ମାଇକ୍ରୋସଫ୍ଟ

47°38′22.55″N 122°7′42.42″W / 47.6395972°N 122.1284500°W / 47.6395972; -122.1284500

ମାଇକ୍ରୋସଫ୍ଟ କର୍ପୋରେସନ
(Microsoft Corporation)
ପ୍ରକାରପବ୍ଲିକ
ISINUS5949181045
ଶିଳ୍ପକମ୍ପ୍ୟୁଟର ସଫ୍ଟୱେର
ଅନଲାଇନ ସର୍ଭିସ
ଭିଡିଓ ଗେମ
ପ୍ରତିଷ୍ଠିତ ସ୍ଥାନAlbuquerque, ନିଉ-ମେକ୍ସିକୋ, ଯୁକ୍ତରାଷ୍ଟ୍ର (ଅପ୍ରେଲ 4, 1975 (1975-04-04))
ପ୍ରତିଷ୍ଠାତାବିଲ୍ ଗେଟ୍ସ୍, ପଲ ଆଲେନ (Paul Allen)
ମୁଖ୍ୟ କାର୍ଯ୍ୟାଳୟ
ମାଇକ୍ରୋସଫ୍ଟ ରେଡମୋଣ୍ଡ କ୍ୟାମ୍ପସ (Microsoft Redmond Campus), ରେଡମୋଣ୍ଡ, ୱାସିଂଟନ
,
Area served
ସାରା ବିଶ୍ୱ
ପ୍ରମୁଖ ବ୍ୟକ୍ତି
  • Bill Gates (Chairman)
  • Steve Ballmer (CEO)
ଉତ୍ପାଦSee products list
ServicesSee products list
RevenueIncrease US$ 73.72 billion (2012)[୧]
Operating income
Decrease US$ 21.76 billion (2012)[୧]
Net income
Decrease US$ 16.97 billion (2012)[୧]
Total assetsIncrease US$ 121.2 billion (2012)[୧]
Total equityIncrease US$ 66.36 billion (2012)[୧]
Number of employees
94,000 (2012)[୧]
SubsidiariesList of Microsoft subsidiaries
ୱେବ୍‌ସାଇଟ୍Microsoft.com
Footnotes / references
[୨]

ମାଇକ୍ରୋସଫ୍ଟ କର୍ପୋରେସନ ହେଉଛି ଏକ ଆମେରିକୀୟ ବହୁରାଷ୍ଟ୍ରୀୟ କମ୍ପାନୀ ଓ ଏହାର ମୁଖ୍ୟାଳୟ ୱାସିଂଟନର ରେଡମୋଣ୍ଡ (redmond)ଠାରେସ୍ଥିତ । ଏହା କମ୍ପ୍ୟୁଟର ସମ୍ବନ୍ଧୀୟ ଉତ୍ପାଦମାନ ପ୍ରସ୍ତୁତ କରିଥାଏ । ଏହାକୁ ପ୍ରଥମେ ବିଲ୍ ଗେଟ୍ସ୍ ଓ ପଲ ଆଲେନ ଏପ୍ରିଲ ୪,୧୯୭୫ରେ ଗଢିଥିଲେ । ମାଇକ୍ରୋସଫ୍ଟ ହେଉଛି ରେଭିନ୍ୟୁ ଅନୁସାରେ ପୃଥିବୀର ସର୍ବବୃହତ ସଫ୍ଟୱେର କମ୍ପାନୀ ।[୩]

ଇତିହାସ

ପ୍ରାରମ୍ଭିକ ଇତିହାସ

Paul Allen and Bill Gates (respectively) on October 19, 1981, in a sea of PCs after signing a pivotal contract. IBM called Microsoft in July 1980 inquiring about programming languages for its upcoming PC line;[୪]:228 after failed negotiations with another company, IBM gave Microsoft a contract to develop the OS for the new line of PCs.[୫]

ବିଲ୍ ଗେଟ୍ସ୍ ଓ ପଲ ଆଲେନ, କମ୍ପ୍ୟୁଟର ପ୍ରଗ୍ରାମିଂରେ ଆଗ୍ରହ ରଖିଥିବା ଦୁଇ ବାଲ୍ୟ ବନ୍ଧୁ ଏକ ନିଜ ଜ୍ଞାନ କୌଶଳ ବ୍ୟବହାର କରି ଏକ ନୂଆ ବ୍ୟବସାୟ ଆରମ୍ଭ କରିବାକୁ ଚାହୁଁଥିଲେ ।

Microsoft Inc. logo history[୬]
LogoYears

Microsoft "blibbet" logo, filed August 26, 1982 at the USPTO and used until 1987.[୭]
Microsoft "Pac-Man" logo, designed by Scott Baker and used from 1987 to 2012 with the 1994–2002 slogan "Where do you want to go today?".[୮][୯]
Microsoft logo as of 2006–2011, with the slogan "Your potential. Our passion."[୯]
Logo by Microsoft with the slogan"Be What's Next." 2011–2012.[୧୦]
Introduced on August 23, 2012 to symbolize the "world of digital motion" and Microsoft's "diverse portfolio of products." 2012-present .[୧୧]

ଆଧାର

ଅଧିକ ତଥ୍ୟ