ସାମାଜିକ ବିଜ୍ଞାନ

ବିଜ୍ଞାନର ଯେଉଁ ବିଭାଗରେ ସମାଜ ଏହାର ଚଳଣି, ଆଚରଣ ବିଧି, ନୀତି, ନିୟମ ଇତ୍ୟାଦି ବିଷୟରେ ଆଲୋଚନା ଓ ପଠନ କରାଯାଇଥାଏ ତାହାକୁ ସାମାଜିକ ବିଜ୍ଞାନ କୁହାଯାଇଥାଏ ।[୧][୨]

ବିଭାଗ

Bulletin of the British Library of Political Science (1913) (14597864379)

ଏଥିରେ ଥିବା ବିଭାଗଗୁଡ଼ିକ ହେଲା:

  • ନୃବିଜ୍ଞାନ(Anthropology)
  • ଜନ ସଂଚାର ଶିକ୍ଷା(Communication studies)
  • ଅର୍ଥଶାସ୍ତ୍ର(Economics)
  • ଶିକ୍ଷା(Education)
  • ଭୂଗୋଳ(Geography)
  • ଇତିହାସ(History)
  • ଆଇନ(Law)
  • ଭାଷା(Language)
  • ରାଜନୀତି ବିଜ୍ଞାନ(Political Science)
  • ମନୋବିଜ୍ଞାନ(Psychology)
  • ସମାଜ ବିଜ୍ଞାନ(Sociology)

ଇତିହାସ

ଆଧାର