ସୁନ୍ଦରଗଡ଼ ଜିଲ୍ଲା

ଓଡ଼ିଶାର ଜିଲ୍ଲା, ଭାରତ

[[Category:Lua error in package.lua at line 80: module 'Module:Pagetype/setindex' not found. with short description]]

ସୁନ୍ଦରଗଡ଼
ଜିଲ୍ଲା
ଓଡ଼ିଶାରେ ଅବସ୍ଥାନ
ଓଡ଼ିଶାରେ ଅବସ୍ଥାନ
ଦେଶଭାରତ
ରାଜ୍ୟଓଡ଼ିଶା
ଲୋକ ସଭାସୁନ୍ଦରଗଡ଼
ଭାଷାଓଡ଼ିଆ, ଇଂରାଜୀ
ବିଧାନ ସଭା୭ଟି ଆସନ:
Area
 • ଜିଲ୍ଲା9712 km2 (3,750 sq mi)
Population
 (୨୦୧୧)
 • ଜିଲ୍ଲା୨୦୮୦୬୬୪
 • Rankଓଡ଼ିଶାରେ ଷଷ୍ଠ (୬/୩୦)
 • Urban
୭୩୮୬୩୩
 • Rural
୧୩୪୨୦୩୧
 • ୬ ବର୍ଷରୁ କମ ଶିଶୁ
୨୪୯୦୨୦
Time zoneIST (+୫.୩୦)
ଡାକ କୋଡ଼ (ପିନ୍)
୭୬୯ xxx, ୭୭୦ xxx
ତାର (ଏସ୍.ଟି.ଡ଼ି)୦୬୬୨୨, ୦୬୬୨୧, ୦୬୬୧
ଯାନବାହାନ ପଞ୍ଚୀକରଣOD-16, OD-14
ଜିଲ୍ଲାପାଳଶ୍ରୀ ନିଖିଲ ପବନ କଲ୍ୟାଣ
WebsiteOfficial website

ସୁନ୍ଦରଗଡ଼ ଜିଲ୍ଲା, ଓଡ଼ିଶାର ଉତ୍ତର-ପଶ୍ଚିମରେ ଥିବା ଏକ ପ୍ରଶାସନିକ ଜିଲ୍ଲା । ସୁନ୍ଦରଗଡ଼ ସହର ଏହି ଜିଲ୍ଲାର ପ୍ରଶାସନିକ ମୁଖ୍ୟ ସହର ।`

ଇତିହାସ

୧୯୪୮ମସିହା ଜାନୁଆରୀ ପହିଲା ଦିନ ସୁନ୍ଦରଗଡ଼ ଏକ ନୂଆ ଜିଲ୍ଲାର ପରିଚୟ ପାଇଥିଲା୤

ଭୂଗୋଳ

ଓଡ଼ିଶାର ଉତ୍ତର-ପଶ୍ଚିମଭାଗରେ ଅବସ୍ଥିତ ସୁନ୍ଦରଗଡ଼ ଜିଲ୍ଲାର ଆୟତନ ୯,୭୧୨ ବର୍ଗ କିମି ।[୧]

ଅବସ୍ଥିତି

ମୁଖ୍ୟ ନଦୀ ଓ ଶାଖାନଦୀ

ଜନସଂଖ୍ୟା

୨୦୧୧ ଜନଗଣନା [୨] ଅନୁସାରେ, ସୁନ୍ଦରଗଡ଼ ଜିଲ୍ଲାର ମୋଟ ଲୋକସଂଖ୍ୟା ୨୦,୮୦,୬୬୪ । ଏଥିମଧ୍ୟରୁ ଗ୍ରାମାଞ୍ଚଳରେ ୧୩,୪୨,୦୩୧ ଓ ସହରାଞ୍ଚଳରେ ୭,୩୮,୬୩୩ ଲୋକ ବାସ କରନ୍ତି [୩]

  • ପୁରୁଷ: ୧୦,୫୫,୭୨୩
  • ମହିଳା: ୧୦,୨୪,୯୪୧
    • ଛ ବର୍ଷରୁ କମ: ୨,୪୯,୦୨୦
  • ସାକ୍ଷରତା ହାର: ୭୪.୧୩%
    • ପୁରୁଷ: ୮୨.୧୩%
    • ମହିଳା: ୬୫.୯୩%

ପ୍ରଶାସନିକ ବିଭାଗ

  • ଉପଖଣ୍ଡ (ସବ୍ ଡିଭିଜନ): ୦୩
  • ତହସିଲ: ୦୯
  • ବ୍ଳକ: ୧୭
  • ଗ୍ରାମ: ୧୭୪୪

ଯୋଗାଯୋଗ

ଗମନାଗମନ

  • ନିକଟତମ ରେଳ ଷ୍ଟେସନ: ୩୫ କିମି ଦୁରରେ ଝାରସୁଗୁଡ଼ାଠାରେ ଅବସ୍ଥିତ ୤
  • ନିକଟତମ ବିମାନଘାଟି: ୨୭ କିମି ଦୁରରେ ଝାରସୁଗୁଡ଼ା ବିମାନ ବନ୍ଦର ଅବସ୍ଥିତ ୤

ଡାକ ଓ ତାର

ଶିକ୍ଷା

  • ଜାତୀୟ ପ୍ରଯୁକ୍ତି ପ୍ରତିଷ୍ଠାନ ରାଉରକେଲା,ରାଉରକେଲା
  • ବିଜୁ ପଟ୍ଟନାୟକ ବୈଷୟିକ ବିଶ୍ୱବିଦ୍ୟାଳୟ,ରାଉରକେଲା

