ଶୁଭ ବିବାହ

୨୦୧୦ର ଓଡ଼ିଆ କଥାଚିତ୍ର

ଶୁଭ ବିବାହ, ୨୦୧୦ରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର ।[୧] ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ପୁପିନ୍ଦର ସିଂହ, ସୁନୀତା ଲକ୍ଷ୍ମୀ ଓ ମନିଷା । ଜ୍ୟୋତିପ୍ରକାଶ ଦାସ ଏହି କଥାଚିତ୍ରଟିର କାହାଣୀ ଲେଖିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ । ଜ୍ୟୋତିପ୍ରକାଶ ଦାସ ଏବଂ ପ୍ରକାଶ ବରାଳ ଏହି କଥାଚିତ୍ରଟିର ଚିତ୍ରନାଟ୍ୟ ରଚନା କରିଥିଲେ ।[୨]

ଶୁଭ ବିବାହ
ନିର୍ଦ୍ଦେଶକଜ୍ୟୋତିପ୍ରକାଶ ଦାସ
ପ୍ରଯୋଜକପୁପିନ୍ଦର ସିଂହ, ସୁନୀତା ଲକ୍ଷ୍ମୀ, ମନିଷା
ଚିତ୍ରନାଟ୍ୟଜ୍ୟୋତିପ୍ରକାଶ ଦାସ, ପ୍ରକାଶ ବରାଳ
କାହାଣୀଜ୍ୟୋତିପ୍ରକାଶ ଦାସ
କଳାକାରପୁପିନ୍ଦର ସିଂହ, ବର୍ଷା ପ୍ରିୟଦର୍ଶିନୀ, ଆକାଶ ଦାସନାୟକ, ମିହିର ଦାସ, ଅପରାଜିତା ମହାନ୍ତି, ବିଜୟ ମହାନ୍ତି
ସଙ୍ଗୀତଅଭିଜିତ ମଜୁମଦାର
ଚିତ୍ରଗ୍ରହଣନ‌ଗେନ୍ଦ୍ର କୁମାର
ସମ୍ପାଦକସୁସ୍ମିତ ମଣ୍ଡଳ
ମୁକ୍ତିଲାଭ ତାରିଖ
୨୮ ଫେବୃଆରୀ ୨୦୧୦
ଦେଶ ଭାରତ
ଭାଷାଓଡ଼ିଆ

ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ପୁପିନ୍ଦର ସିଂହ[୩], ବର୍ଷା ପ୍ରିୟଦର୍ଶିନୀ ଏବଂ ଆକାଶ ଦାସନାୟକ ।[୨] ମିହିର ଦାସ, ଅପରାଜିତା ମହାନ୍ତି, ବିଜୟ ମହାନ୍ତି, ତନ୍ଦ୍ରା ରାୟ, ଜୀବନ ପଣ୍ଡା, ସଲିଲ ମିତ୍ର, ସୁମନ, ପୂଜା, ଶୁଭଶ୍ରୀ, ବାବୁଲା, ଦିଲ୍ଲୀପ ଆଦି କଳାକାରମାନେ ଏହି କଥାଚିତ୍ରଟିରେ ଅଭିନୟ କରିଥିଲେ ।

ଅଭିନୟ

କାହାଣୀ

ଗୀତ ଏବଂ ସଙ୍ଗୀତ

ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଅଭିଜିତ ମଜୁମଦାର[୨] ବସନ୍ତରାଜ ସାମଲ, ନିର୍ମଳ ନାୟକ, ନିଜାମ୍ ଆଦି ଗୀତିକାରମାନେ କଥାଚିତ୍ରଟିର ଗୀତଗୁଡ଼ିକ ରଚନା କରିଥିଲେ । ଅଭିଜିତ, ଗୌତମ ଗାଙ୍ଗୁଲି, ପାମେଲା ଜୈନ, ସଂଘମିତ୍ରା ଜେନା, କ୍ରିଷ୍ଣା, ମାଧବ, ତପୁ ମିଶ୍ର, ଜଲି ମୁଖାର୍ଜୀ, ଉଦିତ ନାରାୟଣ, ବିନୋଦ ରାଠୋଡ, ସାଧନା ସରଗମ୍ ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରଟିରେ କଣ୍ଠଦାନ କରିଥିଲେ ।

ଗୀତ

କ୍ରମଗୀତସମୟ
1."ସୁଖ ଦୁଃଖ ଦୋଛକିରେ" 
2."ମାନିଯାରେ ମାନିଯା ତୁ ଭଲ ପାଉଚୁ" 
3."ଚାନ୍ଦରୁ ଚାନ୍ଦିନୀ ତାରାରୁ ରୋଶନୀ" 
4."ଆସିଲା ଶୁଭ ବିବାହ" 

ଆଧାର

ବାହାର ଆଧାର

🔥 Top keywords: ପ୍ରଧାନ ପୃଷ୍ଠାମିଡ଼ିଆଉଇକି:Interwiki-links.jsଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ, ଓଡ଼ିଶାବିଶେଷ:ଖୋଜନ୍ତୁଓଡ଼ିଆ ଭାଷାଦ୍ୱିତୀୟ ବିଶ୍ୱଯୁଦ୍ଧଫକୀର ମୋହନ ସେନାପତିଜଗନ୍ନାଥ ମନ୍ଦିରଜଗନ୍ନାଥ ଦାସବନ୍ଦେ ଉତ୍କଳ ଜନନୀଲକ୍ଷ୍ମୀକାନ୍ତ ମହାପାତ୍ରଗୋପବନ୍ଧୁ ଦାସମଧୁସୂଦନ ଦାସମନମୋହନ ସାମଲଗୋପୀନାଥ ମହାନ୍ତିଉଇକିପିଡ଼ିଆ:ଆମେ ଦାୟୀ ନୋହୁଁମହାତ୍ମା ଗାନ୍ଧୀସୀତା ନବମୀସହଯୋଗ:ବିଷୟବସ୍ତୁବିଶେଷ:ନଗଦବଦଳକାଳିନ୍ଦୀ ଚରଣ ପାଣିଗ୍ରାହୀଗଙ୍ଗାଧର ମେହେରସାରଳା ଦାସଜଗନ୍ନାଥଉଇକିପିଡ଼ିଆ:ଉଇକିପିଡ଼ିଆ ବାବଦରେସଚ୍ଚିଦାନନ୍ଦ ରାଉତରାୟମଧୁସୂଦନ ରାଓପୁନମ ମିଶ୍ରଓଡ଼ିଶାଉଇକିପିଡ଼ିଆ:ଆମ ସହ ଯୋଗାଯୋଗଓଡ଼ିଆ ସାହିତ୍ୟଫାଇଲ:Namita Agrawal (Odia Singer).jpgଗୋଦାବରୀଶ ମିଶ୍ରଶାନ୍ତନୁ କୁମାର ଆଚାର୍ଯ୍ୟଉଇକିପିଡ଼ିଆ:ସଙ୍ଘ ସୂଚନା ଫଳକରାଧାନାଥ ରାୟମାଧ୍ୟମିକ ଶିକ୍ଷା ପରିଷଦ, ଓଡ଼ିଶାwiki.phtmlପ୍ରତିଭା ରାୟ