ଭାରତୀୟ ଜାତୀୟ କଂଗ୍ରେସ

ଭାରତର ରାଜନୀତିକ ଦଳ

ଭରତୀୟ ଜାତୀୟ କଂଗ୍ରେସ (ପ୍ରାୟତଃ କଂଗ୍ରେସ ପାର୍ଟି ବୋଲି ଜଣାଯାଏ ) ଭାରତର କୋଣ ଅନୁକୋଣରେ ଥିବା ଏକ ବଡ଼ ରାଜନୈତିକ ଦଳ । ୧୮୮୫ ମସିହାରେ ଏହି ଦଳଟି ପ୍ରତିଷ୍ଠିତ ହୋଇଥିଲା ।[୩]

ଭାରତୀୟ ଜାତୀୟ କଂଗ୍ରେସ
ଅଧକ୍ଷMallikarjun Kharge
ସଂସଦରେ ଅଧକ୍ଷସୋନିଆ ଗାନ୍ଧୀ
ଲୋକସଭା ନେତାAdhir Ranjan Chowdhury
ରାଜ୍ୟସଭା ନେତାMallikarjun Kharge
(ବିପକ୍ଷ ଦଳର ନେତା)
ଗଠନ୧୮୮୫
ମୁଖ୍ୟ କାର୍ଯ୍ୟାଳୟ୨୪ ଆକବର ରୋଡ଼,
ନୂଆ ଦିଲ୍ଲୀ, ୧୧୦୦୧୧
ଛାତ୍ର ଶାଖାNational Students Union of India
ଯୁବକ ଶାଖାଜାତୀୟ ଯୁବ କଂଗ୍ରେସ
ମହିଳା ଶାଖାମହିଳା କଂଗ୍ରେସ
ଶ୍ରମିକ ଶାଖାIndian National Trade Union Congress
ବିଚାରଧାରାPopulism
Islamic Nationalism
(Liberal nationalism)
Social liberalism
Democratic socialism
Social democracy
Pseudo-Secularism
Gandhian socialism
Anti hindu
ରାଜନୈତିକ ଅବସ୍ଥାନCenter-left[୧]
ଅନ୍ତର୍ଜାତୀୟ ଅନୁବନ୍ଧନAlliance of Democrats[୨]
ରଙ୍ଗAqua
ଭା. ନି. କ. ସ୍ଥିତିNational Party
ମେଣ୍ଟUnited Progressive Alliance (UPA)
ଲୋକସଭାରେ ଆସନ ସଂଖ୍ୟା
୪୮ / ୫୪୫
ରାଜ୍ୟସଭାରେ ଆସନ ସଂଖ୍ୟା
୫୦ / ୨୪୫
ନିର୍ବାଚନ ଚିହ୍ନ
Hand INC
ୱେବସାଇଟ
www.aicc.org.in
ଏହା ହେଉଛି ପ୍ରଥମ ଦଳ ଯାହା ବ୍ରିଟିଶ ଶାଶକଙ୍କୁ ଏସିଆ ଓ ଆଫ୍ରିକାରୁ ଔପନାସିକବାଦରୁ ଓହରିଯିବା ନିମିତ୍ତ ଆନ୍ଦୋଳନ କରିଥିଲା । ଅନେକ ରାଜ୍ୟ ସରକାରରେ ମଧ୍ୟ ଏହା ଏକ ଶକ୍ତିଶାଳୀ ଦଳ  ।

୨୦୦୪ରୁ ୨୦୧୪ ପର୍ଯ୍ୟନ୍ତ କଂଗ୍ରେସର ମେଣ୍ଟ ସରକାର ୟୁ.ପି.ଏ. (United Progressive Alliance) ଭାରତରେ ସରକାର ଗଠନ କରିଥିଲେ । ଏଥିରେ ପ୍ରଧାନମନ୍ତ୍ରୀ ରୂପେ ମନମୋହନ ସିଂହ ଥିଲେ ।

ଇତିହାସ

କଂଗ୍ରେସର ଇତିହାସକୁ ଆମେ ଦୁଇ ଭାଗରେ ବିଭକ୍ତ କରିପାରୁ ।

  1. ପ୍ରାକ-ସ୍ୱାଧୀନତା ସମୟ
  2. ସ୍ୱାଧୀନତା ପର ସମୟ

ପ୍ରାକ-ସ୍ୱାଧୀନତା ସମୟ

ଭାରତର କିଛି ଲୋକଙ୍କୁ ପ୍ରତିନିଧି ବନେଇ ଦେଶରେ କଣ ଘଟୁଛି ଜାଣିବା ନିମିତ୍ତ ୧୮୮୫ ମସିହାରେ ବ୍ରିଟିଶ ସରକାର ଭାରତୀୟ ଜାତୀୟ କଂଗ୍ରେସ ନାମକ ଏକ ଦଳ ଗଠନ କରିଥିଲେ । ଯେବେ ବ୍ରିଟିଶ ସରକାର ଭାରତବାସୀଙ୍କର ମୌଳିକ ଆବଶ୍ୟକତା ପୁରାଣ କରିବାରେ ପଛଘୁଞ୍ଚା ଦେଲେ, ସମୟାନୁକ୍ରମେ କଂଗ୍ରେସର ଲକ୍ଷ୍ୟ ଏକ ସ୍ୱତନ୍ତ୍ର ଏବଂ ସ୍ୱାଧୀନ ଭାରତ ଗଠନରେ ନିବେଶିତ ହେଲା । ମହାତ୍ମା ଗାନ୍ଧୀ, ଜବାହାରଲାଲ ନେହୁରୁ, ସୁଭାଷ ଚନ୍ଦ୍ର ବୋଷ, ବଲ୍ଲଭ ଭାଇ ପଟେଲ ଭଳି ବଳିଷ୍ଠ ନେତାମାନେ ସ୍ୱାଧୀନତା ପ୍ରାପ୍ତି ନିମିତ୍ତ କଂଗ୍ରେସଦଳରେ ରହି ବହୁ ଉଲ୍ଲେଖନୀୟ ଅବଦାନ କରିଥିଲେ । ଏହିଭଳି ଅନେକ କଂଗ୍ରେସକର୍ମୀ ଏବଂ ଅନ୍ୟାନ୍ୟ ଦଳର ଲୋକମାନଙ୍କ ସହାୟତାରେ ଭାରତ ୧୯୪୭ ମସିହାରେ ସ୍ୱାଧୀନ ହୋଇଥିଲା ।