ପର୍ଯ୍ୟଟନ ସ୍ଥଳ

ଖଣ୍ଡାଧାର ଜଳପ୍ରପାତ
  • ବେଦବ୍ୟାସ: ଏହା ଜିଲ୍ଲାର ସର୍ବାଧିକ ଲୋକପ୍ରିୟ ପର୍ଯ୍ୟଟନ ସ୍ଥଳ । ୨୦୧୩ ମସିହାରେ ଜିଲ୍ଲାକୁ ଆସିଥିବା ୫.୮୨ ଲକ୍ଷ ପର୍ଯ୍ୟଟଙ୍କ ମଧ୍ୟରୁ ୪.୪୭ ଲକ୍ଷ ପର୍ଯ୍ୟଟକ ବେଦବ୍ୟାସ ମନ୍ଦିର ଦେଖିବାକୁ ଯାଇଥିଲେ ।[୪]
  • ପିତାମହଲ ଡ୍ୟାମ:୩ ଲକ୍ଷ ପର୍ଯ୍ୟଟକ ପ୍ରତିବର୍ଷ ବୁଲିବାକୁ ଆସିଥାନ୍ତି । [୫]
  • ଖଣ୍ଡାଧାର ଜଳପ୍ରପାତ: ୨.୨୫ ଲକ୍ଷ ପର୍ଯ୍ୟଟକ ପ୍ରତିବର୍ଷ ବୁଲିବାକୁ ଆସିଥାନ୍ତି ।
  • ଛତ୍ରି ପାହାଡ଼ (ମହାବୀର ପାହାଡ଼)[୬]
  • ହନୁମାନ ବାଟିକା
  • ମନ୍ଦିରା ଡ୍ୟାମ
  • ମାଣିକମୋଡ଼ା
  • କାନ୍ସବାହାଲ ଡ୍ୟାମ
  • ଉଷାକୋଠୀ
  • ସରଫଗଡ ଡ୍ୟାମ ଏବଂ ଉଦ୍ୟାନ

ରାଜନୀତି

ଲୋକ ସଭା ନିର୍ବାଚନ ମଣ୍ଡଳୀ

ବିଧାନ ସଭା ନିର୍ବାଚନ ମଣ୍ଡଳୀ

#ନିର୍ବାଚନ ମଣ୍ଡଳୀଆରକ୍ଷଣପରିସୀମା ଅଧୀନସ୍ଥ ଅଞ୍ଚଳ (ପୌରାଞ୍ଚଳ ଓ ପଞ୍ଚାୟତ ସମିତି )୧୪ଶ ବିଧାନ ସଭା ସଦସ୍ୟରାଜନୈତିକ ଦଳ
ତଳସରାଅନୁସୂଚିତ ଜନଜାତିସବଡେଗା, ବାଲିଶଙ୍କର, ବରଗାଁ, ଲେଫ୍ରିପଡ଼ା (ଅଂଶ)ପ୍ରଫୁଲ୍ଲ ମାଝିକଂଗ୍ରେସ
ସୁନ୍ଦରଗଡ଼ଅନୁସୂଚିତ ଜନଜାତିସୁନ୍ଦରଗଡ଼ (ପୌ), ସୁନ୍ଦରଗଡ଼, ଟାଙ୍ଗରପାଲି, ହେମଗିରି, ଲେଫ୍ରିପଡ଼ା (ଅଂଶ)ଜୋଗେଶ କୁମାର ସିଂହକଂଗ୍ରେସ
୧୦ବୀରମିତ୍ରପୁରଅନୁସୂଚିତ ଜନଜାତିବୀରମିତ୍ରପୁର (ପୌ), କୁଆଁରମୁଣ୍ଡା, ନୂଆଗାଁ, ବିଶ୍ରା (ଅଂଶ)ଜର୍ଜ ତିର୍କୀସ୍ୱାଧୀନ
୧୧ରଘୁନାଥପାଲୀଅନୁସୂଚିତ ଜାତିରାଉରକେଲା (Township), ଲାଠିକଟା (ଆଂଶିକ)ସୁବ୍ରତ ତରାଇବିଜଦ
୧୨ରାଉରକେଲାଅଣ ସଂରକ୍ଷିତରାଉରକେଲା (ପୌ), କୁଲୁଙ୍ଗା (O.G.), ବିଶ୍ରା (ଆଂଶିକ)ଶାରଦା ପ୍ରସାଦ ନାୟକବିଜଦ.
୧୩ରାଜଗାଙ୍ଗପୁରଅନୁସୂଚିତ ଜନଜାତିରାଜଗାଙ୍ଗପୁର (ପୌ), ରାଜଗାଙ୍ଗପୁର, କୁତ୍ରା, ଲାଠିକଟା (ଆଂଶିକ)ଗ୍ରେଗୋରୀ ମିଞ୍ଜକଂଗ୍ରେସ
୧୪ବଣାଇଅନୁସୂଚିତ ଜନଜାତିଗୁରୁଣ୍ଡିଆ, ବଣାଇଗଡ଼, ଲହୁଣିପଡ଼ା, କଇରାଭୀମସେନ ଚୌଧୁରୀଭାଜପା

ଆଧାର

ଅଧିକ ତଥ୍ୟ