ସାମୋଆ

ଦକ୍ଷିଣ ପ୍ରଶାନ୍ତ ମହାସାଗରରେ ଅବସ୍ଥିତ ଏକ ଦେଶ ।

ସାମୋଆ ଦେଶ ବା ସାମୋଆ ସାଧାରଣତନ୍ତ୍ର , ଦକ୍ଷିଣ ପ୍ରଶାନ୍ତ ମହାସାଗରରେ ଅବସ୍ଥିତ ଏକ ଦେଶ । ଏହା ପ୍ରଶାନ୍ତ ମହାସାଗରରେ ଥିବା ଏକ ଦ୍ୱିପପୁଞ୍ଜ ହିସାବରେ ମଧ୍ୟ ଜଣାଶୁଣା । ଏହାର ପ୍ରମୁଖ ଭାଗ ଦୁଇଟି ହେଉଛନ୍ତି ସଭାଇ ଏବଂ ଉପୋଲୂ । ଦେଶର ରାଜଧାନୀ ହେଉଛି ଅପିଆ । ଖ୍ରୀଷ୍ଟପୂର୍ବ ପ୍ରାୟ ୧୦୦୦ ବର୍ଷ ଆଗରୁ ପ୍ରଥମେ ଦକ୍ଷିଣ-ପୂର୍ବ ଏସିଆର ଅଧିବାସୀମାନେ ଏଠାକୁ ଆସି ସେମାନଙ୍କର ବସତି ସ୍ଥାପନ କରିଥିବାର ବିଶ୍ୱାସ କରାଯାଏ । ୟୁରୋପୀୟମାନଙ୍କ ଭିତରେ ଫରାସୀ ବ୍ୟବସାୟୀମାନେ ଏଠାକୁ ଆସିଥିବା ବିଶ୍ୱାସ କରାଯାଏ । ପରେ ୧୭୦୦ ଖ୍ରୀ.ଅରେ ଇଂରେଜମାନେ ସେଟାକୁ ଆସିଥିଲେ । ୧୮୩୦ରେ ସେମାନେ ସେଠାରେ ଉପନିବେଶ ସ୍ଥାପନ କରିଥିଲେ । ପ୍ରଥମ ବିଶ୍ୱଯୁଦ୍ଧ ସମୟରେ ଜର୍ମାନୀବ୍ରିଟେନ ପରସ୍ପରର ଶତ୍ରୁ ରାଷ୍ଟ୍ର ହୋଇଥିବାରୁ, ଜର୍ମାନୀ ପ୍ରଥମେ ସାମୋଆ ଉପରେ ଆକ୍ରମଣ କରିଥିଲା । ୧୯୧୪ରେ ନିଉଜିଲ୍ୟାଣ୍ଡ ଏହାକୁ ଅଧିକାର କରିନେଇଥିଲା । ପରେ ୧୯୪୬ ମସିହାରେ ଏହା ଜାତିସଂଘର ଏକ ସ୍ୱୟଂଶାସିତ ଅଞ୍ଚଳ ଭାବରେ ମାନ୍ୟତା ପାଇଥିଲା । ୧ ଜାନୁଆରୀ ୧୯୬୨ରେ ସାମୋଆ ପ୍ରଥମ ପଲିନେସୀୟ ଦେଶ ଭାବରେ ସ୍ୱାଧୀନତା ପାଇଥିଲା ଓ ଏହାକୁ "କମନ୍ ୱେଲଥ ରାଷ୍ଟ୍ର" ଗୁଡିକର ସଦସ୍ୟ ଭାବେ ମାନ୍ୟତା ମିଳିଥିଲା । ୧୫ ଜାନୁଆରୀ ୧୯୭୬ରେ ଏହାକୁ ଯୁକ୍ତରାଷ୍ଟ୍ରର ଏକ ସାଧାରଣତନ୍ତ୍ର ଦେଶ ଭାବରେ ମାନ୍ୟତା ପ୍ରଦାନ କରାଯାଇଥିଲା ।[୭] ଏହି ଦେଶର ଅଧିବାସୀମାନେ ପ୍ରଶାନ୍ତ ମହାସାଗରରେ ଭ୍ରମଣ କରିବାରେ ମହିର ଥିଲେ ଓ ଦେଶର ଅବସ୍ଥିତି ଅନ୍ୟମାନକୁ ମହାସାଗର ମାଧରେ ଦିଗ ନିରୂପଣ କରିବାରେ ମଧ୍ୟ ସାହାଯ୍ୟ କରୁଥିଲା , ତେଣୁକରି ୟୁରୋପୀୟମାନେ ଏହାକୁ "ଦିଗବାରେଣୀ ଦ୍ୱିପପୁଞ୍ଜ" ମଧ୍ୟ କହିବାର ନଜିର ଅଛି । [୮][୯]

