବିଦ୍ୟୁତ୍ ସହିତ ବିଭିନ୍ନ ପ୍ରକାର ଘଟଣା ଯେପରିକି ବିଜୁଳୀ ଚଡକ , ସ୍ଥିଥିୟ ବିଦ୍ୟୁତ୍, ବିଦ୍ୟୁତିଚୁମ୍ବକିୟା ପ୍ରେରଣ ଏବଂ ବିଦ୍ୟୁତ୍ ପ୍ରବାହ ସହ ସମ୍ବନ୍ଧିତ. ଏହା ଛଡା ବିଦ୍ୟୁତ୍ଦ୍ୱାରା ବିଦ୍ୟୁତିଚୁମ୍ବକିୟା ବିକିରଣ ଯେପରିକି ରେଡିଓ ତରଙ୍ଗର ଗଠନ ଏବଂ ଗ୍ରହଣ ହୋଇ ପାରିବ।
ବିଦ୍ୟୁତ୍ ଚାର୍ଜ୍ ଏକ ବିଦ୍ୟୁତିଚୁମ୍ବକିୟା କ୍ଷେତ୍ର ଗଠନ କରେ ଯାହା ଅନ୍ୟ ଚାର୍ଜ୍କୁ ପ୍ରଭାବିତ କରି ପାରେ।
🔥 Top keywords: ପ୍ରଧାନ ପୃଷ୍ଠାରାମ ନବମୀଓଡ଼ିଆ ଭାଷାବିଶେଷ:ଖୋଜନ୍ତୁସୁଦଶା ବ୍ରତମିଡ଼ିଆଉଇକି:Interwiki-links.jsଜଗନ୍ନାଥ ଦାସଅମୃତାୟନଉଇକିପିଡ଼ିଆ:ଉଇକିପିଡ଼ିଆ ବାବଦରେଦ୍ୱିତୀୟ ବିଶ୍ୱଯୁଦ୍ଧଉଇକିପିଡ଼ିଆ:ସଙ୍ଘ ସୂଚନା ଫଳକବିଜୁ ପଟ୍ଟନାୟକରାଧାନାଥ ରାୟଜଗନ୍ନାଥ ମନ୍ଦିରରାମଫକୀର ମୋହନ ସେନାପତିସହଯୋଗ:ବିଷୟବସ୍ତୁଜଗନ୍ନାଥଉଇକିପିଡ଼ିଆ:ଆମ ସହ ଯୋଗାଯୋଗରାମାୟଣଓଡ଼ିଆ ସାହିତ୍ୟସାରଳା ଦାସମଧୁସୂଦନ ଦାସଉଇକିପିଡ଼ିଆଗୋପବନ୍ଧୁ ଦାସଗଙ୍ଗାଧର ମେହେରwiki.phtmlଗୋପୀନାଥ ମହାନ୍ତିଲିଙ୍ଗରାଜ ମନ୍ଦିରଗୋଦାବରୀଶ ମିଶ୍ରମଧୁସୂଦନ ରାଓଉଇକିପିଡ଼ିଆ:ଆମେ ଦାୟୀ ନୋହୁଁନମିତା ଅଗ୍ରୱାଲଶାନ୍ତନୁ କୁମାର ଆଚାର୍ଯ୍ୟଛାଞ୍ଚ:Key press/docପଣା ସଂକ୍ରାନ୍ତିଲକ୍ଷ୍ମୀକାନ୍ତ ମହାପାତ୍ରମନୋଜ ଦାସଅଂଶୁଘାତ