ମଙ୍ଗଳବାର
ସପ୍ତାହର ଏକ ଦିନ
ମଙ୍ଗଳବାର ହେଉଛି ସପ୍ତାହର ତୃତୀୟ ଦିନ । ଏହା ସୋମବାର ପରେ ଏବଂ ବୁଧବାର ପୂର୍ବରୁ ଆସିଥାଏ । ମଙ୍ଗଳବାରର ନାମ ମଙ୍ଗଳ ଶବ୍ଦରୁ ଉତ୍ପନ୍ନ ହୋଇଛି ଯାହାର ଅର୍ଥ ହେଉଛି ଶୁଭ ।[୧] ମଙ୍ଗଳ ମଧ୍ୟ ସୌର ପ୍ରଣାଳୀରେ ଏକ ଗ୍ରହର ନାମ ।[୨]
- ମଙ୍ଗଳ ଅର୍ଥ ପବିତ୍ର ଏବଂ ଶୁଭ , ତେଣୁ ମଙ୍ଗଳବାରରେ ହିନ୍ଦୁମାନେ ଯେ କୌଣସି କାର୍ଯ୍ୟ ଆରମ୍ଭ କରିବା ଶୁଭ ବୋଲି ବିବେଚନା କରନ୍ତି ।
- ଗ୍ରୀସ୍ ଏବଂ ସ୍ପେନରେ ମଙ୍ଗଳବାର ଯେ କୌଣସି କାର୍ଯ୍ୟ ପାଇଁ ଅଶୁଭ ବୋଲି ବିବେଚନା କରାଯାଏ । ସେମାନଙ୍କର ପାରମ୍ପାରିକ ବିଚାର ଅନୁଯାୟୀ ମଙ୍ଗଳବାର ଦିନ ଯାତ୍ରା କରିବା କିମ୍ବା ବିବାହ କରିବା ଉଚିତ ନୁହେଁ ।
ଆନ୍ତର୍ଜାତୀୟ ମାନକ ISO 8601 ଅନୁଯାୟୀ, ସୋମବାର ହେଉଛି ସପ୍ତାହର ପ୍ରଥମ ଦିନ; ଏହି ହିସାବରେ, ମଙ୍ଗଳବାର ସପ୍ତାହର ଦ୍ୱିତୀୟ ଦିନ । କେତେକ ସାଧାରଣ ବ୍ୟବହୃତ କ୍ୟାଲେଣ୍ଡର ଅନୁଯାୟୀ, ବିଶେଷତଃ ଯୁକ୍ତରାଷ୍ଟ୍ରରେ ରବିବାର ହେଉଛି ସପ୍ତାହର ପ୍ରଥମ ଦିନ, ତେଣୁ ମଙ୍ଗଳବାର ସପ୍ତାହର ତୃତୀୟ ଦିନ । ଇସଲାମିକ ଦେଶମାନଙ୍କରେ, ଶନିବାର ହେଉଛି ସପ୍ତାହର ପ୍ରଥମ ଦିନ ଏବଂ ତେଣୁ ମଙ୍ଗଳବାର ହେଉଛି ସପ୍ତାହର ଚତୁର୍ଥ ଦିନ ।
ଆଧାର
🔥 Top keywords: ପ୍ରଧାନ ପୃଷ୍ଠାରାମ ନବମୀଓଡ଼ିଆ ଭାଷାବିଶେଷ:ଖୋଜନ୍ତୁସୁଦଶା ବ୍ରତମିଡ଼ିଆଉଇକି:Interwiki-links.jsଜଗନ୍ନାଥ ଦାସଅମୃତାୟନଉଇକିପିଡ଼ିଆ:ଉଇକିପିଡ଼ିଆ ବାବଦରେଦ୍ୱିତୀୟ ବିଶ୍ୱଯୁଦ୍ଧଉଇକିପିଡ଼ିଆ:ସଙ୍ଘ ସୂଚନା ଫଳକବିଜୁ ପଟ୍ଟନାୟକରାଧାନାଥ ରାୟଜଗନ୍ନାଥ ମନ୍ଦିରରାମଫକୀର ମୋହନ ସେନାପତିସହଯୋଗ:ବିଷୟବସ୍ତୁଜଗନ୍ନାଥଉଇକିପିଡ଼ିଆ:ଆମ ସହ ଯୋଗାଯୋଗରାମାୟଣଓଡ଼ିଆ ସାହିତ୍ୟସାରଳା ଦାସମଧୁସୂଦନ ଦାସଉଇକିପିଡ଼ିଆଗୋପବନ୍ଧୁ ଦାସଗଙ୍ଗାଧର ମେହେରwiki.phtmlଗୋପୀନାଥ ମହାନ୍ତିଲିଙ୍ଗରାଜ ମନ୍ଦିରଗୋଦାବରୀଶ ମିଶ୍ରମଧୁସୂଦନ ରାଓଉଇକିପିଡ଼ିଆ:ଆମେ ଦାୟୀ ନୋହୁଁନମିତା ଅଗ୍ରୱାଲଶାନ୍ତନୁ କୁମାର ଆଚାର୍ଯ୍ୟଛାଞ୍ଚ:Key press/docପଣା ସଂକ୍ରାନ୍ତିଲକ୍ଷ୍ମୀକାନ୍ତ ମହାପାତ୍ରମନୋଜ ଦାସଅଂଶୁଘାତ