Independent State of Samoa

Malo Saʻoloto Tutoʻatasi o Sāmoa  (Samoan)
Flag of Samoa
Coat of arms of Samoa
FlagCoat of arms
ରାଷ୍ଟ୍ରାଦର୍ଶ: "Faʻavae i le Atua Sāmoa"
"Samoa is founded on God"
ଜାତୀୟ ସଙ୍ଗୀତ: O le fuʻa o le saʻolotoga o Samoa
"The Banner of Freedom"
The National Anthem of Samoa
Location of Samoa
ରାଜଧାନୀଅପିଆ
13°50′S 171°45′W / 13.833°S 171.750°W / -13.833; -171.750
ବୃହତ୍ତମ ସହରApia
ସରକାରୀ ଭାଷା
ଜାତି
(2001)
  • 92.6% Samoans
  • 7.0% Euronesians
  • 0.4% Europeans
  • 0.1% East Asian[୧]
ଧର୍ମ
Christianity (official)
ଜାତୀୟତାSamoan
GovernmentUnitary parliamentary democracy
• O le Ao o le Malo
Va'aletoa Sualauvi II
• Prime Minister
Naomi Mataʻafa
ବିଧାନ ମଣ୍ଡଳLegislative Assembly
Independence from New Zealand
• Treaty of Berlin
14 June 1889
• Tripartite Convention
16 February 1900
• Colonization by Germany
1 March 1900
• Colonization by New Zealand
30 August 1914
• League mandate
17 December 1920
• UN trusteeship
13 December 1946
• Western Samoa Act 1961
1 January 1962
କ୍ଷେତ୍ରଫଳ
• ମୋଟ
2,842 km2 (1,097 sq mi) (167th)
• ଜଳଭାଗ (%)
0.3
ଲୋକସଂଖ୍ୟା
• November 2016 census
192,342[୨]
• ଘନତା
68/km2 (176.1/sq mi)
ମୋଟ ଘରୋଇ ଉତ୍ପାଦ  (ସମତୁଲ୍ୟ କ୍ରୟଶକ୍ତି)2016 estimate
• ମୋଟ
$1.046 billion[୩]
• ମୁଣ୍ଡପିଛା
$5,368[୩]
ମୋଟ ଘରୋଇ ଉତ୍ପାଦ (ସାଙ୍କେତିକ)2016 estimate
• ମୋଟ
$876 million[୩]
• ମୁଣ୍ଡପିଛା
$4,496[୩]
ମାନବ ବିକାଶ ସୂଚନାଙ୍କ (2014)Increase 0.702[୪]
high · 105th
ମୁଦ୍ରାTala (WST)
ସମୟ ମଣ୍ଡଳUTC+13b (UTC+13:00)
• Summer (DST)
UTC+14 (UTC+14:00)
ରାସ୍ତା ଚାଲିବା ପାଖleftc
ଟେଲିଫୋନ କୋଡ଼+685
Internet TLD.ws
  1. Head of state.
  2. Since 31 December 2011.[୫]
  3. Since 7 September 2009.[୬]

ଇତିହାସ

ସାମୋଆ ଦେଶର ସବୁଠୁ ପୁରୁଣା ତଥ୍ୟ ବର୍ତ୍ତମାନ ନିଉଜିଲ୍ୟାଣ୍ଡ ଦେଶର ବୈଜ୍ଞାନିକ ମାନଙ୍କ ପାଖରେ ରହିଛି । ସେମାନକ ଅନୁଯାୟୀ ଏହି ଦେଶ "ଲପିତ" ଯୁଗର ପ୍ରାୟ ୩୦୦୦ ବର୍ଷ ପୂର୍ବରୁ ସୃଷ୍ଟି ହୋଇଥିଲା । [୧୦]

Studio photo depicting preparation of the Samoa 'ava ceremony c. 1911.
Interior of Samoan house, Apia, Urville 1842.

ସ୍ୱାଧୀନତା

ଶାସନ

ଭୌଗଳିକ ଅବସ୍ଥିତି

ଅର୍ଥନୀତି

ସଂସ୍କୃତି