ସ୍ୱାଧୀନତା ପର ସମୟ

ସ୍ୱାଧିନତାପରେ ଏହି ଦଳ ଭାରତର କିଛି ବର୍ଷଧରି ସଂଖ୍ୟାଗରିଷ୍ଠ ଦଳ ରୂପେ ରହିଥିଲା । ୧୯୫୨ ମସିହାରେ ଦେଶରେ ପ୍ରଥମ ନିର୍ବାଚନ ହୋଇଥିଲା । ୧୯୭୭ ମସିହା ପର୍ଯ୍ୟନ୍ତ ଏକ ଅପରାଜୟ ଦଳ ରୂପେ ଏହା କେନ୍ଦ୍ରରେ ସରକାର ଗଢିଚାଲୁଥିଲା । ୧୯୭୭ ମସିହାରେ ଜନତା ଦଳ ପ୍ରଥମ ଥର ନିମିତ୍ତ କଂଗ୍ରେସକୁ ନିର୍ବାଚନରେ ପରାସ୍ତ କରିଥିଲା । ସ୍ୱାଧୀନତା ପରର କାଂଶକୁ ଆମେ ନିମ୍ନ ବିଭାଗରେ ବିଭକ୍ତ କରିପାରିବା:

  1. ନେହେରୁ/ଶାସ୍ତ୍ରୀ କାଳ (୧୯୪୭-୧୯୬୬)
  2. ଇନ୍ଦିରା କାଳ (୧୯୬୬-୧୯୮୪)
  3. ରାଜୀବ/ରାଓ କାଳ (୧୯୮୫-୧୯୮୮)
  4. ମନମୋହନ କାଳ (୨୦୦୪-୨୦୧୪)
  5. ଆଧୁନିକ କାଳ (୨୦୧୪-ବର୍ତ୍ତମାନ)

ସାଧାରଣ ନିର୍ବାଚନ

YearLegislatureLeaderSeats wonChange in # of seatsPercentage of voteVote swingOutcome
19345th Central Legislative AssemblyBhulabhai Desai
୪୨ / ୧୪୭
42N/A
19456th Central Legislative AssemblySarat Chandra Bose
୫୯ / ୧୦୨
17Interim Government of India (1946-1947)
19511st ଲୋକ ସଭାJawaharlal Nehru
୩୬୪ / ୪୮୯
44.99%Government
19572nd ଲୋକ ସଭାJawaharlal Nehru
୩୭୧ / ୪୯୪
747.78% 2.79%Government
19623rd ଲୋକ ସଭାJawaharlal Nehru
୩୬୧ / ୪୯୪
1044.72% 3.06%Government
19674th ଲୋକ ସଭାIndira Gandhi
୨୮୩ / ୫୨୦
7840.78% 2.94%Government
19715th ଲୋକ ସଭାIndira Gandhi
୩୫୨ / ୫୧୮
6943.68% 2.90%Government
19776th ଲୋକ ସଭାIndira Gandhi
୧୫୩ / ୫୪୨
19934.52% 9.16%Opposition
19807th ଲୋକ ସଭାIndira Gandhi
୩୫୧ / ୫୪୨
19842.69% 8.17%Government
19848th ଲୋକ ସଭାRajiv Gandhi
୪୧୫ / ୫୩୩
6449.01% 6.32%Government
19899th ଲୋକ ସଭାRajiv Gandhi
୧୯୭ / ୫୪୫
21839.53% 9.48%Opposition
199110th ଲୋକ ସଭାP.V. Narasimha Rao
୨୪୪ / ୫୪୫
4735.66% 3.87%Government
199611th ଲୋକ ସଭାP. V. Narasimha Rao
୧୪୦ / ୫୪୫
10428.80% 7.46%Opposition, later outside support for UF
199812th ଲୋକ ସଭାSitaram Kesri
୧୪୧ / ୫୪୫
125.82% 2.98%Opposition
199913th ଲୋକ ସଭାSonia Gandhi
୧୧୪ / ୫୪୫
2728.30% 2.48%Opposition
200414th ଲୋକ ସଭାSonia Gandhi
୧୪୫ / ୫୪୩
3226.7% 1.6%Government
200915th ଲୋକ ସଭାManmohan Singh
୨୦୬ / ୫୪୩
6128.55% 2.02%Government
201416th ଲୋକ ସଭାRahul Gandhi
୪୪ / ୫୪୩
16219.3% 9.25%Opposition

2019। 17th ଲୋକ ସଭା ରାହୁଲ ଗାନ୍ଧି ୫୨/୫୪୩

ଆଧାର

ଅଧିକ ତଥ୍ୟ